Sign in
Sign in
Recover your password.
A password will be e-mailed to you.
ଆକ୍ରମଣକାରୀକୁ ୩ବର୍ଷ ସଶ୍ରମ କାରାଦଣ୍ଡ
ଓଡ଼ଗାଁ,୨୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ଶୁକ୍ରବାର ଏକ ଫୌଜଦାରୀ ମାମଲାର ବିଚାରକରି ସହକାରୀ ଦୌରା ଜର୍ଜ ଜନ୍ମେଜୟ ଦାସ ଆସାମୀ ଲକ୍ଷ୍ମୀଧର ଭୋଳକୁ ୩୨୪ ଆଇସିସି ଧାରା ଅନୁଯାୟୀ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନାଯୋଗ୍ୟ ଯେ ଅଭିଯୁକ୍ତ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି କ୍ରେଡେଲ ବେବି ପଏଣ୍ଟ ରୁ ଶିଶୁ ପୁତ୍ର ଉଦ୍ଧାର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ରେଡେଲ ବେବି ପଏଣ୍ଟରୁ ଏକ ପୁତ୍ର ଶିଶୁ ଉଦ୍ଧାର କରାଯାଇଛି। ସୂଚନା ପ୍ରକାରେ ଆଜି ଦିବା ପ୍ରାୟ ୧୧ ଘଣ୍ଟିକା ସମୟରେ ୧ ବର୍ଷରୁ ଉର୍ଦ୍ଧ ଶିଶୁ ପୁତ୍ରକୁ କେହି ଅଜଣା ବ୍ୟକ୍ତି ପରିତ୍ୟକ୍ତ…
ଫାଶୀମାଲ ରେ ବାଲି ମାଫିଆ ସକ୍ରିୟ, ନଦୀରୁ ଚୋରି ହେଉଛି ବାଲି
ଡବଲ ଇଂଜିନ ସରକାର ଙ୍କ ଡବଲ କ୍ଷତି କରୁଛନ୍ତି ବାଲି ମାଫିଆ
ଜମନକିରା ୨୩।୫(ଲିପନ ନାଏକ): ବାଲି ଚୋରା ଚାଲାଣ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି। ସରକାରି ନିୟମ ଅନୁଯାଇ ବାଲି, ମାଟି, ଗୋଡ଼ି, ପଥର ଭଳି ଖଣିଜ ପଦାର୍ଥ ଗୁଡିକ ମାଇନିଙ୍ଗ ଅଧୀନରେ ରହିଛି। ପୂର୍ବରୁ ଏହି…
ବୃତ୍ତିଗତ ବ୍ୟାଙ୍କିଙ୍ଗ ଏବଂ ବୀମା ସଶକ୍ତିକରଣ ସମ୍ପର୍କୀୟ ବିକାଶ କାର୍ଯ୍ୟକ୍ରମ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟର ସ୍କୁଲ୍ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ବୃତ୍ତିଗତ ବ୍ୟାଙ୍କିଙ୍ଗ ଏବଂ ବୀମା ସଶକ୍ତିକରଣ ଆଧାରିତ ପରିଚାଳନା ବିକାଶ କାର୍ଯ୍ୟକ୍ରମ" ରଣନୈତିକ ବିକ୍ରୟ ଦକ୍ଷତା " ସମ୍ପର୍କୀୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ…
ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ
ନୂଆପଡ଼ ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡ଼ା ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଳା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ…
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୩/୦୫/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା ଠାରେ ଚାଲିଥିବା ନୂତନ ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।କାର୍ଯ୍ୟର ଅଗ୍ରଗତି ସହ ବିଦ୍ୟାଳୟ ର ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ସମ୍ପର୍କରେ ତଦାରଖ କରିଥିଲେ।…
ପ୍ରଶାସନ ଦ୍ବାରା ‘ ଗାଁ ଆମ୍ବ ପସରା ‘ ର ଶୁଭାରମ୍ଭ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଆମ୍ବ ବିକ୍ରୟକୁ ପ୍ରୋତ୍ସାହନ ଯୋଗାଇବା ତଥା ମହିଳା ଚାଷୀ ମାନଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ଆଜି "ଗାଁ ଆମ୍ବ ପସରା" ବା "ମେଙ୍ଗୋ ଅନ୍ ହ୍ୱିଲ୍ସ" କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଆଜି ବିକାଶ ଭବନ ପରିସରରୁ…
ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପଦୋନ୍ନତି ନିମନ୍ତେ ଓଟିଇଟି ପ୍ରତ୍ୟାହାର ପାଇଁ ଦାବିପତ୍ର
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ବ୍ଲକ ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି ପାଇଁ ଓ.ଟି.ଇ.ଟି ଭଳି କୁତ୍ସିତ ବ୍ୟବସ୍ଥା କୁ ପ୍ରତ୍ୟାହାର କରିବା ପାଇଁ ଆଜି ମେ ମାସ ୨୩ ତାରିଖ ଶୁକ୍ରବାର ୨୦୨୫ ଦିନ ଭଞ୍ଜନଗର ଗୋଷ୍ଠି ଶିକ୍ଷାଧିକାରିଣୀ ଶ୍ରୀମତୀ…
ରାତାରାତି ବିତ୍ତଶାଳି ହେବାର ନିଶା କୁ ,ଭଣ୍ଡୁର୍ କଲା ଭଞ୍ଜନଗର ପୋଲିସ୍
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗୋଟିଏ ପକ୍ଷରେ ବେକାରି ସମସ୍ୟା ବଢୁଛି ତ ଅନ୍ୟ ପକ୍ଷରେ ବରାବର୍ ଅପରାଧ ମଧ୍ୟ ବଢୁଛି। ଏହିଭଳି ପରିସ୍ଥିତିରେ କିଛି ଯୁବ ଜନସାଧାରଣ ରାତାରାତି ରୋଜଗାର କ୍ଷାମ ହୋଇ ବିତଶାଳି ହେବାର ସ୍ଵପ୍ନ ସାକାର କରିବାକୁ ପଛାଉ ନାହାଁନ୍ତି। ସେଥିନିମିତ୍ତ ବେନିୟମ ଭାବେ…
ଗଙ୍ଗାଧର ଟାଉନ ହଲ୍ ଓ ଅଡିଟୋରିୟମ୍ ନିର୍ମାଣ କେବେ ସରିବ
ବରଗଡ ଜ଼ିଲ୍ଲା ବରପାଲିଠାରେ ଗଙ୍ଗାଧର ଟାଉନ ହଲ୍ ଓ ଅଡିଟୋରିୟମ୍ର ନିର୍ମାଣ ପାଇଁ ପୃଥକ ପୃଥକ ଭାବରେ ୨ଟି ସ୍ଥାନରେ ଗୋଟିଏ ପ୍ରକଳ୍ପକୁ ଉଦ୍ଘାଟନ କରାଯାଇଥିଲା। ବରପାଲି ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇଥିବା ହେତୁ ଏହାର ଉନ୍ନତୀକରଣ ପାଇଁ ଟାଉନ ହଲ ସହ ଅଡିଟୋରିୟମ ଲାଗି ୨୦୧୮ ମସିହା…