Sign in
Sign in
Recover your password.
A password will be e-mailed to you.
ଚରିତ୍ର ଗଠନ ହେଉଛି ଶିକ୍ଷାର ନିହିତ ଉଦ୍ଦେଶ୍ୟ: ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ
ଭୁବନେଶ୍ୱର, ଜୁନ୍ ୬ : ବ୍ୟକ୍ତିର ଚରିତ୍ର ଗଠନ ସହିତ ତା’ର ଶାରୀରିକ, ମାନସିକ ନୈତିକ ଏବଂ ଆଧ୍ୟାତ୍ମିକ ବିକାଶକୁ ସକ୍ଷମ କରିବା ହେଉଛି ସାମଗ୍ରିକ ଶିକ୍ଷାର ଉଦ୍ଦେଶ୍ୟ ବୋଲି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଶ୍ରୀ ଜଷ୍ଟିସ୍ ଭି. ରାମାସୁବ୍ରମଣ୍ୟନ୍ କହିଛନ୍ତି ।ଶିକ୍ଷା ଓ ଅନୁସନ୍ଧାନ…
ରେଳ ବିଭାଗ ଦ୍ଵାରା କେନ୍ଦୁଝର ସଂପୂର୍ଣ୍ଣ ଅବହେଳାର ଶିକାର।
ଉନ୍ନତ ଫୁଟ ଓଭର ବ୍ରିଜ ସହିତ ଅଧିକ ଟ୍ରେନ ଚଳାଚଳ ପାଇଁ ଦାବି
କେନ୍ଦୁଝର,ତା୫/୬- ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ଖୋଦ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଥିବା କେନ୍ଦୁଝରଗଡ଼ ରେଳ ଷ୍ଟେସନ ଏବେ ସଂପୂର୍ଣ୍ଣ ଅବହେଳିତ ଭାବେ ପଡ଼ି ରହିଛି । ଷ୍ଟେସନର…
ବିଶ୍ୱ ପରିବେଶ ଦିବସ ଅବସରରେ ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାରେ ପୋଖରୀର ରୂପାନ୍ତରଣ, 500 ଚାରାରୋପଣ
ପ୍ରକଳ୍ପ ଭୂତଳ ଜଳ ରିଚାର୍ଜ ଓ ଜଳ ସାରଣୀ ସ୍ତର ବଢ଼ାଇବାରେ ସହାୟକ ହେବ
ଜୈବ ବିବିଧତାରେ ଉନ୍ନତି ଓ ଚାଷବାସରେ ମଧ୍ୟ ସହାୟକ ହେବ
ଯୋଡା : ସ୍ଥାୟୀ ଜଳ ପରିଚାଳନା ଓ ପରିବେଶ ସଂରକ୍ଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଟାଟା ଷ୍ଟିଲ୍ ପକ୍ଷରୁ ପରିବେଶ ଅନୁକୂଳ…
ବରିଷ୍ଠ ସାମ୍ବାଦିକ ବିଭୂତି ପଟ୍ଟନାୟକଙ୍କ ବିୟୋଗ।
କେନ୍ଦୁଝର,ତା୫/୬- କେନ୍ଦୁଝର ସହରରେ ରହୁଥିବା ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ ପଟ୍ଟନାୟକଙ୍କ କାଲି ରାତିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିୟୋଗ ହୋଇଯାଇଛି। ସକାଳେ ଏହି ଖବର ଜଣା ପଡିବା ପରେ ଚାରିଆଡେ ଦୁଃଖର ବାତାବରଣ ଖେଳି ଯାଇଥିଲା। ମାଇନିଂ ଶିଶୁ ଭବନ ଗଳିରେ ଥିବା ତାଙ୍କର…
ସିଏସଆର-ଆଇଏମଏମଟି ପକ୍ଷରୁ ବିଶ୍ୱ ପରିବେଶ ଦିବସ -୨୦୨୫ ପାଳନ
ଭୁବନେଶ୍ୱର:- ସିଏସଆର-ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ସିଏସଆର-ଆଇଏମଏମଟି) ଭୁବନେଶ୍ୱର, ପକ୍ଷରୁ ବିଶ୍ୱ ପରିବେଶ ଦିବସକୁ "ପ୍ଲାଷ୍ଟିକ୍ ପ୍ରଦୂଷଣକୁ ପରାସ୍ତ କରନ୍ତୁ" ବିଷୟବସ୍ତୁ ସହିତ ସଚେତନତା ପଦକ୍ଷେପ ଏବଂ ବୃକ୍ଷ ରୋପଣ କାର୍ଯ୍ୟକଳାପ ମାଧ୍ୟମରେ ବହୁତ…
ରାଜ୍ୟର ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ, ଡବଲ ଇଂଜିନ ଏବେ ଡବଲ ବିନାଶ: ବିଜେଡି
ଭୁଲ ଇଞ୍ଜେକସନରେ ୬ଜଣଙ୍କ ମୃତ୍ୟୁ ପରେ ୧୦୮ ଆମ୍ବୁଲାନ୍ସ ସେବା ଠପ
ସ୍ୱାସ୍ଥ୍ୟ ସେବା ପ୍ରଦାନରେ ବିଫଳ ସରକାର ବର୍ଷପୂର୍ତ୍ତି ଉତ୍ସବ ପାଳନ କରୁଛି
ଉତ୍ସବ ପାଳନ ବନ୍ଦ କରି ସେହି ଅର୍ଥରେ ୧୦୦୦ ଆମ୍ବୁଲାନ୍ସ କିଣାଯାଉ
ଭୁବନେଶ୍ୱର, ୦୫/୦୬/୨୦୨୫: ରାଜ୍ୟରେ ସ୍ୱାସ୍ଥ୍ୟ…
ଯାଜପୁର ଟାଉନରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ
ଯାଜପୁର, ୦୫.୦୬.୨୦୨୫: ଦୀର୍ଘ ୭୦ ବର୍ଷର ପୁରାତନ ଫୁଟୱେୟାର ତଥା ଜୋତା ଶିଳ୍ପ ବ୍ୟବସାୟରେ ଏକ ନିର୍ଭରଯୋଗ୍ୟ ବ୍ରାଣ୍ଡ ଭାବେ ପରିଚିତ ଶ୍ରୀଲେଦର୍ସ, ଯାଜପୁର ଟାଉନର କୁସୁମା ରୋଡ଼ଠାରେ ଖୋଲିଛି ନୂତନ ଶୋ’ରୁମ । ଏଠାରେ ଓଡ଼ିଶାର ଗ୍ରାହକଙ୍କ ପାଇଁ ରହିଛି ଉତ୍ତମ ମାନର, ଆରାମଦାୟକ ତଥା…
ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ବିଜାହାନ ପ୍ରକଳ୍ପରେ ଗୋଷ୍ଠୀ ସମ୍ପୃକ୍ତି ସହ ବିଶ୍ୱ…
ବିଜାହାନ, ୪ ଜୁନ୍ ୨୦୨୫: ବିଶ୍ୱ ପରିବେଶ ଦିବସର ଅବସରରେ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି ବିଜାହାନ କୋଇଲା ଖଣି ପ୍ରକଳ୍ପ ମାଧ୍ୟମରେ ବିଜାହାନ, ଭୋଗ୍ରାକଚର, ଝାରପାଲମ୍ ଏବଂ ଗିରିସିମା ଗ୍ରାମର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରଭାବଶାଳୀ ପରିବେଶ…
ଟାଟା ଷ୍ଟିଲ ଏସ୍ଇଜେଡର ଗୋପାଳପୁର ଶିଳ୍ପ ପାର୍କରେ ୫ଟି ନୂଆ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
- ନୂଆ ଶିଳ୍ପ ପ୍ରକଳ୍ପରେ ₹୨୦,୫୦୦ କୋଟିରୁ ଅଧିକ ନିବେଶ
- ଗ୍ରୀନ୍ ହାଇଡ୍ରୋଜେନ୍/ଆମୋନିଆ, ସୋଲାର୍ ସେଲ୍ ଓ ମଡ୍ୟୁଲ୍ ଏବଂ ସ୍ପେସିଆଲିଟି କେମିକାଲ୍ ଭଳି ପ୍ରମୁଖ କ୍ଷେତ୍ରର ପ୍ରକଳ୍ପ
- ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନର ଗୋପାଳପୁର ଶିଳ୍ପ ପ୍ରକଳ୍ପ (ଜିଆଇପି)ରେ ମୋଟ…
ବିଶ୍ବ ପରିବେଶ ଦିବସ ପାଳିତ : ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ପରିବେଶ ଦିବସ ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୋଇଥାଏ। ଏହି ଅବସରରେ ଆଜି (ଗୁରୁବାର) ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ…