Sign in
Sign in
Recover your password.
A password will be e-mailed to you.
ଆୟୁଷ ସ୍ନାତକ କଳା ମହାବିଦ୍ୟାଳୟରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ
କୋଲନରା / ଦେବୀପ୍ରସାଦ ମହାନ୍ତି ତା-(୧୫-୦୮-୨୦୨୫) : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଆୟୁଷ ସ୍ନାତକ ( କଳା) ମହାବିଦ୍ୟାଳୟରେ ମହାଆଡମ୍ଭରେ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅଥିତି ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ରବିଶଙ୍କର ଶତପଥି ଓ ଶ୍ରୀଯୁକ୍ତ…
କେନ୍ଦୁଝର ଜିଲ୍ଲା କଂଗ୍ରେସ ଭବନରେ ସ୍ୱାଧୀନତା ଦିବସ ପାଳନ।
କେନ୍ଦୁଝର,ତା୧୫/୮- ଆଜି ଥିଲା ଅଗଷ୍ଟ ୧୫,୨୦୨୫ ଦେଶ ୭୯ତମ ସ୍ଵାଧୀନତା ଦିବସ ମନାଇଛି। ଏହି ବିଶେଷ ଦିନରେ ସବୁ ଆଡ଼େ ପରିବେଶ ଉତ୍ସବ ମୁଖର ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ତେଣୁ ଜିଲ୍ଲା କଂଗ୍ରେସ ଭବନରେ ଜାତୀୟ ପତାକା ଉତ୍ତୋଳନ ସହ ମିଷ୍ଟାନ୍ନ ବଣ୍ଟନ…
ବାସୁଦେବପୁର ବଣିକ ସଂଘ ପକ୍ଷରୁ ମେଡିକାଲ ରେ ଫଳ ବଣ୍ଟନ।
ବାସୁଦେବପୁର - ପବିତ୍ର ସ୍ୱାଧୀନତା ଦିବସ ରେ ବାସୁଦେବପୁର ବଜାର ରେ ଥିବା ନୀଳମଣି ମାର୍କେଟ କମ୍ପ୍ଲେକ୍ସ ଆଗ ରେ ବାସୁଦେବପୁର ବଣିକ ସଂଘ ପକ୍ଷରୁ ପତାକା ଉତ୍ତୋଳନ ସହ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ଫଳ ବଣ୍ଟନ କରାଯାଇଛି। ବାସୁଦେବପୁର ବଣିକ ସଂଘ ପକ୍ଷ ରୁ ସକାଳୁ…
ବାସୁଦେବପୁର ରେ ସ୍ଵାଧୀନତା ଦିବସ ପାଳନ।
ବାସୁଦେବ ପୁର -ବାସୁଦେବପୁର ରେ ୭୯ ତମ ସ୍ବାଧିନତା ଦିବସ ପାଳନ ହୋଇ ଯାଇଛି। ସକାଳୁ ସକାଳୁ ସ୍କୁଲ୍ କଲେଜ ପିଲା ମାନେ ଶୋଭାଯାତ୍ରା କରିଥିଲେ। ବିଭିନ୍ନ ସରକାରି ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ, ବ୍ଲକ୍, ତହସିଲ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଥାନା, ପ୍ରେସ କ୍ଲବ, ବଣିକ ସଂଘ,…
ବିଲ ମଝିରେ ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳନ କଲେ ଚାଷୀ
କେନ୍ଦୁଝର,ତା୧୫/୮- କେନ୍ଦୁଝର ସହର ଉପକଣ୍ଠ ଘୁଟୁର ଗ୍ରାମରେ ଚାଷୀ ମାନେ ନିଆରା ଢଙ୍ଗରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରିବାର ଦେଖିବାକୁ ମିଳିଛି। ପ୍ରାୟ ଆଜକୁ ୯ ବର୍ଷ ହେଲା ଚାଷ ଜମି ଭିତରେ ପତାକା ଉତ୍ତୋଳନ କରିବା ଏକ ବିରଳ ଚିନ୍ତାଧାରା, ଗ୍ରାମବାସୀ ସ୍ୱାଧୀନତା ଦିବସରେ ଏକ ଖୁସି…
ଶାଳିଆ ପ୍ରେସ କ୍ଳବରେ ୭୯ ତମ ସ୍ଵାଧୀନତା ଦିବସ ପାଳିତ
ବାଲୁଗାଁ:(ସେକ କୌସର):ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାଳିଆ ପ୍ରେସ କ୍ଲବ ପକ୍ଷରୁ କ୍ଳବ ପରିସରରେ ୭୯ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।ସଭାପତି ଅଜିତ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ପାଦକ ଅରୁଣ କୁମାର ପଣ୍ଡା ପରିଚାଳନା କରିଥିଲେ।ଉକ୍ତ ସମାରୋହରେ…
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ୭୯ ତମ ସ୍ବାଧିନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ।
ପଦ୍ମପୁର :- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ୭୯ ତମ ସ୍ବାଧିନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଶିଶୁ ମନ୍ଦିର ପରିସରରେ ସମ୍ପାଦକ ଜନକଲାଲ ମେହେର ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ ରେ ଅଭିଭାଦନ ଗ୍ରହଣ କରି ମାର୍ଗ ଦର୍ଶନ…
ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ,ବସନ୍ତପୁର ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ
ଗରଦପୁର ୧୫/୦୮/୨୦୨୫- ଦେଶ ଆଜି ଆନନ୍ଦ ଉଲ୍ଲାସର ସହିତ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଆଜି ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ପକ୍ଷରୁ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ ପରିସରରେ ଟ୍ରଷ୍ଟ…
ଜିଲ୍ଲାପାଳ ଙ୍କ ଦ୍ଵାରା ଦିବ୍ୟାଂ ବିଦ୍ୟାଳୟ ରେ ପତାକା ଉତୋଳନ
ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ.: ଅଗଷ୍ଟ ପନ୍ଦର, ଭାରତ ଇତିହାସ ରେ ଏକ ସ୍ମରଣୀୟ ଦିବସ। ସମଗ୍ର ଭାରତ ରେ ମହା ଆଡମ୍ବର ରେ ଜାତୀୟ ପତାକା ଉତୋଳନ କରାଯାଇଛି।ଏହି ଉତ୍ସବ ଅବସର ରେ ନବରଙ୍ଗପୁର ସ୍ଥିତ ଦିବ୍ୟାଂ ପିଲାଙ୍କ ନିମନ୍ତେ ଶିକ୍ଷା ଓ ବୈଷୟିକ ତାଲିମ କେନ୍ଦ୍ର, ଆଶା କିରଣ ରେ…
ଗୁଣପୁରରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ।
ଗୁଣପୁର ତା: ୧୫-୦୮-୨୦୨୫ରିଖ ଉପଖଣ୍ଡ ସଦର ମହକୁମା ଠାରେ ୭୯ ତମ ସ୍ବାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ସମ୍ମିଳିତ ପ୍ୟାରେଡ଼ରେ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ ଦୁଧାଳ ଅଭିଷେକ ଦିଲୀପ ମୁଖ୍ୟ ଅତିଥ୍ ରୂପେ ଯୋଗଦେଇ…