“ଅଙ୍କୁର” ହ୍ୟାଣ୍ଡବୁକ୍ ଉନ୍ମୋଚିତ:୧୧ଟି ସହଯୋଗୀ ସଂସ୍ଥାକୁ ନେଇ ଓଡ଼ିଶାରେ ସହରୀ ଶାସନ ଓ ନବସୃଜନକୁ ନୂଆ…

ଭୁବନେଶ୍ୱର, ଅକ୍ଟୋବର ୨୭, ୨୦୨୬: ଓଡ଼ିଶାରେ ସହରୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ପୌର ସଂସ୍ଥାଗୁଡ଼ିକର ଦକ୍ଷତା ବୃଦ୍ଧି ଏବଂ ନାଗରିକକୈନ୍ଦ୍ରିକ ସେବା ପ୍ରଦାନକୁ ଅଧିକ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍ ପଦକ୍ଷେପ "ଅଙ୍କୁର" (Atal Network for…

ବ୍ୟାସନଗରରେ ୧୮ଟି ମା ଶ୍ୟାମାକାଳୀଙ୍କ ପୂଜା ମଣ୍ଡପକୁ ମାଟି ଉଠାଣ

ଯାଜପୁର / ବ୍ୟାସନଗର:: ( ବିଶ୍ୱରଂଜନ ପଟ୍ଟନାୟକ)ଯାଜପୁର ଜିଲ୍ଲା ଐତିହାସିକ କଳା ସଂସ୍କୃତିର ମାଟି ବ୍ୟାସନଗରଠାରେ ଚଳିତବର୍ଷ ମହା ଆଡମ୍ବରରେ ଅନୁଷ୍ଠିତ ହେବ ମା’ଙ୍କକାଳୀ ପୂଜା । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ତଥା ବ୍ୟାସନଗର ସହରର ଗଣପର୍ବ ମା ଶ୍ୟାମାକାଳୀଙ୍କ ଉତ୍ସଵ l ପରମ୍ପରା…

ଝାରସୁଗୁଡ଼ା ନିର୍ବାଚନ ମାମଲାରେ ହାଇକୋର୍ଟଙ୍କ ୧୪ଟି ପ୍ରମୁଖ ପ୍ରଶ୍ନ ନିର୍ଦ୍ଧାରଣ

ଅକ୍ଟୋବର ୨୯ରେ ପରବର୍ତ୍ତୀ ଶୁଣାଣି, ବିଧାୟକ ଟଙ୍କଧରଙ୍କ ନିର୍ବାଚନୀ ବୈଧତା ଉପରେ ହେବ ବିଚାର ଝାରସୁଗୁଡ଼ା, ୨୬: ଝାରସୁଗୁଡ଼ା ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ ଏବେ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପକ୍ଷରୁ ଦାଖଲ…

ବାଣପୁର ପାର୍କ ବଜାର ସାହିରେ ଆରମ୍ଭ ହେଲା ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ-୨୦୨୬ : ଝଲସୁଛି ପୂଜା ମଣ୍ଡପ !

ବାଣପୁର:(ସେକ୍ କୌସର) : ଧରାପୃଷ୍ଠରେ ମା’ ଗଜଲକ୍ଷ୍ମୀଙ୍କ ଆଗମନକୁ ନେଇ ଉତ୍ସବମୁଖର ହୋଇଉଠିଛି ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳ। ଭକ୍ତି, ଶ୍ରଦ୍ଧା ଓ ଆନନ୍ଦର ପରିବେଶ ମଧ୍ୟରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ନମ୍ବର ୱାର୍ଡ ଅନ୍ତର୍ଗତ ପାର୍କ ବଜାର ସାହିରେ ଶ୍ରୀ ଶ୍ରୀ ମା’…

ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଗ୍ରିଡକୋର ଆହ୍ୱାନ; ସତର୍କତା ସପ୍ତାହରେ ସତ୍ୟନିଷ୍ଠାର ଶପଥ ନେଲେ କର୍ମଚାରୀ

ଭୁବନେଶ୍ୱର, ୨୬ ଅକ୍ଟୋବର ୨୦୨୬: ଗ୍ରିଡକୋ ଲିମିଟେଡ୍ ପକ୍ଷରୁ ଆଜି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୬ର ଶୁଭାରମ୍ଭ ଅବସରରେ କର୍ମଚାରୀମାନେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସାର୍ବଜନୀନ ସେବାରେ ନୈତିକ ଆଚରଣ ବଜାୟ ରଖିବା ପାଇଁ ସତ୍ୟନିଷ୍ଠାର ଶପଥ ଗ୍ରହଣ କରିଥିଲେ। ଅକ୍ଟୋବର…

ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ଶପଥ ନେଲେ ଅଭିଯୋଜନ ଅଧିକାରୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ତଥା ସତତ ଚେଷ୍ଟିତ କେନ୍ଦ୍ର ଓ ରାଜ୍ୟ ସରକାର। ଏହି କ୍ରମରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ନିକଟରୁ ପ୍ରାପ୍ତ ପତ୍ର ତଥା ରାଜଧାନୀ ଭୁବନେଶ୍ୱରସ୍ଥିତ ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟର…

ପାରଳାଖେମୁଣ୍ଡି ଉଚ୍ଚ ମାଧ୍ଯମିକ ମହିଳା ବିଦ୍ୟାଳୟର ପୂର୍ବତନ ଅଧ୍ଯକ୍ଷ ଡ. ଶଙ୍କର ପ୍ରସାଦ ବକ୍ସିଙ୍କ ପରଲୋକ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉଚ୍ଚ ମାଧ୍ଯମିକ ମହିଳା ବିଦ୍ୟାଳୟର ପୂର୍ବତନ ଅଧ୍ଯକ୍ଷ ଡ. ଶଙ୍କର ପ୍ରସାଦ ବକ୍ସିଙ୍କର ଆଜି ପୂର୍ବାହ୍ନ ଘ୧୧.୪୦ ମିନିଟ୍ ସମୟରେ ଭୂବନେଶ୍ୱରସ୍ଥିତ ମଣିପାଲ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଯାଇଛି।ସେ ଶୁକ୍ରବାର…

ଦୁର୍ନୀତି ନିବାରଣ ସପ୍ତାହ -୨୦୨୬ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥପାଠ ଗ୍ରହଣ

କଟକ ତା ୨୬.୧୦.୨୦୨୬ ରିଖ – ଦୁର୍ନୀତି ନିବାରଣ ସପ୍ତାହ -୨୦୨୬ ପାଳନ ଅବସରରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ନାଗରିକଙ୍କ ନିମନ୍ତେ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ…

ଜଳେଶ୍ଵର ର ନାବାଳିକା ଛାତ୍ରୀ କୁ ବଳାତ୍କାର ଓ ହତ୍ୟା ପରିବାର କୁ ଉପଯୁକ୍ତ ନ୍ୟାୟ ଦାବିରେ ପ୍ରତିବାଦ ସଭା।

ନୀଳଗିରି,ତା,୨୬/୧୦-ଜଳେଶ୍ଵର ର ନା ବାଳିକା ଛାତ୍ରୀ କୁ ବଳାତ୍କାର ଓ ହତ୍ୟା କରା ଯାଇଛି।ତାକୁ ଓ ତାର ପରିବାର କୁ ଉପଯୁକ୍ତ ନ୍ୟାୟ ଦାବୀ ରେ ପ୍ରତିବାଦ ସଭା କରାଯାଇଛି।ଆଜି ଏସ ଏଫ ଆଇ, ଗଣତାନ୍ତ୍ରିକ ମହିଳା ସମିତି ଓ କୃଷକ ସଭା ନୀଳଗିରି ଶାଖା ତରଫରୁ ଜଳେଶ୍ଵର ର ନାବାଳିକା କୁ…