Sign in
Sign in
Recover your password.
A password will be e-mailed to you.
ମାଲକାନଗିରିରେ ବିଜୁଳି ଯୋଗାଣକୁ ଅଧିକ ବିଶ୍ୱସନୀୟ କରୁଛି ଟିପିଏସ୍ଓଡିଏଲ୍
- ଏମଭି-୭, ପରଜାଗୁଡା ଓ ସଦାଶିବପୁର ଗାଁରେ ନୂଆ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ସ୍ଥାପନ
- ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ଉନ୍ନତିକରଣକୁ ଗୁରୁତ୍ୱ
- ଘରୋଇ ଉପଭୋକ୍ତା ଓ କ୍ଷୁଦ୍ର ଉଦ୍ୟୋଗକୁ ମିଳୁଛି ଗୁଣାତ୍ମକ ବିଜୁଳି ସେବା
- ଗ୍ରାମୀଣ ବିଦ୍ୟୁତୀକରଣ…
ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରଦାନ: ନବରଙ୍ଗପୁର ଜିଲ୍ଲାର ହିତାଧିକାରୀ ଲାଇଭ ଷ୍ଟ୍ରିମିଙ୍ଗ ରେ ଯୋଡ଼ି ହେଲେ।
ନବରଙ୍ଗପୁର ତା ୯.୮.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,କୋରାପୁଟ ଜିଲ୍ଲା ଜୟପୁର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ପବିତ୍ର ରାକ୍ଷୀ ପୂର୍ଣିମା ଅବସରରେ ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରାୟ ୧ କୋଟି ହିତାଧିକାରୀଙ୍କୁ ପ୍ରତ୍ୟେକ ୫୦୦୦ ଟଙ୍କା ହସ୍ତାନ୍ତର…
ବିଜେପୁରରେ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜନ୍ମଜୟନ୍ତୀ ପାଳନ, ବିଧାୟକ ସନତ କୁମାର ଗଡତିଆ କଲେ ମାଲ୍ୟାର୍ପଣ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ମଧ୍ୟପଡା ସ୍ଥିତ ‘ଗଙ୍ଗାଧର ଛକ’ରେ ଆଜି କବି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜନ୍ମଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ୯ ଅଗଷ୍ଟ ୧୮୬୨ ମସିହାରେ ବରପାଲି କବିପଡାରେ ଜନ୍ମ ନେଇଥିବା କବି ଗଙ୍ଗାଧରଙ୍କ ସ୍ମୃତିକୁ ଉଜାଗର କରିବା ପାଇଁ ପ୍ରତିବର୍ଷ ଏହି…
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ଗଜପତି ଷ୍ଟାଡିୟମ ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ର ତୃତୀୟ କିସ୍ତି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟ ଅଧ୍ୟକ୍ଷାତାରେ ଅନୁଷ୍ଠିତ…
ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ ରେ ଗୁଣପୁର ରେ ଆଦିବାସୀ ମେଳି
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ ଅଗଷ୍ଟ 09 ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଗୁଣପୁର ନୁଆ ବସ ଷ୍ଟାଣ୍ଡ ଠାରୁ ଆଦିବାସୀ ସଂଘର୍ଷ ମୋର୍ଚା ତରଫରୁ ଆଦିବାସୀ ମାନଙ୍କ ପାରମ୍ପରିକ ବାଜା, ନାଚ, ଗୀତ, ସହ ବିଶାଳ ଆଦିବାସୀ ଶୋଭାଯାତ୍ରା ରେ ଗୁଣପୁର ପ୍ରକମ୍ପିତ ହୋଇଥିଲା ଏହା…
ଚର୍ଦ୍ଦାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଙ୍ଗା ଧର ଜୟନ୍ତୀ ପାଳିତ।
ପଦ୍ମପୁର :- ଚର୍ଦ୍ଦାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦୈତାରି ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ପ୍ରଧାନ ଶିକ୍ଷକ ଓ ଅତିଥି ମାନଙ୍କ ଦ୍ଵାରା ଗଙ୍ଗାଧର ମେହେର ଙ୍କ ଫୋଟୋ ଚିତ୍ରରେ ମାଲ୍ୟର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ ହୋଇ ଥିଲା। ମନୋଜ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରତ ନର୍ସଙ୍କ ଗହଣରେ ରକ୍ଷାବନ୍ଧନ ପାଳନ କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରତ ନର୍ସଙ୍କ ଗହଣରେ ରକ୍ଷାବନ୍ଧନ ପାଳନ କଲେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ। ଯାହାକୁ ନେଇ ଚିକିତ୍ସାଳୟର ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।…
ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତଓ ନିଶା ନିବାରଣ ବ୍ରତ ପାଳନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ପବିତ୍ର ଗହ୍ମା ପୂର୍ଣ୍ଣମୀ ଅବସରରେ ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରଦ୍ଧାନନ୍ଦ ସରସ୍ଵତୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ,ଗୋ - ପୂଜନ,…
୨୦୦ଜବାନ ଙ୍କ ଜୀବନ ବଞ୍ଚାଇ ସହିଦ ହେଲେ ଅସ୍ତରଙ୍ଗ ବୀର ମାଟି ର ଯବାନ ସ୍ୱରାଜ୍ୟ
ଅସ୍ତରଙ୍ଗ ୯/୮:ପବିତ୍ର ରକ୍ଷା ବନ୍ଧନ ଅବସରରେ ଅସ୍ତରଙ୍ଗ ମାଟି ରେ ଶୁଭୁଛି କାନ୍ଦ ବୋବାଳି ଓ ଶୋକାକୁଳ ପରିବେଶ ସହ ଭିତରେ ଶୁଭୁଚି ତୋପ ସଲାମୀ ର ଶବ୍ଦ। ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ସୁନ୍ଦର ଗ୍ରାମ ରୁ ଭାସି ଆସୁଛି ଏହି ଶବ୍ଦ। ଏହି ଶବ୍ଦ ରେ ଲୁଚିଛି ଜଣେ ବୀର ଯୋଦ୍ଧା ର ଅନ୍ତିମ…
ଜୁଆ ଆଡ୍ଡା ଉପରେ ବେଲଗୁଣ୍ଠା ପୋଲିସ୍ ର ଚଢ଼ାଉ ; ନଗଦ ଟଙ୍କା,ମୋବାଇଲ୍, ମୋଟରସାଇକେଲ୍ ଜବତ ; ଛଅ ଜୁଆଡି ଗିରଫ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଶୁକ୍ରବାର ରାତିରେ ବେଲଗୁଣ୍ଠା ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ଛଅ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ଟଙ୍କା, ମୋବାଇଲ୍,ମୋଟରସାଇକେଲ୍ ଏବଂ ତାସ୍ ଜବତ କରିଛି I ସୂଚନା ପ୍ରକାରେ…