Sign in
Sign in
Recover your password.
A password will be e-mailed to you.
ଗ୍ରୁପ୍ ଲୋନ୍ ଟଙ୍କାକୁ କେନ୍ଦ୍ର କରି ମହିଳାଙ୍କୁ ଆକ୍ରମଣ ; ବଡ଼ ଯାଆ ଓ ଦେଢଶୁର କୋର୍ଟଚାଲାଣ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ମରାଇପାଟ ଗ୍ରାମରେ ଗୃପ୍ ଲୋନ୍ ଟଙ୍କାକୁ କେନ୍ଦ୍ର କରି ଜଣେ ମହିଳା ଏବଂ ତାଙ୍କ ମାଆଙ୍କୁ ଆକ୍ରମଣ ମାମଲାରେ ମହିଳାଙ୍କ ବଡ଼ ଯାଆ ଏବଂ ଦେଢ଼ଶୁର କୋର୍ଟଚାଲାଣ ହୋଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ମରାଇପାଟ…
ଯୋଗାଣ ବିଭାଗ ଦ୍ୱାରା ଚାଉଳ ବୋଝେଇ ଗାଡି ଏବଂ ଗାଡ଼ିରେ ଥିବା ଚାଉଳ ଜବତ,
ଅସ୍ତରଙ୍ଗ/ଦୁଃଶାସନ ନାୟକ: ସୋମବାର ମଧ୍ୟାହ୍ନ ସମୟ ରେ ଅସ୍ତରଙ୍ଗ ବଜାର ରେ ଏକ ୪୦୭ ମିନି ଟ୍ରକ ରେ ପିଡ଼ିଏସ ଚାଉଳ ବୋଝଇ ହେଇଥିବା ଅସ୍ତରଙ୍ଗ ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ ପରେ ସେହି ସ୍ଥାନ ରେ ଉକ୍ତ ଗାଡି ଟିକୁ ଅଟକ ରଖି ସ୍ଥାନୀୟ ଯୋଗାଣ ବିଭାଗ ଅଧିକାରୀ ଶିବ ପ୍ରସାଦ ମହାନ୍ତି ଙ୍କୁ…
ଆନ୍ତର୍ଜାତିକ ସମବାୟ ବର୍ଷ 2025 ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା 28.4.2025: ଆନ୍ତର୍ଜାତିକ ସମବାୟ ବର୍ଷ 2025 ପାଳନ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନହଲ ଭବାନୀପାଟଣା ଠାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।…
ସରସ୍ଵତୀ ଶିଶୁ ମନ୍ଦିର ରେ ମଧୁବାବୁ ଙ୍କ ଜୟନ୍ତୀ ପାଳିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୮/୦୪/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୮ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟନ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
ବେଲଗୁଣ୍ଠାରେ ସ୍ୱାଭିମାନ୍ ଦିବସ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ବେଲଗୁଣ୍ଠା ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିର ପରିସରରେ ସ୍ୱାଭିମାନ ଦିବସ ପାଳିତ ହୋଇଯାଉଛି I ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି…
ଗୁଡରି ପଡ଼ି ଠାରେ ଉଦୟଗିରି ପାଷ୍ଟରେଟର 86 ତମ ବାର୍ଷିକ ମହାସଭା ଉଦଘାଟିତ
ଘୁ.ଉଦୟଗିରି ଖ୍ରୀଷ୍ଟିଆନ ଜନକଲ୍ୟାଣ ସମାଜ ପକ୍ଷରୁ ପଣା ବଣ୍ଟନ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଉଦୟଗିରି ପାଷ୍ରେଟ ସମ୍ମିଳନୀ ଫୁଲବାଣୀ ଧର୍ମଆଞ୍ଚଳ ଉତ୍ତର ଭାରତ ମଣ୍ଡଳୀ ପକ୍ଷରୁ ଆଜି ଠାରୁ 86 ତମ ବାର୍ଷିକ ମହାସଭା ଉଦଘାଟିତ ହୋଇଯାଇଛି l ଏହି ସଭା ତିନି ଦିନ (28/04/2025 ଠାରୁ…
ନାନ୍ଦୁପଲା ଠାରୁ ପଦ୍ମପୁର ରାସ୍ତା ଶୋଚନୀୟ
ଖପ୍ରାଖୋଲ (ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ପ୍ରଖ୍ୟାତ ଶୈବ ପୀଠ ହରିଶଙ୍କର କୁ ଯୋଗାଯୋଗ କରୁଥିବା ନାନ୍ଦୁପଲା ପଦ୍ମପୁର ଆର ଡି ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ରାସ୍ତା ର ଗୋଡି ପିଚୁ ଉଠି ଯାଇଛି ଯାହାଦ୍ୱାରା ରାସ୍ତା ରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଥିବା ର ଦେଖିବାକୁ…
ଧଣ୍ଡାମୁଣ୍ଡା ରେ ଉତ୍କଳ ଗୋୖରବ ମଧୁସୂଦନ ଦାସ ଜୟନ୍ତୀ ଉପଲକ୍ଷେ ସ୍ବାଭିମାନ ଦିବସ ପାଳିତ
ଖପ୍ରାଖୋଲ ୨୮|୪(ହେମସାଗର ସାହୁ):ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅଫିସ୍ ପରିସରରେ ଉତ୍କଳ ଗୋୖରବ ମଧୁସୂଦନ ଦାସ ଜୟନ୍ତୀ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର ଯୋଗଦେଇ ଥିବା ବେଳେ ମନୋଜ…
ଉଲୁଣ୍ଡା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :
ବିଭିନ୍ନ ୫୮ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଅତିରିକ୍ତ…
ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ତା. ୨୮-୦୪-୨୦୨୫ରିଖ ଦିନ ପଦ୍ମପୁର ବ୍ଲକ ସଦଭାବନା ସଭାଗୃହ ରେ ଜିଲ୍ଲାପାଳ, ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ…