ଦେବସ୍ନାନ ପୂର୍ଣ୍ଣିମା ଓ ଅଲାରନାଥ ଦର୍ଶନ ପାଇଁ ବୈଠକ ଅନୁଷ୍ଠିତ।

ପୁରୀ ୨୪/୫ ଚଳିତ ବର୍ଷ ର ଦେବସ୍ନାନ ପୂର୍ଣ୍ଣିମା ଜୁନ ୧୧ ତାରିଖରେ ଅନୁଷ୍ଠିତ ହେବ।ତାହାର ପରଦିନ ଠାରୁ ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଯିବ।ସ୍ନାନଯାତ୍ରା ଓ ଅଲାରନାଥ ଙ୍କ ଦର୍ଶନକୁ ଶାନ୍ତି ଶୃଙ୍ଖଳା ର ସହ ସମାପନ ପାଇଁ ଏକ ପ୍ରସ୍ତୁତି ବୈଠକ ସଦଭାବନା…

ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ସମ୍ମିଳନୀ ଅନୁଷ୍ଠିତ

ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ସମ୍ମିଳନୀ ସ୍ଥାନୀୟ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ ହଷ୍ଟେଲ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଟିରେ ପୁଷ୍ପ ମାଲ୍ୟାର୍ପଣ…

ରାଉରକେଲାରେ ଜିମ୍ନାଷ୍ଟିକ୍‌ କେନ୍ଦ୍ର ଚାଲିଛି କିପରି !!!!

ମୁଖ୍ୟ ପ୍ରଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ସହଯୋଗୀ ପ୍ରଶିକ୍ଷକଙ୍କ ନାମରେ ଠକେଇ ଅଭିଯୋଗ ରାଉରକେଲା/ଭୁବନେଶ୍ଵର: ନବୀନ ପଟ୍ଟନାୟକଙ୍କ ସମୟରେ ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ମିତ ହୋଇଥିଲା ୪ ଟି ଜିମ୍ନାଷ୍ଟିକ୍ ସେଣ୍ଟର୍। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ରେ ଜିମ୍ନାଷ୍ଟିକ୍ ଉଚ୍ଚ…

କୁରାଳ ଅଞ୍ଚଳ ବିଦ୍ୟୁତ୍ ଯୋଗାଣ ହେଲା ସ୍ବାଭାବିକ

ଓଡ଼ଗାଁ, ୨୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଷ୍ଟ୍ରକ୍ଚର ଠାରୁ କୁରାଳ ପାଇଁ ଯାଇଥିବା ଉଚ୍ଚ କ୍ଷମତା ସମ୍ପର୍ନ୍ନ ୩୩କେଭି ଲାଇନ୍ ଇନସୁଲେଟର ଶନିବାର ମଧ୍ୟାହ୍ନରେ ଫାଟି ଯାଇଥିବାରୁ କୁରାଳ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ବିଛିନ୍ନ ହୋଇଯାଇଥିଲା । ଆଜିର ପ୍ରତିକୂଳ ପାଗ…

୨୧ ନମ୍ବର ରାଜ୍ୟ ରାଜପଥ ରଙ୍ଗଣୀପାଟଣା ଛକରେ ଜମିଲା ବର୍ଷା ଜଳ, ଯାତାୟାତ ବାଧାପ୍ରାପ୍ତ

ଓଡ଼ଗାଁ ୨୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଓଡ଼ଗାଁ ଦେଇ ଭଞ୍ଜନଗର ଅଭିମୁଖେ ଯାଇଥିବା ରାଜ୍ୟ ରାଜପଥର ଓଡ଼ଗାଁ ନିକଟ ରଙ୍ଗଣୀପାଟଣା ଛକରେ ବର୍ଷା ଜଳ ଜମିଯିବା ଫଳରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି ।ରାସ୍ତା ପାର୍ଶ୍ବରେ ଅନେକ ଗୃହ ନିର୍ମାଣ ଚାଲିଥିବା ଯୋଗୁଁ ବର୍ଷା ଜଳ…

ଓଡ଼ଗାଁ ବନବିଭାଗ ହାତରେ ଧରାପଡିଲେ ୩ ଶିକାରୀ

୨ ବଣ୍ୟପ୍ରାଣୀଙ୍କ ସହିତ ଗୋଟିଏ ଦେଶୀ ବନ୍ଧୁକ, ଟାଙ୍ଗିଆ ଓ ୫ ଗୁଳି ଜବତ ଓଡ଼ଗାଁ,୨୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କର୍ମଚାରୀ ମାନେ ବାଣ୍ଠପୁର ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ୩ ଜଣ ଶିକାରୀଙ୍କୁ ଧରିବାକୁ ସକ୍ଷମ…

ସାମନା ପଟରୁ ଜଗି ଥିଲା ପୋଲିସ, ପଛ ପଟରୁ ଚୋରି ହୋଇଗଲା ଦୋକାନ

କୁଚିଣ୍ଡା, (ଲିପନ ନାଏକ )ବାମରା ବାମରା ବ୍ଲକ ସଦର ମହକୁମା ସ୍ଥିତ ବ୍ଲକ ଛକ ଅଞ୍ଚଳ ରେ ଏକ ଅଜବ ଘଟଣା ଟି ଘାଟି ଯାଇଛି। ଏକ ତେଜରାତି ଦୋକାନ ସାମନା ପଟରେ ପୋଲିସ ଜଗି ରହିଥିବା ବେଳେ ପଛ ପଟରୁ ଦୋକାନ ଆଜବେଷ୍ଟସ ଭାଙ୍ଗି କେହି ଦୁର୍ବୃତ୍ତ ବିଭିନ୍ନ ସାମଗ୍ରୀ ଚୋରି କରି ନେଇ ଥିବା ଅଭିଯୋଗ…

ବାମନ ମେଢ ଉନ୍ମୋଚିତ

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--ବେଲଗୁଣ୍ଠା ସହରରେ ଚାଲିଥିବା ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ଶାସଧ ସାହିରେ ମହାପ୍ରଭୁଙ୍କ ବାମନ ଅବତାର ମେଢ ବରିଷ୍ଠ ସଙ୍ଗଠକ ତଥା ପୁର୍ବତନ କାଉନସିଲର ଲିଙ୍ଗରାଜ ପାତ୍ରଙ୍କ ଦ୍ୱାରା ଅନାବରଣ ହୋଇଯାଇଛି । ସମ୍ମାନୀତ ଅତିଥି ଭାବେ ମନୋଜ କୁମାର ପାତ୍ର ଓ…

ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ଗସ୍ତ

ବିଶ୍ୱକୁ ଜଣାଇବେ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଭୁବନେଶ୍ୱର: ୨୪/୦୫:- ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ଓ ଅପରେସନ ସିନ୍ଦୁରର ସଫଳତା ସମ୍ପର୍କରେ ବିଶ୍ଵ ସମୁଦାୟକୁ ଅବଗତ କରାଇବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ…

ବୁଢ଼ୀବାହାଲ ଠାରେ ସଡ଼କ ଦୁର୍ଘଟଣା:ବାଇକ ଭାରସାମ୍ୟ ହରାଇ ପଡିଲେ ବାଇକ ଆରୋହୀ

ଖପ୍ରାଖୋଲ ୨୪/୫(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆ ପାଳି ପଂଚାୟତ ବୁଢ଼ୀବାହାଲ ଗାଁ ବୁଲାଣି ଠାରେ ଜଣେ ବାଇକ ଆରୋହୀ ଦ୍ରୁତ ଗତି ରେ ଆସୁଥିବା ଵେଳେ ବାଇକ ଭାରସାମ୍ୟ ହରାଇ ଛିଟିକି ପଡ଼ିଥିବା ଵେଳେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି I ଆହତ ବାଇକ…