Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ଆଜି ଭବାନୀପାଟଣା ନିକଟସ୍ଥ ମେଦିନୀପୁର ଉଚ୍ଛ ବିଦ୍ୟାଳୟଠାରେ ଜଙ୍ଗଲ,ଅବକାରୀ ଓ ଶିକ୍ଷା ବିଭାଗ ର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଥିଲା । ଏହି ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବେ…
ଶିଶୁଙ୍କ ଆତ୍ମ ଜାଗରଣ ପାଇଁ ଗ୍ରୀଷ୍ମ କାଳୀନ ରାଜଯୋଗ ଶିବିର,
ଓଡ଼ଗାଁ,୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପ୍ରଜା ପିତା ବ୍ରହ୍ମକୁମାରୀ ଈଶ୍ୱରରୀୟ ବିଶ୍ବବିଦ୍ୟାଳୟ ବ୍ରହ୍ମ କୁମାରୀ ଜାଗୃତି ଭବନ ରୋହିବାଙ୍କ ପରିସରରେ ଶିଶୁଙ୍କ ଆତ୍ମ ଜାଗରଣ ପାଇଁ ଗୁରୁବାର ଗ୍ରୀଷ୍ମ କାଳୀନ ରାଜଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ…
ବିଶ୍ବ ପରିବେଶ ଦିବସ ପାଳିତ
ଓଡ଼ଗାଁ,୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକଙ୍କ ନେତୃତ୍ୱରେ ଗୁରୁବାର ସକାଳେ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ସ୍ଥାନୀୟ ରଘୁନାଥ ସରକାରୀ ଉଚ୍ଚ…
ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷାରେ ଓଡଗାଁର ମମତାଙ୍କ କୃତିତ୍ୱ
ଓଡ଼ଗାଁ,୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହା ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ସ୍ଥାନୀୟ କୋରପିଠା ଗ୍ରାମର ମମତା ସାହୁ ରାଜ୍ୟ ସାଧାରଣ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ୨୦୨୫ ରେ ସଂସ୍କୃତ ବିଷୟରେ ସାମାଜିକ ପଛୁଆବର୍ଗରେ ପ୍ରଥମ ସ୍ଥାନ ଅଧିକାର…
ବେଆଇନ ବାଲି ଚାଲାଣ, ୨ ହାଇଓ୍ବା ଜବତ
ଓଡ଼ଗାଁ,୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ବୁଧବାର ରାତିରେ ସ୍ବତନ୍ତ୍ର ପାଟ୍ରୋଲିଂ କରୁଥିବା ବେଳେ କଣ୍ଟିଲୋ ଠାରୁ ଗଞ୍ଜାମ ଜିଲ୍ଲାକୁ ବେଆଇନ ଭାବେ ଚାଲାଣ ହେଉଥିବା ୨ ବାଲି ବୋଝେଇ ହାଇଓ୍ବାକୁ ବାହାଡାଝୋଲା ନିକଟରୁ ଜବତ୍ କରି ୨ ଗୋଟି ପୃଥକ୍…
ବନଖଣ୍ଡ ସ୍ତରୀୟ ୫୨ତମ ବିଶ୍ଵ ପରିବେଶ ଦିବସ – ୨୦୨୫ ପାଳନ
ରାୟଗଡା: ଆଜି ରାୟଗଡା ବନଖଣ୍ଡ ର ଆମ ଜଙ୍ଗଲ ଯୋଜନା ତାଲିମ ହଲ ଠାରେ ବନଖଣ୍ଡ ସ୍ତରୀୟ ୫୨ତମ ବିଶ୍ଵ ପରିବେଶ ଦିବସ – ୨୦୨୫ ପାଳନ ହୋଇଯାଇଅଛି । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସତ୍ୟ ନାରାୟଣ ଷଡଙ୍ଗୀ , ମାନ୍ୟବର ଜିଲ୍ଲା ଦୌରାଜଜ।, ରାୟଗଡା । ଶ୍ରୀଯୁକ୍ତ ସୁବ୍ରତ…
ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ।।
ଝାରବନ୍ଧ-ମନୋହର ଦାଶ: ସାମ୍ବାଦିକ ଶ୍ରୀ ନିରୋଜ ପାଣୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପୋଲିସ ଡିଜି ବରଗଡ ପୋଲିସ କୁ ନିର୍ଦ୍ଦେଶ ଦେଇଥିବାର ଜଣା ପଡିଛି । ଏଠାରେ ପ୍ରକାଶ ଯୋଗ୍ଯ ଯେ,ଗତ ଡିସେମ୍ବର ୮ ତାରିଖ ୨୦୨୪ ମସିହାରେ ଓଡ଼ିଶାର ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବରଗଡ ଜିଲ୍ଲା…
ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ
ରାୟଗଡ଼ା : ତା : ୦୫/୦୬/୨୫: ବିଶ୍ଵ ପରିବେଶ ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ର ଏକ ଅଗ୍ରଣୀ ସାମାଜିକ ସଂଗଠନ ଗ୍ରୀନ ରାୟଗଡ଼ା ପକ୍ଷରୁ ଆଜି ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ଗ୍ରୀନ ରାୟଗଡ଼ା ଅନୁଷ୍ଠାନ ର ସଭାପତି ଶ୍ରୀ ଯୋଗେଶ୍ୱର ଦାସ ଏବଂ ସମ୍ପାଦକ ଶ୍ରୀ କୃଷ୍ଣ କାନ୍ତ…
ସଡକ ସୁରକ୍ଷା ନେଇ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୦୫/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ପୁଲିସ ପକ୍ଷରୁ ଆଜି ସଡ଼କ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡ଼ାବୁଗାଁ ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁ ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଡ଼ାବୁଗାଁ ପୁଲିସ ତାରିଣୀ ଛକ…
ଡ଼ାବୁଗାଁ ରେ ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୦୫/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ରେ ଆଜି ନୂତନ ବନାଞ୍ଚଳ ଅଧିକାରୀ ଭାବେ ପୂର୍ଣ୍ଣ ଚନ୍ଦ୍ର ନନ୍ଦ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଡ଼ାବୁଗାଁ ବନ ବିଭାଗ ର ପୂର୍ବତନ ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ବାଇଁ ଗତ ୨୦୨୪ ମସିହା ଅଗଷ୍ଟ…