ଦୁଇ ବାଇକ ମୁହାଁ ମୁଁହି ଧକ୍କା ଜଣେ ମୃତ୍ ଦୁଇ ଗୁରୁତ୍ତର

4

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ସ୍କୁଲ ନିକଟରେ ଦୁଇ ବାଇକ ମୁହାଁ ମୁଁହି ଧକ୍କା ଜଣେ ମୃତ୍ୟୁ ଦୁଇ ଗୁରୁତର।ମୣତକ ଜଣକ ହେଲେ ସଲେଭଟା ଗ୍ରାମର କାଲିଚରଣ ନାଗ ବୋଲି ଜଣା ପଡିଛି। ସୂଚନା ମୋତେ କୁସାମଲ ଗ୍ରାମାର ଦୁଇ ଭାଇ ଅଜିତ ଘିଵିଲା (୨୮),ଓ ସୁଜିତ ଘିବିଲା ରଜମିସ୍ତ୍ରୀ ଭାରରେ କାମକରନ୍ତି କାମ ସାରି ବାଇକ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଚେରୁପାଲି ସ୍କୁଲ ଠାରେ ସାଲେଭଟା ଗ୍ରାମର କାଳିଚରଣ ନାଗ ରେଲିଓ କର୍ମଚାରୀ ଅଟନ୍ତି ସେ ନିଜ କାମ ସାରି ଏକ ବାଇକ ଯୋଗେ ନିଜ ଘର ସାଲେଭଟାକୁ ଫେରୁଥିବା ବେଳେ ଚେରୁପାଲି ସ୍କୁଲ ନିକଟରେ ଉଭଜ ଙ୍କ ମଧ୍ୟରେ ମୁହାଁ ମୁହଁ ଧକ୍କା ହୋଇଥିଲା। ଉଭଜ ତିନି ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତିନି ଜଣ ଙ୍କୁ ପ୍ରାଥମିକ ଚିକିତ୍ସା କଲା ପରେ ରେଲିଓ କର୍ମଚାରୀ କାଳିଚରଣ କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ସୁଜିତ ଘିବିଲା ଭାଇ ଅଜିତ ଘିବିଲା ଙ୍କୁ ଗୁରୁତର ଥିବାରୁ ବୁର୍ଲା ଭୀମସାର ଡାକ୍ତର ଖାନାକୁ ପଠେଇ ଦିଆଯାଇଛି। ଘଟଣାର ଖବର ପାଇ ସଙ୍ଗେ ସଙ୍ଗେ ଡୁଙ୍ଗୁରିପାଲି ଥାନା ଅଥିକାରୀ ରୋଜାଲିନ ପଟେଲ ଘଟଣା ସ୍ଥଳ କୁ ପହଞ୍ଚି ଉଭଜ ଗାଡି ଓ ଶବ କୁ ଜବତ କରିଵା ସହ ଅଧିକ ତଦନ୍ତ ଜାରିରଖିଛନ୍ତି।

Leave A Reply

Your email address will not be published.