ଧାନ ଅମଳ ବେଳେ ଦାଉ ସାଧିଲା କାଳବୈଶାଖୀ ବର୍ଷା,ଚାଷୀ କ୍ଷତିଗ୍ରସ୍ତ

ବିଜେପୁର :-ଦୁନିଆକୁ ଆହର ଯୋଗାଉଥିବା ଚାଷୀ ମୁଣ୍ଡରେ ଚଡ଼କ ପଶିଛି।ଠିକ ଅମଳ ବେଳେ ଦାଉ ସାଜିଛି କାଳବୈଶାଖୀ ବର୍ଷା ।ପ୍ରାକୃତିକ ବିପର୍ଯ୍ୟୟରେ ସମ୍ଭୁଖିନ ଚାଷୀ ଏଥର ଚାଷରେ ଭଲ ଉତ୍ପାଦନ କରିବାର ଆଶାନେଇ ଦିନରାତି ହାଡ଼ଭଙ୍ଗା ପରିଶ୍ରମ କରି ଚାଷ କରିଥିଲା ହେଲେ ଠିକ ଅମଳ ବେଳେ କାଳବୈଶାଖୀ…

ଶ୍ରୀମନ୍ଦିରରେ ସାବିତ୍ରୀ ବ୍ରତ ପାଳିତ; ଶ୍ରୀକ୍ଷେତ୍ରର ବିଭିନ୍ନ ମନ୍ଦିରରେ ନିଷ୍ଠାର ସହ ବ୍ରତ ପାଳିଲେ ପୁରୀବାସୀ

ପୁରୀ, (ଅନିମେଶ ପଟ୍ଟନାୟକ): ସୋମବାର ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ସାବିତ୍ରୀ ବ୍ରତ ପାଳାତ ହୋଇଯାଇଛି । ସାବିତ୍ରୀ ପାଇଁ ସ୍ଥାନୀୟ ଲୋକ ମାନେ ଶ୍ରୀମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିର ଭିତରେ ଥିବା ମାଆ ଭୁବନେଶ୍ଵରୀ ମନ୍ଦିରରେ ଦେବୀ ମା…

ଗଜପତିଙ୍କ ଅଧ୍ୟକ୍ଷତାରେ ଶୃଙ୍ଖଳିତ ରଥଯାତ୍ରା ନୀତିକାନ୍ତିକୁ ନେଇ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ

ପୁରୀ, (ଅନିମେଶ ପଟ୍ଟନାୟକ): ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜାଧିଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିନିର୍ଘଣ୍ଟ,…

ଲାଇଫ ଗାର୍ଡ ପ୍ରଶିକ୍ଷଣ ଶିବିର

ଅସ୍ତରଙ୍ଗ,:-୨୬/୦୫:-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ପୀର ଜାହାନିଆ ନିକଟସ୍ଥ କଲ୍ୟାଣ ମଣ୍ଡପରେ ପର୍ଯ୍ୟଟନ ବିଭାଗ ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ (ଆଇଆଇଟିଟିଏମ୍ )ପକ୍ଷରୁ ଲାଇଫି ଗାର୍ଡ ବା ସମୁଦ୍ର ତଟ ଜୀବନ ରକ୍ଷକ ପ୍ରଶିକ୍ଷଣ…

ଦମନ ଶ୍ରୀ ଜଗନ୍ନାଥ ସେବା ସମିତି ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ; ୨୪ ୟୁନିଟ୍ ରକ୍ତ ସଂଗ୍ରହ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ସେବା ସେମିତିର ସଦସ୍ୟମାନେ ବର୍ଷ ତମାମ୍ ବହୁ ଜନହିତକର ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଚଳିତ ଗ୍ରୀଷ୍ମ ଋତୁରେ ରକ୍ତ…

ମାଁ ବ୍ରାହ୍ମଣ ଦେବୀଙ୍କ ଅସ୍ଥାୟୀ ପୀଠରେ ଶତାଧିକ ମହିଳା ପାଳିଲେ ସାବିତ୍ରୀ ବ୍ରତ ।

ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଚାଲିଥିବା ଐତିହାସିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ମାଁ ବ୍ରାହ୍ମଣ ଦେବୀ ଅସ୍ଥାୟୀ ପୀଠରେ ବିରାଜମାନ କରିଛନ୍ତି ।ଆଜି ପବିତ୍ର ସାବିତ୍ରୀ ଓଷା ଥିବାରୁ ବେଲଗୁଣ୍ଠା ଅଞ୍ଚଳର ଶତାଧିକ ମହିଳା ମାଁ'ଙ୍କ ଅସ୍ଥାୟୀ ପୀଠରେ ସାବିତ୍ରୀ ଓଷା…

ଚାରି ଜଣ ରେଳ କର୍ମଚାରୀ ସତର୍କତା ଓ ଆଦର୍ଶ ସେବା ପାଇଁ ସମ୍ବର୍ଦ୍ଧିତ |

କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ | ଭୁବନେଶ୍ୱର, ୨୬.୦୫.୨୦୨୫ –ଉତ୍ସର୍ଗୀକୃତ ଏବଂ ସତର୍କତାକୁ ସ୍ୱୀକୃତି ଦେଇ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫଙ୍କୱାଲ ଟ୍ରେନ…

ଘନାମାଲ ରେ ୮ମ ରାତ୍ରିକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ।

ପଦ୍ମପୁର :- ଘନାମାଲ ରେ ୮ମ ରାତ୍ରିକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ସଦସ୍ୟା ପୂର୍ଣିମା ରଣା ଓ ସମିତି ସଭ୍ୟ ଅମିଲାଲ୍ ଭୁଏ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ୍…

ଲଜ୍ଜା : ମନ୍ଦିର ପ୍ରାଙ୍ଗଣ ବି ନିରାପଦ ନୁହେଁ !!!

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ପୂଜକ ଅଟକ ଜମନକିରା (ଲିପନ ନାଏକ) ପ୍ରଦୀଦ୍ଧ ଶୈବପୀଠ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଶୋଇଥିବା ଜଣେ ନାବାଳିକାଙ୍କୁ ରବିବାର ଅପରାହ୍ନରେ ମନ୍ଦିର ପୂଜକ ଦୁଷ୍କର୍ମ କରିଥିବା ସମ୍ବଲପୁର ଜିଲ୍ଲା ଜମନକିରା ଥାନାରେ ଅଭିଯୋଗ ହୋଇଛି l ନାବାଳିକାଙ୍କ…

ସ୍ବପ୍ନ ନେଇ ଯାଇଥିଲେ,ଶବ ହୋଇ ଫେରିଲେ

ତେଲେଙ୍ଗାନା ରୁ ରେଙ୍ଗାଲି ଗାଁ କୁ ଫେରିଲା ଦାଦନ ଶ୍ରମିକ ର ମୃତ ଦେହ ଖପ୍ରାଖୋଲ ୨୬/୫(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ରେଙ୍ଗାଲି ଗାଁ ରେ ଜଣେ ଦାଦନ ଶ୍ରମିକ ର ମୃତ ଦେହ ଗାଁ ରେ ରବିବାର ପହଞ୍ଚିଛି। ମୃତ ଦାଦନ ଶ୍ରମିକ ହେଲେ ରେଙ୍ଗାଲି ଗାଁ ର କାନ୍ତ ବରିହା ଙ୍କ ପୁଅ…