ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସୋବରା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ,…

ଠିଆ ପାଲା ମାଧ୍ୟମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା।

   କିଛି ସ୍ବାଗତ କଲା ବେଳେ ଓଡ଼ିଆ ଅସ୍ମିତା ପାଲା ସଂସ୍କୃତିର ଅପମାନ ଆଉ କେହି କହିଲେଣି।                            କେନ୍ଦୁଝର,ତା୨୮/୪- ନିକଟରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକଙ୍କ ଜନ୍ମ ଦିନ ପାଳନ ତାଙ୍କର ଶୁଭେଚ୍ଛୁ ମାନେ ନିଜ ନିଜ ଢଙ୍ଗରେ ପାଳିଛନ୍ତି। ଉଲ୍ଲେଖଯୋଗ୍ୟ କି…

ସ୍ଲରି ପାଇପ୍ ଯୋଗେ ଲୁହାପଥର ପରିବହନକୁ ବିରୋଧ କରି ବନ୍ଦ କଲେ ଟ୍ରକ୍ ମାଲିକ ମାନେ।

ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ମୁଖ୍ୟମନ୍ତ୍ରୀ ଟ୍ରକ୍ ମାଲିକଙ୍କୁ ନ୍ୟାୟ ଦେବାକୁ ନିବେଦନ ।    କେନ୍ଦୁଝର,ତା୨୮/୪- କେନ୍ଦୁଝର ଜିଲ୍ଲାର ୬ ଟି ଟ୍ରକ୍ ମାଲିକ ସଂଘ ମିଶି ଏକ କୋର କମିଟି ଗଠନ କରି ଟ୍ରକ୍ ପରିବହନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ହେଲେ କିଛି…

ଖରାରେ ସ୍କୁଲ ଛୁଟିକୁ ଫୁ , କୋଚିଂ କ୍ଲାସରୁ ନାବାଳକ ଆସି ରାସ୍ତା କଡେ କାନ୍ଦିଲା।

କେନ୍ଦୁଝର,ତା୨୮/୪- ସରକାର ଘୋଷଣା କଲେ କି ପ୍ରଚଣ୍ଡ ରୌଦ୍ର ତାପ ଲାଗି ସ୍କୁଲ ଛୁଟି ହେଲା। ସରକାରୀ ଘୋଷଣା ପରେ କିଛି ସ୍କୁଲ ଦିନେ ଅଧେ ଗଡ଼େଇ ଛୁଟି କରିବାକୁ ବାଧ୍ୟ ହେଲେ। ହେଲେ କିଛି ସ୍କୁଲ ଏହି ମଉକାରେ ସମର କୋଚିଂ ନାମରେ ଦୁଇ ପଇସା ରୋଜଗାର କରିବାକୁ କ୍ଲାସ ପୁଣି ଆରମ୍ଭ କରିଛନ୍ତି।…

ମହିଳା ସ୍ନାତକ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସଫଳତା

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ନାତକ ୨୦୨୪-୨୫ ଶିକ୍ଷା ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ମହିଳା ସ୍ନାତକ ମହାବିଦ୍ୟାଳୟ ଗୃହବିଜ୍ଞାନ ବିଭାଗର ଦୁଇଜଣ ଛାତ୍ରୀ ସୁଶ୍ରୀ ସୋନାଲି କାର୍ଜୀ ଚତୁର୍ଥ ସ୍ଥାନ ପାଇଥିବା ବେଳେ ସୁଶ୍ରୀ ସୁନିତା…

କେଡେ ଅଵିଵେକୀ ବାବୁ : ଲୋକଙ୍କ ଜୀବନ ବଡ ହେଲାନି , ଜିଲ୍ଲାପାଳଙ୍କ ଶୁଣାଣି ବଡ

ଅଧିକାରୀଙ୍କ ଗାଡ଼ି ଧକ୍କାରେ ପ୍ରାଣ ଗଲା ,  ଶବ ପଡିଛି...ବାବୁ ଚାଲିଗଲେ ଆଉ ଗୋଟେ ଗାଡ଼ିରେ। ସାମାନ୍ୟତମ ମଣିଷପଣିଆ ନାହିଁ ଏସିଏସଓଙ୍କର , ପରିବାର ଲୋକ ଛାତି ପିଟି ପିଟି କାନ୍ଦୁଛନ୍ତି କେନ୍ଦୁଝର,ଦିଲ୍ଲୀପ ସାହୁ-ତା୨୮/୪- କେନ୍ଦୁଝର ଜିଲ୍ଲାରେ ଦୁର୍ଘଟଣା ଆଉ ଲୋକ ମରିବା…

ୟୁପିଏସସି ୨୦୨୪ ପରୀକ୍ଷାରେ କେନ୍ଦୁଝର ପୁଅ ଅନୁପ ନାୟକ ସଫଳ ହେଲେ।

କେନ୍ଦୁଝର,ତା୨୭/୪- ଚଳିତ ବର୍ଷ ୨୦୨୪ ବର୍ଷର ୟୁପିଏସସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ କେନ୍ଦୁଝର ମାଟିର ପୁଅ ଅନୁପ ନାୟକ ସଫଳ ହୋଇ ସିରିଏଲ୍ ନଂ ୨୧୨ ରାଙ୍କ ରଖି ସର୍ବ ଭାରତୀୟ ପ୍ରଶାସନିକ ସେବା ଲାଗି ମନୋନୀତ ହୋଇଛନ୍ତି। ତାଙ୍କର ଆଇଏଏସ ପାଇବା ସଫଳତା ନେଇ କେନ୍ଦୁଝର ଜିଲ୍ଲାରେ…

ଜନତା ମଇଦାନରେ ଚାଲିଥିବା କ୍ରେଡାଇ ଓଡ଼ିଶା ହୋମ୍ ଆଣ୍ଡ ଡେକୋର ଏକ୍ସପୋରେ ଗୃହ ଆଶାୟୀଙ୍କୁ ଆକର୍ଷିତ କରୁଛି

ରବିବାର ସନ୍ଧ୍ୟାରେ ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଚମତ୍କାର ପରିବେଷଣ ଭୁବନେଶ୍ୱର : କ୍ରେଡାଇ ଓଡ଼ିଶାର ହୋମ୍ ଆଣ୍ଡ ଡେକୋର ଏକ୍ସପୋ-୨୦୨୫ ରେ ରାଜ୍ୟର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗ ଦେଇ ସମର୍ଥନ ଜଣାଇଛନ୍ତି। ଏପ୍ରିଲ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରବିବାର…

‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ବାର୍ଷିକ ସମାରୋହ-୨୦୨୫

ଭୁବନେଶ୍ବର, ୨୭।୪ : ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ନବମ ବାର୍ଷିକ ସମାରୋହ ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ ପରିସରସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ରବିବାର ଅପରାହ୍ଣରେ ଅନୁଷ୍ଠିତ ହୋଇଯାଇଛି। ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାରଙ୍କ…

ବରିଷ୍ଠ ସାମ୍ବାଦିକ ଏସ୍ ଏ କଲିମଙ୍କୁ ଶ୍ରଦ୍ଧାଞ୍ଜଳି

ନୂତନ ପିଢ଼ିର ସାମ୍ବାଦିକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ଭୁବନେଶ୍ୱର, ୨୭/୦୪: ଦୈନିକ ସମ୍ବାଦପତ୍ର ସମ୍ବାଦ କଳିକାର ଦିବଙ୍ଗତ ବାର୍ତ୍ତା ସମ୍ପାଦକ, ବରିଷ୍ଠ ସାମ୍ବାଦିକ ଏସ୍ ଏ କଲିମ୍ ଜଣେ ଅନନ୍ୟ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ। ନୂତନ ପିଢ଼ିର ସାମ୍ବାଦିକଙ୍କ ପାଇଁ ସେ ପ୍ରେରଣାର ଉତ୍ସ…