ନବରଙ୍ଗପୁରଠାରେ ୭୯ ତମଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ

ନବରଙ୍ଗପୁର ତା ୧୬.୮.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ଗତକାଲି ୧୫.୮.୨୦୨୫ ତାରିଖ ନବରଙ୍ଗପୁର ସହର ସ୍ଥିତ ଷ୍ଟାଡିୟମ୍ ଠାରେ ମହାଉଲ୍ଲାସ ରେ ୭୯ତମ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ପାଳନ ହୋଇଯାଇଛି। ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ମାନ୍ୟବର ମନ୍ତ୍ରୀ ଜଙ୍ଗଲ,ପରିବେଶ ଓ ଜଳବାୟୁ…

ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଟେକ୍-ହୋମ୍-ରାସନ୍ କାର୍ଯ୍ୟକ୍ରମରେ ଉତ୍ତମ ଗୁଣବତ୍ତା ପାଇଁ ସୁଦୃଢ ‘ତଦାରଖ ଓ ମୂଲ୍ୟାଙ୍କନ ବ୍ୟବସ୍ଥା’ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ   ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ…

ଟିପିସିଓଡିଏଲ୍ ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଟିପିସିଓଡିଏଲ୍ ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ କର୍ପୋରେଟ କାର୍ଯ୍ୟାଳୟ ପରିସରରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଭାରତର ସ୍ଵାଧୀନତା ସଂଗ୍ରାମୀଙ୍କ ବୀରତ୍ଵ ଓ ବଳିଦାନକୁ ମନେପକାଇ ଏହି ଦିବସକୁ ପାଳନ କରାଯାଇଛି। ଟିପିସିଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ…

ଅସ୍ତରଙ୍ଗ ଥାନା ଅଧିକାରୀ ନିଲମ୍ବିତ : ଗଂଜେଇ ଚୋରା ଚାଲାଣ ହେଲା କାଳ l

ଅସ୍ତରଙ୍ଗ:ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ କାର୍ଯ୍ୟରତ ଆଇ ଆଇ ସି ରାଜେଶ ବଳିଆର ସିଂ ଙ୍କୁ ରାଜ୍ୟ ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ନିଲମ୍ବିତ କରିଛନ୍ତି l ଶ୍ରୀ ବଳିଆର ସିଂ ଏହା ପୂର୍ବରୁ କୋରାପୁଟ ଜିଲ୍ଲା ର ଜୟପୁର ଟାଉନ ଥାନାରେ ଏସ ଆଇ,ଭାବେ କାର୍ଯ୍ୟରତ ଥିବା ବେଳେ ଗଂଜେଇ…

ଅସ୍ତରଙ୍ଗ ଥାନା ଅଧିକାରୀ ନିଲମ୍ବିତ : ଗଂଜେଇ ଚୋରା ଚାଲାଣ ହେଲା କାଳ l

ଅସ୍ତରଙ୍ଗ:ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ କାର୍ଯ୍ୟରତ ଆଇ ଆଇ ସି ରାଜେଶ ବଳିଆର ସିଂ ଙ୍କୁ ରାଜ୍ୟ ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ନିଲମ୍ବିତ କରିଛନ୍ତି l ଶ୍ରୀ ବଳିଆର ସିଂ ଏହା ପୂର୍ବରୁ କୋରାପୁଟ ଜିଲ୍ଲା ର ଜୟପୁର ଟାଉନ ଥାନାରେ ଏସ ଆଇ,ଭାବେ କାର୍ଯ୍ୟରତ ଥିବା ବେଳେ ଗଂଜେଇ…

ସୁବର୍ଣ୍ଣପୁର ଜିଲ୍ଲାରେ ୭୯ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ।

ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଶ୍ରୀ ରାମେଶ୍ୱର ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି l ଏହି ଉତ୍ସବରେ ଓଡିଶା ମାନ୍ୟବର ମନ୍ତ୍ରୀ,ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ତଥା…

ପଦ୍ମପୁର ନର୍ସିଂ କଲେଜ୍ ରେ ୭୯ତମ ସ୍ଵାଧୀନତା ଦିବସ ପାଳିତ।

ପଦ୍ମପୁର :- ସ୍ଥାନୀୟ ପଦ୍ମପୁର ନର୍ସିଙ୍ଗ କଲେଜ ଠାରେ ୭୯ ତମ ସ୍ୱାଧୀନତା ଦିବସ କଲେଜ ପରିସରରେ ଛାତ୍ରୀ ମାନଙ୍କୁ ନେଇ ମାର୍ଚ୍ଚପାଷ୍ଟ କରାଯାଇଥିଲା । ମୁଖ୍ୟ ଅତିଥି ପଦ୍ମପୁର ସାରଳା କୁମାରୀ ଡାକ୍ତରଖାନା ର ଡାକ୍ତର ଶ୍ରୀ ସଞ୍ଜୟ ନାୟକ (ଅସ୍ତିଶଲ୍ୟ ବିଭାଗ) ଜାତୀୟ ପତାକା ଉତ୍ତୋଳନ କରିଥିଲେ,…

ସଂଗ୍ରାମୀଙ୍କ ବଳିଦାନକୁ ଭୁଲି ହେବନି: ମନ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀରରେ ଜିଲାସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ସମାରୋହ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆରେ ଶୁକ୍ରବାର ପାଳିତ ହୋଇଛି। ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ…

ଟିଟିଲାଗଡ଼ରେ ୭୯ତମ ସ୍ୱାଧୀନତା ଦିବସ ଉତ୍ସାହ-ଉଲ୍ଲାସରେ ପାଳିତ

 ଟିଟିଲାଗଡ଼:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ଆଜି ସାରାଦେଶ ସହିତ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ ୭୯ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଦେଶଭକ୍ତିର ମହଲରେ ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଆନୁକୂଲ୍ୟରେ ପାଳିତ ହୋଇଥିଲା। ସକାଳ ୯:୧୫ ଟାରେ…

୩୦ ତମ ମହାଲକ୍ଷ୍ମୀ ପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ: ଗଠିତ ହେଲା ନୂଆ ପରିଚାଳନା କମିଟି

ବିଜେପୁର :-ସାର୍ବଜନୀନ ମହାଲକ୍ଷ୍ମୀ ପୂଜା ମହୋତ୍ସବ କମିଟୀ ପଡ଼ା ତରଫରୁ ଆସନ୍ତା ମହାଲକ୍ଷ୍ମୀ ପୂଜା ମହୋତ୍ସବ ୨୦୨୫ ପାଇଁ ଶୁକ୍ରବାର ଦିନ ମଧ୍ୟାହ୍ନରେ ଅସ୍ଥାୟୀ ସଭାପତି ଧର୍ମରାଜ ମେହେର ଙ୍କ ସଭାପତିତ୍ବରେ ଲକ୍ଷ୍ମୀ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସବୁ ବର୍ଷ ପରି…