Sign in
Sign in
Recover your password.
A password will be e-mailed to you.
ଦେ “ବଟି” ନେଇଁ ହେଲେ ଯା “ଉଠି” !!!!
ସଇଁତଳା- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବୁଢାବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ଲତା କୁମ୍ଭାର ଯିଏ କି ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ଯୋଗୁଁ ପୁରସ୍କୃତ ହୋଇଛନ୍ତି ତାଙ୍କ ବିରୋଧରେ ଦୀର୍ଘ ତିନି ଚାରି ମାସ ହେବ ନାଏବ ସରପଞ୍ଚଙ୍କ,…
ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ
ନୟାଗଡ଼(ବିଶ୍ୱଜିତ ନାୟକ) : - ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ଦ୍ବାରା ଏକ ପ୍ରସ୍ତୁତି ବୈଠକ ଆହ୍ବାନ କରାଯାଇଥିଲା । ଏଥିରେ ପ୍ରତ୍ୟେକ ବ୍ଲକ ଓ ଏନଏସି ଅଞ୍ଚଳର ଅଧିକାରୀ, ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀର ସଭାପତି, ସମ୍ପାଦକ, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ବେଚ୍ଛାସେବୀ ସଂଗଠନ ଓ…
ଏନସିସି କ୍ୟାମ୍ପ କ୍ୟାଡେଟ୍ସଙ୍କ ଦ୍ୱାରା ସେକ୍ସନ୍ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶନ
,ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ: ଏନସିସି କ୍ୟାମ୍ପ 03 ଜୁନ୍ 2025 ରୁ 12 ଜୁନ୍ 2025 ପର୍ଯ୍ୟନ୍ତ ବିଏଡ୍ କଲେଜ୍ ନବରଙ୍ଗପୁରରେ ଆୟୋଜିତ ହୋଇଛି।ସେକ୍ସନ୍ ବ୍ୟାଟେଲ୍ ଡ୍ରିଲ୍ 06 ଜୁନ୍ 2025 ରେ ସକାଳ 9.30 ରେ 13 (O) BN NCC ନବରଙ୍ଗପୁର ଆନୁକଲ୍ୟାରେ EMRS, HIRLI ଖେଳଭୂମିରେ…
ଅବକାରୀ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ଜଗତସିଂହପୁର,ତା-୦୬.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ସକାଳ ୧୦ ଘଟିକା ସମୟ ରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ର ନୂତନ ସମ୍ମିଳନୀ କକ୍ଷରେ ଏକ ସ୍ବାସ୍ଥ୍ୟ ଶିବିର ଏବଂ ଜିଲ୍ଲା ସ୍ତରୀୟ କର୍ମଶାଳା , ସ୍ୱାସ୍ଥ୍ୟ ବିଭାଗ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ସମାପନ ହୋଇଛି।…
କଳାବ୍ୟାଜ୍ ପିନ୍ଧିଲେ ସମସ୍ତ ଡାକ୍ତର
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମା ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି । ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ଗୁରୁତର ସହ ନେଇଛି ଓଡ଼ିଶା ମେଡିକାଲ ସେବା ସଙ୍ଘ। ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ମେଡିକାଲ ସେବା ସଙ୍ଘ…
ବୁଢ଼ୀବାହାଲ ରୁ ଓଡ଼ିଆପାଲି ପଂଚାୟତ ରାସ୍ତା ଶୋଚନୀୟ
ଖପ୍ରାଖୋଲ (ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଂଚାୟତ ବୁଢ଼ୀବାହାଲ ଗାଁ ରୁ ଓଡ଼ିଆପାଲି ଗାଁ କୁ ଯାଇଥିବା ପଞ୍ଚାୟତ ରାସ୍ତା ଅତି ଶୋଚନୀୟ ହୋଇ ପଡିରହିଥିବା ଵେଳେ ମରାମତି ଅଭାବ ରୁ କଚ୍ଚା ରାସ୍ତା ଖାଲ ଖମା ରେ ଭର୍ତି ହୋଇଥିବା ଵେଳେ ଅସରାଏ ବର୍ଷା ରେ ପାଣି ଜମି…
ଗାଙ୍ଗପୁରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ;ପ୍ରାକ୍ ଖରିଫ କୃଷି, ବିଭିନ୍ନ କୃଷି ଯୋଜନା ବିଷୟରେ ଆଲୋଚନା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ମାଆ ବୁଢି ଠାକୁରାଣୀ ମନ୍ଦିର ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର) ଅନ୍ତର୍ଗତ ସମସ୍ତ କେନ୍ଦ୍ରୀୟ ଅନୁଷ୍ଠାନ, ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଓ କୃଷକ…
ସ୍ୱାଧୀନତା ସଂଗ୍ରାମୀ ସ୍ଵର୍ଗତ ଉତ୍ସବ ବିଶ୍ୱାଳଙ୍କ ଧର୍ମପତ୍ନୀ କୁନ୍ଦ ବିଶ୍ୱାଳଙ୍କ ଦ୍ୱାଦଶାହ ସ୍ମୃତି ସଭା
ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ଵର୍ଗତ ଉତ୍ସବ ବିଶ୍ୱାଳଙ୍କ ଧର୍ମପତ୍ନୀ ସ୍ୱର୍ଗତ କୁନ୍ଦ ବିଶ୍ୱାଳଙ୍କ ଦ୍ୱାଦଶାହ ସ୍ମୃତି ସଭା କବିସୂର୍ଯ୍ୟନଗର ବ୍ଳକ୍ ବାଉଁଶିଆ ପଂଚାୟତ ଅନ୍ତର୍ଗତ ବି.ନୁଆଁପଲ୍ଲୀ ସ୍ଥିତ ନିଜ ବାସଭବନରେ ଅନୁଷ୍ଠିତ ହୋଇଯାଇଛି I ଓଡ଼ିଶା…
ବେଳାଭୂମି ଉଚ୍ଚ ବିଦ୍ୟାଳୟ କୁ ପ୍ରକୃତି ମିତ୍ର.
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଛୁରିଆନା ଗ୍ରାମ ପଞ୍ଚାୟତ ଅଧୀନ ବେଳା ଭୂମି ଉଚ୍ଚ ବିଦ୍ୟାଳୟ କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖ ନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ପୁରସ୍କାର ଜୁନ ପାଞ୍ଚ ତାରିଖ ବିଶ୍ଵ ପରିବେଶ ଦିବଶ ଅବସରରେ ଓ ୟୁ ଟି ଭବନ, ଭୁବନେଶ୍ୱର ଠାରେ ଏକ ରାଜ୍ୟ…
ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍’ ଆଣ୍ଡ ‘ୱି କ୍ୟାନ୍ ବେକ୍’…
ଭୁବନେଶ୍ୱର, ଜୁନ ୬ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚଏମ୍) ପକ୍ଷରୁ ଆରମ୍ଭ ହୋଇଥିବା ୪ ଦିନିଆ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍’ ଆଣ୍ଡ ‘ୱି କ୍ୟାନ୍ ବେକ୍’ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି ।ଏହି ଅବସରରେ…