ଲୁଣା ନଦୀ ବନ୍ଧରୁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ।

କେନ୍ଦ୍ରାପଡା:30,10(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କୁଦାନଗରୀ ଥାନା ଅନ୍ତର୍ଗତ ମାହାରାକୁଳ ନିକଟ ଲୁଣା ନଦୀ ବନ୍ଧରୁ ଜଣେ ଅଜଣା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି…

ମାଆଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ପୁଅ ଥାନାରେ ଅଟକ ।

କେନ୍ଦ୍ରାପଡା:୩୦,୧୦(ପ୍ରଫୁଲ୍ଲ କୁମାର ମଲ୍ଲ) ମାଆଙ୍କ ପ୍ରତି ଅମାନବୀୟ ଆଚରଣ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ପୁଅକୁ ଥାନାରେ ଅଟକ ରଖିଛି ପୋଲିସ। ଏଭଳି ଏକ ଲଜ୍ଜାଜନକ ଘଟଣା ଡେରାବିଶ ଥାନା ଅଧୀନ ରଘୁଦେଇପୁର ପଞ୍ଚାୟତର ରାଜନଗର ଗ୍ରାମରେ ଘଟିଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ,…

ଗୁଣୁପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ‘ସୁରକ୍ଷିତ ବଚପନ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିଶୁ ଯୌନ ନିର୍ଯାତନା ନିରୋଧ ଓ ଆଇନଗତ ସଚେତନତା ଉପରେ ଗୁରୁତ୍ୱ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ଶିଶୁମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ପ୍ରଦାନ କରିବା ସହ ସେମାନଙ୍କ ମଧ୍ୟରେ ଆଇନଗତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗୁଣୁପୁରଠାରେ ‘ସୁରକ୍ଷିତ ବଚପନ ଅଭିଯାନ’…

ଟିଏସଏଏଫ୍ ଆନୁକୂଲ୍ୟରେ ଇଷ୍ଟ ଜୋନ୍ କ୍ଲାଇମ୍ବିଂ ଚାମ୍ପିୟନସିପ୍‌ ଆୟୋଜିତ

ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲେ ୪ ଓଡ଼ିଆ ଆଥଲେଟ୍‌ ଭୁବନେଶ୍ୱର, ୩୦.୧୦.୨୦୨୬- ଭାରତୀୟ ପର୍ବତାରୋହଣ ଫେଡେରେସନ୍ (ଆଇଏମ୍‌ଏଫ୍‌) ଦ୍ୱାରା ଓଡ଼ିଶା ଟିଏସ୍‌ଏଏଫ୍ କ୍ଲାଇମ୍ବିଂ ହାଇ ପରଫରମାନ୍ସ ସେଣ୍ଟର (ଏଚ୍‌ପିସି), ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ…

କିମ୍‌ସରେ ୨୦୨୬ ଏମ୍‌ବିବିଏସ୍ ଓ ବିଡିଏସ୍ ବ୍ୟାଚ୍‌ର ହ୍ୱାଇଟ୍ କୋଟ୍ ସମାରୋହ

ଭୁବନେଶ୍ୱର, ୩୦ ।୧୦: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‍ସେସ୍ (କିମ୍‌ସ)ରେ ୨୦୨୬ ଏମ୍‌ବିବିଏସ୍ ଓ ବିଡିଏସ୍ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଶୁକ୍ରବାର ହ୍ୱାଇଟ୍ କୋଟ୍ ସମାରୋହ ଅନୁଷ୍ଠିତ ହୋଇଛି। ନବାଗତ ଏମ୍‌ବିବିଏସ୍ ଓ ବିଡିଏସ୍ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି କିଟ୍‌,…

ଓଡ଼ିଶା ଏକ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେବାକୁ ପ୍ରସ୍ତୁତ: ଡ.ମୁକେଶ ମହାଲିଙ୍ଗ

• ଉଦ୍ୟମିତା ସମସ୍ତ ୩୦ଟି ଜିଲ୍ଲାକୁ ପହଞ୍ଚୁଛି : ହେମନ୍ତ ଶର୍ମା• ୪ ବିଲିୟନ ଡ଼ଲାରରୁ ଅଧିକ ପୁଞ୍ଜିନିବେଶ ସହିତ ପାଞ୍ଚୋଟି ସେମିକଣ୍ଡକ୍ଟର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ବିଶାଳ ଦେବ ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ହୋଟେଲ କ୍ରିଷ୍ଟାଲ କ୍ରାଉନ୍‌ରେ ଟାଇ ଭୁବନେଶ୍ୱର ପକ୍ଷରୁ ଏହାର…

ସମ୍ବଲପୁରଠାରେ ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ସାଂସଦମାନଙ୍କ ଡିଭିଜନାଲ କମିଟି ବୈଠକ ଅନୁଷ୍ଠିତ ।

ରେଳ ଭିତ୍ତିଭୂମି, ଯାତ୍ରୀ ସୁବିଧା ଓ ଆଞ୍ଚଳିକ ରେଳ ସଂଯୋଗ ଉପରେ ମାନ୍ୟବର ସାଂସଦମାନଙ୍କ ଆଲୋଚନା ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ, ନୂତନ ରେଳପଥ ନିର୍ମାଣ ଓ ଉନ୍ନତ ଟ୍ରେନ୍ ସେବା ଉପରେ ଗୁରୁତ୍ୱାରୋପ ଭୁବନେଶ୍ୱର, ଅକ୍ଟୋବର ୩୦, ୨୦୨୬: ପୂର୍ବ ତଟ ରେଳପଥର…

ସରକାରଙ୍କ ଦ୍ଵାରା ନିର୍ମିତ ଚେକ୍ ଡେମ୍ ର ପାଚେରୀ ଭାଙ୍ଗି “ଓଁ କାର” ମନ୍ଦିର ପ୍ରାଙ୍ଗଣରୁ ମାଟି ଚୋରି…

ମନ୍ଦିର ପ୍ରାଙ୍ଗଣ ସୁରକ୍ଷାକୁ ନେଇ ଟ୍ରଷ୍ଟ ପକ୍ଷରୁ କ୍ଷୋଭ ପ୍ରକାଶ। ବାରିପଦା/ସାରସକଣା ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଗୋଲପମଣି ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଚାକଦହ ଠାରେ ଥିବା "ଓଁ କାର" ମନ୍ଦିର ପ୍ରାଙ୍ଗଣର ସୁରକ୍ଷାକୁ ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଉଠିଛି…

ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ

ବରିଷ୍ଠ ବିଜେଡି ନେତୃବୃନ୍ଦଙ୍କ ପକ୍ଷରୁ ସ୍ୱାଗତ ରେଙ୍ଗାଲି ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଜେଡି ହେବ ସୁଦୃଢ ୨୦୨୯ରେ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରିବା ପାଇଁ ଦେଲେ ପ୍ରତିଶ୍ରୁତି ଭୁବନେଶ୍ୱର, ୩୦/୧୦/୨୦୨୬: ବିଜେଡିରେ ସାମିଲ ହୋଇଛନ୍ତି…

ଜଳବନ୍ଦୀ ଲୋକଙ୍କ ଦୁଃଖ ବୁଝିଲେ ବିଧାୟକ ରୂପେଶ ପାଣିଗ୍ରାହୀ

ବର୍ଷା ବିପତ୍ତିରେ ଲୋକଙ୍କ ପାଖରେ ଛିଡ଼ା ହେଲେ ବିଧାୟକ ; ପାନୀୟ ଜଳ , ଖାଦ୍ୟ ଓ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ଅଧିକାରୀଙ୍କୁ ତୁରନ୍ତ ନିର୍ଦ୍ଦେଶ ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପ୍ରକୃତିର ତାଣ୍ଡବ , ଆକାଶରୁ ଥମିବାର ନାଁ ନେଉନଥିବା ଲଗାଣ ବର୍ଷା ଏବଂ…