Sign in
Sign in
Recover your password.
A password will be e-mailed to you.
ସୁଦର୍ଶନଙ୍କ ବାଲୁକା କଳାରେ ହରଘର ତିରଙ୍ଗା ସନ୍ଦେଶ
ପୁରୀ, ୧୦/୮: ଆସନ୍ତା ଶନିବାର ଭାରତ ପାଳିବ ସ୍ବାଧିନତା ଦିବସ। ଏହି ପରିପ୍ରେକ୍ଷୀରେ 'ହର ଘର ତିରଙ୍ଗା' ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀର ସ୍ୱର୍ଣ୍ଣ ବେଳାଭୂମିରେ ଏକ ପ୍ରଭାବଶାଳୀ ବାଲୁକା ମୂର୍ତ୍ତି…
ସାର୍ବଜନୀନ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ସହରରେ ଅନୁଷ୍ଠିତ ହେଉଥିବା ସାର୍ବଜନୀନ ଦୁର୍ଗାପୂଜା କମିଟି ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ…
ସଂଗୀତ ନିର୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ ଙ୍କୁ ନୂଆଦିଲ୍ଲୀ ବିଶ୍ୱ ରସାଵଳୀ ଦିବସ ରେ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ର କଳାକାର ତଥା ସଂଗୀତ ନିର୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ ଙ୍କୁ ଅଦ୍ୟ ୦୯ ଅଗଷ୍ଟ ୨୦୨୫ ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ହଜଖସ ଜଗନ୍ନାଥ ମନ୍ଦିର ଠାରେ ଶ୍ରୀ ସାଇ କଲଚରାଲ ସୋସାଇଟି ତରଫରୁ ପବିତ୍ର…
ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ
ଜିଲ୍ଲାସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା। ତିରଂଗା ଶୋଭାଯାତ୍ରା ରେ ଯୋଗଦାନ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା 10.8.2025 : ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ…
ରାକ୍ଷୀ ପୁର୍ଣିମା ଅବସରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ବଣ୍ଟନ କାର୍ଯ୍ୟକ୍ରମ l
ରାୟଗଡ଼ - ଆଜି ପବିତ୍ର ରକ୍ଷାବନ୍ଧନ ଶୁଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜୟପୁରରୁ ଆଭାଶି ମାଧ୍ୟମରେ ରାଜ୍ୟର ଏକ କୋଟି ମହିଳା ମାନଙ୍କୁ ସୁଭଦ୍ରl ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି l ରାୟଗଡ଼ର ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ…
କଫ ସିରଫ ଜବତ, ଯୁବକକୁ କୋର୍ଟ ଚାଲାଣ |
-ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ପୋଲିସ ରବିବାର ୧୩ ବୋତଲ କଫ ସିରଫ ଜବତ ସହ ଜଣେ ଯୁବକ କୁ କୋର୍ଟ ଚାଲାଣ କରିଛି |ପୋଲିସ ସୁତ୍ରରୁ ପ୍ରକାଶ ଯେ ରବିବାର ଦିନ ୧ ଟା ସମୟରେ ମାଝୀମୁଣ୍ଡା ରାସ୍ତାର ଜଡ଼ାମୁଣ୍ଡା ବନ୍ଦ ନିକଟରେ ଏକ…
ଦୁଇ ବାଇକ ମୁହାଁ ମୁଁହି ଧକ୍କା ଜଣେ ମୃତ୍ ଦୁଇ ଗୁରୁତ୍ତର
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ସ୍କୁଲ ନିକଟରେ ଦୁଇ ବାଇକ ମୁହାଁ ମୁଁହି ଧକ୍କା ଜଣେ ମୃତ୍ୟୁ ଦୁଇ ଗୁରୁତର।ମୣତକ ଜଣକ ହେଲେ ସଲେଭଟା ଗ୍ରାମର କାଲିଚରଣ ନାଗ ବୋଲି ଜଣା ପଡିଛି। ସୂଚନା ମୋତେ କୁସାମଲ ଗ୍ରାମାର ଦୁଇ…
କୁଲି ମେହେର ସମାଜ ପକ୍ଷରୁ ଆଦିବାସୀ ଦିବସ ପାଳନ
ବରଗଡ: ବରଗଡ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ କୁସନପୁରୀ ଠାରେ ନିଖିଳ ଉତ୍କଳ ମେହେର ସମାଜ ପକ୍ଷରୁ ଆଦିବାସୀ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ତିଲାରାମ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସଭାପତି ମଧୁସୂଦନ ମେହେର, ଉପ ସଭାପତି ରୋହିତ…
ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ପାଳନ କଲା ବିଶ୍ୱ ଆଦିବାସୀ ଦିବସ।
କେନ୍ଦୁଝର,ତା୯/୮- ଆଜି ଥିଲା ବିଶ୍ଵ ଆଦିବାସୀ ଦିବସ ଜନଜାତିଙ୍କ ଉନ୍ନତି ଲାଗି ଚିନ୍ତା କରିବାର ଏକ ବିଶେଷ ଦିନ। ସ୍ଥାନୀୟ ବଡ଼ହଳସ୍ଥିତ ଭୂୟାଁ ସାଂସ୍କୃତିକ ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବୟୋଜ୍ୟଷ୍ଠ ଜନଜାତି ଆଦର୍ଶ ବ୍ୟକ୍ତିତ୍ୱ ଜନାର୍ଦ୍ଦନ ନାୟକଙ୍କ…
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ।
କେନ୍ଦୁଝର,ତା୯/୮- ରକ୍ଷା ବନ୍ଧନ ଓଡ଼ିଶାର ଏକ ପ୍ରମୁଖ ଗଣପର୍ବ ଏହାକୁ ଆଜି କେନ୍ଦୁଝର ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଖୁବ ଆଡମ୍ବର ସହକାରେ ପାଳନ କରାଯାଇଛି। ଆଜି କେନ୍ଦୁଝର ଗସ୍ତରେ ଆସିଥିବା ରାଜ୍ୟ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ…