ବୃଦ୍ଧଙ୍କ ନିକଟରୁ ୫୨.୧୫୦ କେଜି ଗଞ୍ଜେଇ ଜବତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଗାଙ୍ଗପୁର ପୋଲିସ ବେଆଇନ୍ ଗଞ୍ଜେଇ ଚାଲାଣ କରୁ୍ଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ଆଜି ମଧ୍ୟାହ୍ନ ସାମୟରେ ଗାଙ୍ଗପୁର ଥାନା ଏସ୍ଆଇ ଅଜୟ କୁମାର ମଲ୍ଲିକ ନିଜ ଟିମ୍ ସହିତ କଣ୍ଟେଇପଲ୍ଲୀ ଏବଂ ବଡ଼ ବୋର୍ସିଂ…

ଲକ୍ଷପତି ଦିଦି ସୃଷ୍ଟି ରେ ଜଗତସିଂହପୁର ଜିଲ୍ଲା ରାଜ୍ୟରେ ଦ୍ବିତୀୟ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଜଗତସିଂହପୁର,ତା-୨୯.୦୫.୨୦୨୫/ସୁମନ୍ତ କୁମାର ଦାସ: ସଶକ୍ତ ମହିଳା, ବିକଶିତ ଓଡ଼ିଶା ଆଧାର ରେ ମହିଳା ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଭାରତ ସରକାର ତଥା ଓଡ଼ିଶା ସରକାର ଙ୍କ ଦ୍ଵାରା ଆଗତ ଲକ୍ଷପତି ଦିଦି ଯୋଜନା ରେ ସାରା ରାଜ୍ୟ ରେ ଜଗତସିଂହପୁର ଜିଲ୍ଲା ଦ୍ଵିତୀୟ ସ୍ଥାନ ଅଧିକାର…

ଯୁଗ୍ମ ଜନ ଅଭିଯୋଗ ଶୁଣାଣି ନିମନ୍ତେ ଅନଲାଇନ୍ ପଞ୍ଜୀକରଣ

ଜଗତସିଂହପୁର,ତା୨୯.୦୫.୨୦୨୫ରିଖ: ଆସନ୍ତା ତା ୨.୦୬.୨୦୨୫ ରିଖ (ସୋମ ବାର) ଦିନ ଏରସମା ବ୍ଲକ୍ କାର୍ଯ୍ୟାଳୟ ଠାରେ ସକାଳ ୭ ଘଟିକା ରୁ ଦିନ ୧୦ ଘଟିକା ଯାଏଁ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ତା୩୦.୦୫.୨୦୨୫ ରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ ।…

ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ

ଜଗତସିଂହପୁର, ତା-୨୯.୦୫.୨୦୨୫: କେନ୍ଦ୍ରୀୟ କୃଷି, କିସାନ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ମାନ୍ୟବର ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଆହ୍ୱାନରେ ଆଜି (୨୯ ମଇ) ଠାରୁ ଦେଶବ୍ୟାପୀ "ବିକଶିତ କୃଷି ସଂକଳ୍ପ ଅଭିଯାନ" ଆରମ୍ଭ ହେଉଛି । ଏହି ଅଭିଯାନ ୧୨ ଜୁନ୍ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ…

“ଜୟ ଓଡ଼ିଶା” ସହଯୋଗରେ “ନେତାଜୀ ଯୁବ ବାହିନୀ ଚାରିଟେବଲ୍ ଟ୍ରଷ୍ଟ” ଦ୍ଵାରା ରକ୍ତଦାନ…

ଭୁବନେଶ୍ୱର: ସମାଜର ହିତ ପାଇଁ ଅନବରତ କାର୍ଯ୍ୟ କରିଆସୁଥିବା, "ନେତାଜୀ ଯୁବ ବାହିନୀ ଚାରିଟେବଲ୍ ଟ୍ରଷ୍ଟ" ତାର ସମାଜ କଲ୍ୟାଣ ନିମନ୍ତେ ଅନେକ କାର୍ଯ୍ୟ କରିଆସିଛି ବୃକ୍ଷ ରୋପଣ ଓ ଗୋ ସେବା ଆଦି ସହାୟତା ଆଦି ସେବା ଯୋଗାଇ ଆସିଛନ୍ତି। ଆଜି ଏକ ରକ୍ତଦାନ ଶିବିରର ଆୟୋଜନ କରି ରକ୍ତ ଅଭାବ…

ଟାଇମ୍ସ ନାଓ ବିଜିନେସ୍ ଏକ୍ସିଲେନ୍ସ ଆୱାର୍ଡ : ସୋଆକୁ ୮ଟି ସମ୍ମାନ ପ୍ରଦାନ

ସୋଆ ପରିଚାଳିତ ଆଇଟିଇଆର୍‌, ଏସ୍‌ଏନ୍‌ଆଇଏଲ୍ ଏବଂ ଆଇବିସିଏସ୍ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଇଞ୍ଜିନିୟରିଂ, ଆଇନ’ ଓ ମ୍ୟାନେଜମେଂଟ କଲେଜ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ୫ଟି ବିଭାଗ ଓଡ଼ିଶାରେ ଏକ ନମ୍ବର ଭୁବନେଶ୍ୱର, ମେ ୨୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ…

ରକ୍ତ କର୍କଟକୁ ଅଧିକ ମାତ୍ରାରେ ପରାସ୍ତ କରୁଛନ୍ତି ଶିଶୁ : ପ୍ରଫେସର ସାମଲ

ଭୁବନେଶ୍ୱର, ମଇ ୨୯ : ଦେଶରେ ରକ୍ତ କର୍କଟ ରୋଗ ବୃଦ୍ଧି ପାଉଥିବା ବେଳେ ଶିଶୁମାନେ ମଧ୍ୟ ଅଧିକ ମାତ୍ରାରେ ଏଭଳି ଜଟିଳ ବ୍ୟାଧୀରେ ପୀଡ଼ିତ ହେଉଛନ୍ତି । ୧ ବର୍ଷରୁ ୧୦ବର୍ଷ ବୟସର ଶିଶୁ ରକ୍ତ କର୍କଟ ଅର୍ଥାତ୍ ଲ୍ୟୁକେମିଆରେ ପୀଡ଼ିତ ହେଉଛନ୍ତି । ତେବେ ଠିକ୍ ସମୟରେ ରୋଗର ଚିହ୍ନଟ ଏବଂ ଉପଯୁକ୍ତ…

ବେତଗୁଡ଼ା ଠାରେ ହୋମ ଗାର୍ଡ ଇଣ୍ଟରଭ୍ୟୁ ଦେବାକୁ ଆସି ଯୁବକର ମୃତ୍ୟୁ

 ପାରଳାଖେମୁଣ୍ଡି / ହୋମଗାର୍ଡ ଶାରୀରିକ ପରୀକ୍ଷା ସମୟରେ ଅଘଟଣ ଜଣେ ପ୍ରତିଦ୍ବନ୍ଦିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ମୃତକ ଜଣକ ହେଲେ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର…

ଓଡିଶାରୁ ଆରମ୍ଭ ହେଲା ଜାତୀୟ କାର୍ଯ୍ୟକ୍ରମ ବିକଶିତ କୃଷି ସଂକଳ୍ପ ଅଭିଯାନ

ଯୋଗଦେଲେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ୍‌ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଗାମୀ ୧୫ ଦିନ ଦେଶ ବ୍ୟାପି ଚାଲୁ ରହିବ ଏହି ଅଭିଯାନ ପ୍ରାୟ ୧. ୫ କୋଟି ଚାଷୀଙ୍କୁ ସିଧାସଳଖ ଭେଟିବେ ସରକାର, ଅବଗତ କରାଇବେ ନୂତନ କୃଷି ଜ୍ଞାନ କୌଶଳ ଓ…

ସୋନପୁର ମହାବିଦ୍ୟାଳୟ ଆଲୁମୁନୀ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ କଲେଜ ସୋନପୁର ମହାବିଦ୍ୟାଳୟର ଆଲୁମୁନୀ ଆସୋସିଏସନର ବାର୍ଷିକ ଅଧିବେଶନ ଅବସରରେ ଆସୋସିଏସନ ତରଫରୁ ଇଂରାଜୀ ବିଭାଗର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କୋରାପୁଟ…