ଭଞ୍ଜନଗରସ୍ଥ କୟାଁ ବ୍ୟାଘ୍ରଦେଵୀ ଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ।

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥ କୁଲାଡ ରୋଡ଼ ରେ ଥିବା ବହୁ ପୁରାତନ ମନ୍ଦିର ମାଁ କୟାଁ ବ୍ୟାଘ୍ରଦେଵୀ ଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ଓ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ମହାଆଡମ୍ବର ପୂର୍ଣ୍ଣ ଉତ୍ସବ ସକାଶେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଧାୟକ…

ପହଲଗାମ୍ ଆତଙ୍କି ହମଲାରେ ମୃତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି

ମଧୁବୈଶ୍ୟ ସମାଜ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା, ଓଡ଼ଗାଁ,୨୭।୪(ଶ୍ରୀକାନ୍ତ କୁମାର ମିଶ୍ର):କାଶ୍ମୀରର ପହଲଗାମ ଗାମରେ ଆତଙ୍କୀ ହମଲାକୁ ନେଇ ଏବେ ସାରାଦେଶ ପ୍ରତିଶୋଧ ପରାୟଣ ହୋଇ ଉଠିଛି।ଆତଙ୍କୀର ଦଶ ପାକିସ୍ତାନକୁ କଡ଼ା ଜବାବ୍ ଦେବାକୁ ପୁରପଲ୍ଲୀ ଠାରୁ ଆରମ୍ଭକରି ଦିଲ୍ଲୀ ପର୍ଯ୍ୟନ୍ତ…

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଶ୍ରୀ ରଘୁନାଥ ଜିଉ ମନ୍ଦିର ପରିଦର୍ଶନ

ଓଡ଼ଗାଁ,୨୭।୪ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ଖାଦ୍ୟ ସାମଗ୍ରୀ ଏବଂ ଗ୍ରାହକ କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥଙ୍କ ଜିଉଙ୍କୁ ଦର୍ଶନ କରି ସୈାଭାଗ୍ୟ ଅର୍ଜନ କରିଥିଲେ । ରବିବାର ମଧ୍ୟାହ୍ନରେ ମନ୍ତ୍ରୀ ଶ୍ରୀ ପାତ୍ର…

ଧାରା ସେବା ଟ୍ରଷ୍ଟ ଆନୁକୂଲ୍ୟରେ ରକ୍ତଦାନ ଶିବିର,୪୭ ୟୁନିଟ ରକ୍ତ ସଂଗ୍ରହ

ଓଡ଼ଗାଁ,୨୭।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ରାମ ସାଗର କଲ୍ୟାଣୀ ମଣ୍ଡପ ପରିସରରେ ଜୀବନ ଧାରା ସେବା ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରଥମ ପ୍ରତିଷ୍ଠା ଦିବସରେ ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ସ୍ଥାପନଠାରୁ ଏକ ବର୍ଷ ଧରି ନିରବଛିନ୍ନ ଭାବେ…

ଆମ୍ବେଦକର ସ୍ମୃତି କମିଟି ପକ୍ଷରୁ ଡ.ଭୀମରାଓ ଆମ୍ବେଦକରଙ୍କ ୧୩୪ତମ ଜନ୍ମଦିନ ପାଳିତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ). ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଆମ୍ବେଦକର ସ୍ମୃତି କମିଟି ପକ୍ଷରୁ ଡୁଙ୍ଗୁରିପାଲି ବସଷ୍ଟାଣ୍ଡ ସ୍ଥିତ ଏସି ଏସ୍ଟି ଷ୍ଟଲ୍ ପରିସରରେ ଭାରତରତ୍ନ ସମ୍ବିଧାନ ପ୍ରଣେତା ବାବା ସାହେବ ଡ.ଭୀମରାଓ ଆମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ…

ଡୁଙ୍ଗୁରିପାଲି କୁ ଉପଖଣ୍ଡ ମାନ୍ୟତା ଦାବୀ ରେ ଦସ୍ତଖତ ଅଭିଯାନ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ର ଡୁଙ୍ଗୁରିପାଲି ବ୍ଲକ କୁ ଉପଖଣ୍ଡ ମାନ୍ୟତା ଦାବୀ ରେ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି ଯୁବଗୋଷ୍ଠୀ।ଆଜି ଡୁଙ୍ଗୁରିପାଲି ବ୍ଲକ ର ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ କନ୍ଦୁମୁଣ୍ଡା ଠାରେ ଏକ ବୈଠକ ବସି ଉପଖଣ୍ଡ ର…

ଗୁଣପୁର ଅଟୋ ଚାଳକ ସଂଘ ର ଶାନ୍ତି ପୂର୍ଣ୍ଣ ଭାବେ କେଣ୍ଡେଲ୍ ଶୋଭାଯାତ୍ରା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡ଼ା ଜିଲ୍ଲା ଗୁଣପୁର ଅଟୋ ଚାଳକ ସଂଘ ଜାମୁ କାଶ୍ମୀର ର ପହଲଗାମ୍ ରେ ହୋଇଥିବା ନୃଶଂସ ହତ୍ୟା କାଣ୍ଡ ପ୍ରତିବାଦ ରେ ରବିବାର ସନ୍ଧ୍ୟାରେ ଶାନ୍ତି ପୂର୍ଣ୍ଣ ଭାବେ କେଣ୍ଡେଲ୍ ଶୋଭାଯାତ୍ରା କରାଯାଇଥିଲା l ଅଟୋ ଚାଳକ ମାନେ ନୂତନ ବସ ଷ୍ଟାଣ୍ଡ ରୁ…

ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଦେବଙ୍କ ୧୩୪ ତମ ଜୟନ୍ତୀ ପାଳନ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଉତ୍କଳ କଲ୍ୟାଣ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ପରିସରରେ ଉତ୍କଳର ନିର୍ମାତା ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଦେବଙ୍କ ୧୩୪ ତମ ଜୟନ୍ତୀ ପାଳନ ହୋଇଯାଇଛି I ଅନୁଷ୍ଠାନର ସଭାପତି ତଥା…

ପହଲଗାମ ରେ ନିରୀହ ୨୬ ପର୍ଯ୍ୟଟକ କୁ ଆତଙ୍କବାଦୀ ଙ୍କ ହତ୍ୟା ପ୍ରତିବାଦରେ ଡାବୁଗାଁ ରେ ୬ ଘଣ୍ଟିଆ ଦୋକାନ ବଜାର ବନ୍ଦ…

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୦୪/୨୫ ଜମ୍ମୁ କାଶ୍ମୀର ର ପହଲଗାମ ରେ ନିରୀହ ୨୬ ପର୍ଯ୍ୟଟକ ଙ୍କୁ ଆତଙ୍କବାଦୀ ମାନେ ଧର୍ମ ପଚାରି ଗୁଳି କରି ହତ୍ୟା ପ୍ରତିବାଦରେ ଆଜି ଡାବୁଗାଁ ରେ ଦୋକାନ ବଜାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ସନ୍ଧ୍ୟାରେ କେଣ୍ଡଲ ଶୋଭାଯାତ୍ରା…

ଉସ୍ତପଲ୍ଲୀରେ ଶ୍ୟାମ ସୁନ୍ଦର ମନ୍ଦିର ପ୍ରତିଷ୍ଠା ଉତ୍ସବ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଇଙ୍ଗିନାଠୀ ପଂଚାୟତ ଅନ୍ତର୍ଗତ ଉସ୍ତପଲ୍ଲୀ ଗ୍ରାମରେ ଶ୍ୟାମ ସୁନ୍ଦର ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଆଠଗଡ଼ ପାଟଣା ମହନ୍ତଙ୍କ ପୌରୋହିତ୍ୟରେ ଆଜି ଅଙ୍କୁରାରୋପଣ,ଶାଲା ପ୍ରତିଷ୍ଠା କାର୍ଯ୍ୟକ୍ରମ…