Browsing Category

ଅଘଟଣ

କଫସିରଫ ବିକ୍ରେତା ସହ ନିଶା ଔଷଧ ଜବତ ।

ପଦ୍ମପୁର(ଶାସକପ୍ରଶାସକ)- ସ୍ଥାନୀୟ ହନୁମାନ ପତାରେ ବେଆଇନ ବିକ୍ରୟ ହେଉଥିବା କଫ୍‌ ସିରପ୍ ଓ ନିଶା ବଟିକାକୁ ପୁଲିସ୍ ଜବତ କରିଛି। ପୁଲିସ୍ ଏଥିରେ ସଂପୃକ୍ତ ଥିବା ଉକ୍ତ ପଡ଼ାର ସଫରାଜ ଖାନ (ଟିଙ୍କୁ)କୁ ଗିରଫ କରିଛି । କିଛି ଦିନ ହେଲା ଟିଙ୍କୁ ନିଶା ପାଇଁ ବ୍ୟବହୃତ କରପ୍ ଓ ନିଶା ବଟିକା…

ଟ୍ରେନ ଧକ୍କାରେ ବାପ ଝିଅଙ୍କ ମୃତ୍ୟୁ

କଳୁଙ୍ଗା ରେଳ ଫାଟକ ନିକଟରେ ସ୍କୁଟି ରେ ପାର ହେଉଥିବା ବେଳେ ଟ୍ରେନ ମାଡିଗଲା। ରାଉରକେଲା,(ବସନ୍ତ କୁମାର ଜେନା): ସାମାନ୍ୟ ଭୁଲ ଏବଂ ଅସାବଧାନତା ଯୋଗୁଁ ଅକାଳରେ ଚାଲିଗଲା ବାପ , ଝିଅ ଦୁଇଜଣଙ୍କ ଅମୂଲ୍ୟ ଜୀବନ। ଏହି ଘଟଣା ଘଟିଛି ରାଉରକେଲା ନିକଟ କଳୁଙ୍ଗା ରେଳ ଫାଟକ ନିକଟରେ। ଟ୍ରେନ…

ଟିକିରି ଠାରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତି ମୃତ ,କ୍ଷତିପୁରଣ ଦାବିରେ ପରିବାର ଲୋକଙ୍କ ରାସ୍ତାରକ

କାଶୀପୁରରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଟୋଟାଗୁଡା ଛକ ନିକଟରେ ଗତକାଲି ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ କୁ ଧକ୍କା ଦେଇଥିଲା ଯାତ୍ରୀବାହି ଓଟ ଜଣେ ଗୁରୁତର ଆହତଙ୍କୁ ପ୍ରଥମେ ଓଷାପଡା ଉତ୍କଳ ଆଲୁମିନା ହସ୍ପିଟାଲ ଓ ପରେ ରାୟଗଡା ଜିଲ୍ଳା…

ଗୋଡିମାଗୁରା ଚାରି ଛକରେ ବୋଲେରୋ-ବାଇକ ଦୁର୍ଘଟଣା

ଯାଜପୁର ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ବୁଧବାର ଦିନ ଚାରିଟା ହେବ ଏକ ଦୁର୍ଘଟଣା ଘଟିଛି | କୋହ୍ଲାସିଙ୍ଗି ପଟୁ ଏକ ବୋଲେରୋ ନମ୍ବର OD05 AS 8083 ଦ୍ରୁତ ଗତିରେ ଯାଉ ଥିବା ବେଳେ ସିହା ପଟୁ ଆସୁଥିବା ବାଇକ୍ କୁ ଗୋଡି ମାଗୁରା ଚାରି ଛକ ଠାରେ ଧକ୍କା ଦେଇଥିଲା | ବାଇକ ଆରୋହି ଶାଳପଡା…

ମଇତାପୁର ଦେଶ ମେଲଣକୁ ନେଇ ପୋଲିସ ଜନତା ମୁହାଁ ମୁଁହି

ସିମୁଳିଆ (ଅକ୍ଷୟ କୁମାର ଜେନା):ଵହୁ ପ୍ରସିଦ୍ଧ ମଇତାପୁର ମେଲଣ ଉଭୟ ରାଜନୈତିକ ଦଳକୁ ନେଇ ବିଭାଜିତ। ଏଵଂ ଭଗବାନଙ୍କ ମେଲଣକୁ ନେଇ ଭାଇ ଚାରା ତ ଦୁର ର କଥା ଏଠାରେ ରକ୍ତପାତ ହେଉ ଥିବାର ଦେଖା ଯାଉଛି। ଗୋଟେ ପଟେ ଦେବୋତ୍ତର ବିଭାଗ କିଛି ଠାକୁର ବାଡ଼ିଆଙ୍କୁ ନେଇ ମେଲଣ ପଡିଆ ରେ ମେଲଣ କରୁଥିବା…

ବିଜେପିରୁ ବିଦା ହେଲେ ଅଢେଇ ଡଜନ ସ୍ଥାନୀୟ ନେତା

ଭୁବନେଶ୍ୱର : ଜିଲ୍ଲା ସଭାପତିଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ କଟକ ଜିଲ୍ଲା ଚୈାଦ୍ୱାର ମ୍ୟୁନିସିପାଲିଟିର ଦିପକ ସାମନ୍ତରାୟ, ଯାଜପୁର ଜିଲ୍ଲା ବ୍ୟାସନଗର ମ୍ୟୁନିସିପାଲିଟିର ପ୍ରସନ୍ନ କୁମାର…

ବାବୁଜଙ୍ଗରେ ରାଜନୈତିକ ହିଂସା ; ବିରୋଧୀଙ୍କ ଆକ୍ରମଣରେ ୨ଯୁବକ ଗୁରୁତର

ନିଶ୍ଚିନ୍ତକୋଇଲି- ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଗ ଗ୍ରାମପ।ୟତ ରେ ରାଜନୈତିକ ହିଂସା ସୃଷ୍ଟି ହେବାର ୪ଦିନ ହେବାକୁ ବସିଲାଣି। ଏ ସମ୍ପର୍କରେ ୧୯ତାରିଖ ଠାରୁ କିଶୋରନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। କିଶୋରନଗର ଥାନା ତରଫରୁ କେବଳ କେସ ରୁଜୁ କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଆଖି ଦୃଷ୍ଟିଆ…

କ୍ୟାମେରାମ୍ୟାନ ମାନସ ମର୍ଡର ମିଷ୍ଟ୍ରି : ସମ୍ପୃକ୍ତି ଅଭିଯୋଗରେ ଗିରଫ ହେଲେ ଆଇଆଣ୍ଡପିଆର ପୂର୍ବତନ ବୈଷୟିକ…

ଭୁବନେଶ୍ୱର : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କ୍ୟାମେରାମ୍ୟାନ ମାନସ ମର୍ଡର ମିଷ୍ଟ୍ରିରେ ଆସିଛି ନୂଆ ଟ୍ଵିଷ୍ଟ | ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ଆଜି ଗିରଫ କରିଛି   ଆଇଆଣ୍ଡପିଆର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠିଙ୍କୁ | ସୁଚନଯୋଗ୍ୟ  ଯେ ଏହି ହତ୍ୟାକାଣ୍ଡ…

ଅସ୍ତ୍ରୋପଚାରରେ ଅବହେଳା : ମହିଳାଙ୍କ ପେଟରୁ ବାହାରିଲା ମେଞ୍ଚେ ଗଜ ତୁଳା

କାଶୀପୁର ରୁ ବୈକୁଣ୍ଠ ଦୁରିଆ :କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକର ଅନ୍ତର୍ଗତ ବିରିଗୁଡ଼ା ଗ୍ରାମର କାଞ୍ଚନ ହାଲୁଆ ସ୍ବାମୀ ଚେତନ ହାଲୁଆ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ(୦୩-୧୦-୨୦୨୧) ତାରିଖ ପ୍ରସୂତି ବିଭାଗରେ ଅସ୍ତ୍ରୋପଚାର କରି ନବଜାତ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ସେହି ଦିନ…

ଅଗ୍ନିକାଣ୍ଡରେ ୨ବଖରା ଘର ପୋଡ଼ି ପାଉଁଶ

ଭଞ୍ଜନଗର: . ମୁଦୁଲିପଲି ପଞ୍ଚାୟତର ଭାଳିଆଖାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ବାପୁନି ବିଷୋୟୀ ଙ୍କ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ବିଦ୍ୟୁତ ସଟ ସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ଏହା ହୋଇଥିବା ଅନୁମାନ କରାଯାଉଛି।ଘରେ ଥିବା ସମସ୍ତ…