ଲଗାଣ ବର୍ଷାରେ ୬ ପରିବାରର ଘର ଭାଙ୍ଗିଲା; ତୁରନ୍ତ ସହାୟତା ପାଇଁ ବିଧାୟକଙ୍କ ନିର୍ଦ୍ଦେଶ

ଝାରସୁଗୁଡ଼ା: ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ପୁରୁଣାବସ୍ତି ଅଞ୍ଚଳରେ ୬ଟି ପରିବାରର ଘର କ୍ଷତିଗ୍ରସ୍ତ ହୋଇ ଭାଙ୍ଗିପଡ଼ିଛି। ଖବର ପାଇ ବୁଧବାର ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।

ଖଇରବଣୀ ଚଟାଣରେ ଦୁର୍ଘଟଣା, ଗୁରୁତର ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

………………………………………………….. …………..ରାସଗୋବିନ୍ଦପୁର :-ସୋବାନଡିହରୁ ନଳଗଜା ଯାଇଥିବା ମୁଖ୍ୟ ରାସ୍ତାର ଖଇରବଣୀ ଚଟାଣ ନିକଟରେ ଭାରସାମ୍ୟ ହରାଇ ଜଣେ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ସାରୁମୂଳା ପଞ୍ଚାୟତର ମଡମଡି ଗ୍ରାମର ଦୁଃଖିରାମ ପାତ୍ର।ଦୁର୍ଘଟଣା

ଆପୋଲୋ ହସ୍ପିଟାଲ୍ସର ବିଶ୍ୱସ୍ତରୀୟ ହେଲଥ୍ କେୟାର ପଦକ୍ଷେପର ଅନାବରଣ

ଭାରତରୁ ବିଶ୍ୱସ୍ତରକୁ ସ୍ୱାସ୍ଥ୍ୟସେବାର ନୂଆ ଅଧ୍ୟାୟ ରାଉରକେଲା ,(ବସନ୍ତ କୁମାର ଜେନା): ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରି ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ବିଶ୍ୱସ୍ତରୀୟ ହେଲଥ୍ କେୟାର ପଦକ୍ଷେପର ଅନାବରଣ କରାଯାଇଛି। ନୂଆଦିଲ୍ଲୀସ୍ଥିତ ତାଜ

ଗୋମାତାଙ୍କ ସୁରକ୍ଷା ନିମନ୍ତେ ଅଭିନବ ଯୋଜନା

କେନ୍ଦୁଝର,ତା୧୯/୮- କେନ୍ଦୁଝର ଜିଲ୍ଲା ପ୍ରାଣୀ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ମିନି କଫେରେସନ ଗୃହ ଠାରେ ଗୋମାତାଙ୍କ ସୁରକ୍ଷା ତଥା ମଣିଷ ମାନଙ୍କ ଦୁର୍ଘଟଣାକୁ ପ୍ରଶମିତ କରିବା ପାଇଁ ଏକ ଜିଲ୍ଲା ସ୍ତରୀୟ ସଂଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲପାଳ

କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତାରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ, ଗଜପତି ଛାତ୍ରୀର…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୫/୮/୨୦୨୬ ଠାରୁ ୧୯/୮/୨୦୨୬ ପର୍ଯ୍ୟନ୍ତ ଏୟାର ଫୋର୍ସ ଇନ୍ଦୂର୍ ସ୍ପୋର୍ଟସ କମ୍ପ୍ଲେକ୍ସ , କେନ୍ଦ୍ରୀୟ ବିଦ୍ୟାଳୟ ନମ୍ୱର -୨ , ଜଳାହ୍ଲି (ଇଷ୍ଟ) ବାଙ୍ଗାଲୋର ଠାରେ ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଝାରସୁଗୁଡ଼ା ଜିଲ୍ଲାର ଏକ ଦମ୍ପତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲାରୁ ୮୮ ଓ ୮୯ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ (ଭା.ପ୍ର.ସେ.) ପୋଷ୍ୟ ସନ୍ତାନ ଭାବେ ଝାରସୁଗୁଡ଼ା ଜିଲ୍ଲାର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ଆଜିକୁ ପ୍ରାୟ ୧ ବର୍ଷ ପୂର୍ବେ ପରିତ୍ୟକ୍ତ

ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ ପରିସର, ଧାର୍ମିକ ସ୍ଥଳୀ, ପର୍ଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ ଜନସମାଗମ ସ୍ଥଳରେ ମଦ୍ୟପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଉପରେ ନିଷେଧାଦେଶ ଜାରି କରାଯାଇଥିବା ଜଣାପଡ଼ିଛି।

ବିଶିଷ୍ଟ ଶିକ୍ଷାବିତ୍ ଉଦୟନାଥ ପଣ୍ଡାଙ୍କ ବିୟୋଗ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗାରାବନ୍ଧର ବାସିନ୍ଦା ବିଶିଷ୍ଟ ଶିକ୍ଷାବିତ୍ ଉଦୟନାଥ ପଣ୍ଡାଙ୍କ ଅକାଳ ବିୟୋଗ ଘଟିଛି। ହ୍ରୁଦରୋଗରେ ସେ ନିଜ ଭୂବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି। ସେ ଗତକାଲି ସନ୍ଧ୍ଯାରେ ରାୟଗଡ଼ାରୁ ଫେରିଥିଲେ ଏବଂ

ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର୍ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶିକ୍ଷାନୁଷ୍ଠାନ ର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ

ଲିଙ୍ଗାଗଡ଼ ଠାରେ ଆମ ଗାଁ ଆମ ତହସିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜି.ଉଦୟଗିରି,୧୯/୦୮ (ଅବନୀ କୁମାର ପ୍ରଧାନ): ଜି.ଉଦୟଗିରି ତହସିଲ ଅନ୍ତର୍ଗତ ଲିଙ୍ଗାଗଡ ରାଜସ୍ୱ ଗ୍ରାମ ଏବଂ କତିଙ୍ଗିଆ ଗ୍ରାମ ଠାରେ ରାଜସ୍ୱ କାର୍ଯ୍ୟାଳୟ ତରଫରୁ ଆମ ଗାଁ ଆମ ତହସିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମ ରେ ଜି.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ଯୋଗ