ସାମ୍ବାଦିକ ଙ୍କ ଉପରେ ଆକ୍ରମଣ ନିନ୍ଦନୀୟ, ଦୋଷୀ କୁ ତୁରନ୍ତ ଗିରଫ ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି I

▪️ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆରକ୍ଷୀ ମହାନିରୀକ୍ଷକଙ୍କ ଜରିଆରେ ୧୧ ଦଫା ଦାବି ପତ୍ର ପ୍ରଦାନ I ▪️ସାମ୍ବାଦିକ ଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟ ହେଉ I ▪️ସାମ୍ବାଦିକଙ୍କ ସୁରକ୍ଷା ସୂନିଶ୍ଚିତ କରନ୍ତୁ ସରକାର I ▪️ବଲାଙ୍ଗୀର ଘଟଣା ସାମ୍ବାଦିକତା କୁ…

୧୧ ବିଶ୍ୱବିଦ୍ୟାଳୟରେ ତୁରନ୍ତ କୁଳପତି ଓ କୁଳସଚିବ ନିଯୁକ୍ତି ନ ଦେଲେ ଛାତ୍ରଆନ୍ଦୋଳନ ହେବ : ମନୋଜ ବିଶ୍ୱାଳ

ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି-୨୦୨୦କୁ ନେଇ ବିଜେପି ସରକାର ଡେଙ୍ଗୁରାପିଟୁଥିବାବେଳେ ଓଡ଼ିଶାର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟଳର ଦୂରାବସ୍ଥା କହିଲେ କଥା କହିଲେ ନ ସରେ ବୋଲି ପ୍ରଦେଶ କଂଗ୍ରେସର ପୂର୍ବତନ ସାଧାରଣ…

ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଗ୍ରାମାଂଚଳର ଚାଷୀମାନଙ୍କ ସହିତ ବିଶ୍ୱ ମହୁମାଛି ଦିବସ ପାଳନ କରିଛି

କମ୍ପାନୀ ଏହାର ବେଦମୃତ ମହୁ କ୍ଲଷ୍ଟର ବିକାଶ ପ୍ରକଳ୍ପ ମାଧ୍ୟମରେ ସ୍ଥାୟୀ ମହୁମାଛି ପାଳନକୁ ପ୍ରୋତ୍ସାହିତ କରୁଛି ଝାରସୁଗୁଡ଼ା, ୨୪ ମଇ, ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ଲାଇକେରାରେ ଏକ ସ୍ପନ୍ଦନଶୀଳ ସମ୍ପ୍ରଦାୟ କାର୍ଯ୍ୟକ୍ରମ ଆୟୋଜନ କରି…

ଗାଇସିଲେଟ ରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ।

ଗାଇସିଲେଟ /ମନ ଡନସନା :- ପହଲଗାମ ଆତଙ୍କବାଦୀ ହମଲା ର ଦୃଢ଼ ଜବାବ ରେ ଅପରେସନ ସିନ୍ଦୁର କରାଯାଇଥିଲା। ଅପରେସନ ସିନ୍ଦୁର ର ସଫଳତା ପାଇଁ ୟଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ ରେ ସାରା ଭାରତ ବର୍ଷରେ ଦେଶ ର ସୈନ୍ୟ ବାହିନୀ ମାନଙ୍କ ସମ୍ମାନରେ ତ୍ରିରଙ୍ଗା ଯାତ୍ରା…

ମନ୍ଦିର ଯିବା ବେଳେ ମହିଳାଙ୍କ ମୃତ୍ୟୁ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର  ପଞ୍ଚାୟତ କନ୍ଧ ନୂଆସାହି ଗାଁର ଜଣେ ମହିଳାଙ୍କ ଅପମୃତ୍ୟୁ ଅଭିଯୋଗକୁ ନେଇ ଓଡ଼ଗାଁ ପୋଲିସ୍ ୯/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ମୃତ ମହିଳା ଜଣକ ହେଲେ ଅଭି ନାୟକଙ୍କ ସ୍ତ୍ରୀ ସୋରିଷା ନାୟକ(୬୫)…

ସ୍ବାମୀଙ୍କ ଶୁଭ ମନାସି ସାବିତ୍ରୀ ପାଳିଲେ ସାବିତ୍ରୀ ବ୍ରତ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ସ୍ବାମୀଙ୍କ ଶୁଭ ମନାସି ସାବିତ୍ରୀ ପାଳିଲେ ସାବିତ୍ରୀ ବ୍ରତ । ପତିବ୍ରତା ନାରୀ ପାଇଁ ଗର୍ବ ଓ ଗୌରବର ପ୍ରତୀକ ହେଉଛି ତା'ର ଶଙ୍ଖା ଓ ସିନ୍ଦୂର । ସ୍ବାମୀଙ୍କ ସୁସ୍ଥ ନିରୋଗ ଓ ଦୀର୍ଘ ନିରାମୟ ଜୀବନ କାମନା କରି ଜଣେ ସ୍ତ୍ରୀ ସ୍ବାମୀଙ୍କ ପାଇଁ ଜ୍ୟେଷ୍ଠ…

ରଥ ଖଳା ହାଲ.: ତିନି ରଥର ଭୂଇଁ ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ ଆଗେଇ ଚାଲିଛି

ପୁରୀ,(ଅନିମେଶ ପଟ୍ଟନାୟକ): ରଥଖଳାରେ ଆଗେଇ ଚାଲିଛି ବିଶ୍ୱ ନିୟନ୍ତାଙ୍କ ତିନି ରଥ ନିର୍ମାଣ। ରଥଖଳାରେ ଭୂଇଁ ଚଉତା ବିନ୍ଧ ଅନୁକୂଳ ପୂଜା ସହ ଭୂଇଁ ଚଉତାର ପାଖୁଡା ବିନ୍ଧ ଶେଷ ହୋଇଯାଇଛି । ରବିବାର ଭୋଇ ସେବକ ମାନେ ତିନିରଥର ତୁମ୍ବରେ ସିଙ୍ଗଡା ବାଡିଆ କାର୍ଯ୍ଯ ଯନ୍ତା ଗାଡରେ ଶେଷ କରିଥିଲେ ।…

ଆପେକ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୬ତମ ସମ୍ମାନସୂଚକ ଡକ୍ଟରେଟ୍

ଜୟପୁର: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନ ଜୟପୁରସ୍ଥିତ ଆପେକ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ରାଜସ୍ଥାନ ରାଜ୍ୟପାଳ ହରିଭାଉ କିଶନରାଓ ବାଗଡେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ…

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ

ଭୁବନେଶ୍ୱର, ୨୬/୦୫:ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗ ପକ୍ଷରୁ ଶନିବାର ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ ହୋଇଯାଇଛି ।ଏହି ସଚେତନତା କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍…

ଧାନ ଅମଳ ବେଳେ ଦାଉ ସାଧିଲା କାଳବୈଶାଖୀ ବର୍ଷା,ଚାଷୀ କ୍ଷତିଗ୍ରସ୍ତ

ବିଜେପୁର :-ଦୁନିଆକୁ ଆହର ଯୋଗାଉଥିବା ଚାଷୀ ମୁଣ୍ଡରେ ଚଡ଼କ ପଶିଛି।ଠିକ ଅମଳ ବେଳେ ଦାଉ ସାଜିଛି କାଳବୈଶାଖୀ ବର୍ଷା ।ପ୍ରାକୃତିକ ବିପର୍ଯ୍ୟୟରେ ସମ୍ଭୁଖିନ ଚାଷୀ ଏଥର ଚାଷରେ ଭଲ ଉତ୍ପାଦନ କରିବାର ଆଶାନେଇ ଦିନରାତି ହାଡ଼ଭଙ୍ଗା ପରିଶ୍ରମ କରି ଚାଷ କରିଥିଲା ହେଲେ ଠିକ ଅମଳ ବେଳେ କାଳବୈଶାଖୀ…