କିମସରେ ହୃତପିଣ୍ଡ ଧମନୀର ସଫଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ୨୧ ବର୍ଷୀୟ ଯୁବକ

ଭୁବନେଶ୍ୱର: ଭଦ୍ରକର ଜଣେ ୨୧ ବର୍ଷୀୟ ଅନାଥ ଯୁବକଙ୍କ ଜୀବନ ବଞ୍ଚାଇବାରେ କିମସ ଭୁବନେଶ୍ୱରର ଡାକ୍ତରମାନେ ସଫଳ ହୋଇଛନ୍ତି। ବେକରେ ବଢ଼ୁଥିବା ଏକ ବିଶାଳ ଫୁଲା ଯୋଗୁଁ ରୋଗୀଙ୍କ ଶ୍ୱାସକ୍ରିୟା ଓ ଖାଦ୍ୟପାନୀୟ ଗିଳିବାରେ ଗୁରୁତର ସମସ୍ୟା ଦେଖାଦେଇଥିଲା। କିମ୍‍ସରେ ଜଟିଳ ଜରୁରୀକାଳୀନ

ଓଡ଼ଗାଁରେ ଓଏସବିଏ ଲେଭେଲ୍-୩ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା

ଜିଲ୍ଲାସ୍ତର ପାଇଁ ୧୦ ଖେଳାଳି ମନୋନୀତ ଓଡ଼ଗାଁ, ୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍‌ଏସିସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍‌ରେ ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍‌ (ଓଏସବିଏ) ପକ୍ଷରୁ ଲେଭେଲ୍-୩ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା

କାର ଧକ୍କାରେ ଛାତ୍ରୀ ଗୁରୁତର

ଓଡ଼ଗାଁ, ୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍‌ଏସି ବ୍ଲକ ରୋଡ୍‌ରେ ଅଜଣା କାର ଧକ୍କାରେ ଜଣେ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରୀ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ନିକଟ ଗନ୍ଧବାରଣ ଗ୍ରାମ ଯୋଗେନ୍ଦ୍ର ସାହୁଙ୍କ ଝିଅ ସୁନିତା ସାହୁ

ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର; ୨୨୮ ଅଭିଯୋଗ ପଞ୍ଜିକୃତ, ୩୭ର ତତ୍କାଳ ସମାଧାନ,

ସହରାଞ୍ଚଳ ଚାଷଜମିରୁ ଆଂଶିକ ବିକ୍ରୟ ଅନୁମତି ପାଇଁ ଦାବି ଓଡ଼ଗାଁ, ୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ

୧୧୪ଟି କାର୍ଯ୍ୟାଳୟରେ ରୁଫ୍‌ଟପ୍ ସୋଲାର ସ୍ଥାପନ ଜରିଆରେ ସବୁଜ ଶକ୍ତି ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲା…

ରୁଫ୍‌ଟପ୍ ସୋଲାର ବ୍ୟବସ୍ଥାରୁ ୮.୯୨ ଲକ୍ଷରୁ ଅଧିକ ୟୁନିଟ୍ ସ୍ୱଚ୍ଛ ବିଜୁଳି ଉତ୍ପାଦନ, ପ୍ରାୟ ୭୩୨ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ରୋକାଯାଇ ପାରିଛି ସମ୍ବଲପୁର/ବୁର୍ଲା, ୨୪ ଅଗଷ୍ଟ ୨୦୨୬ : ନିଜର ଅକ୍ଷୟ ଶକ୍ତି ପଦଚିହ୍ନକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ନୀଳଗିରି ଅବକାରୀ ବିଭାଗର ଚଢାଉ, ୧୮୦ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ସହ ମହିଳା ଗିରଫ।

ନୀଳଗିରି, ୨୪/୮: ନୀଳଗିରୀ ଅବକାରୀ ବିଭାଗ ନୀଳଗିରି ଉପଖଣ୍ଡର ଦକ୍ଷିଣ ନରସିଂହପୁର ଗ୍ରାମରେ ଚଢାଉ କରି ଜଣେ ମହିଳାଙ୍କ ନିକଟରୁ ୧୮୦ଗ୍ରାମ୍ ବ୍ରାଉନ ସୁଗାରର ଜବତ କରିବା ସହ ମହିଳାକୁ ଗିରଫ କରିଛନ୍ତି। ଗିରଫ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ନରେନ୍ଦ୍ର ମଲ୍ଲିକ ର ସ୍ତ୍ରୀ ମିନତି ମଲ୍ଲିକ୍

ଜାତୀୟ ଚମ୍ପିୟାନସିପ:ବ୍ରହ୍ମପୁର କରାଟେ ଏକାଡେମୀ ର ଅଭୁତ ପୂର୍ବ ସଫଳତା

ବ୍ରହ୍ମପୁର: ବିଶାଖପାଟଣାରେ ଏକ ଦୁଇଦିନିଆ କରାଟେ ପ୍ରତିଯୋଗିତାରେ ବ୍ରହ୍ମପୁର କରାଟେ ଏକାଡେମୀର ଆଠଜଣ କରାଟେ ଖେଳାଳି ଅଂଶ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି। ପ୍ରଶିକ୍ଷକ ସିହାନ ତ୍ରିଲୋଚନ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗିତାର ବିଭିନ୍ନ ବୟସ ବର୍ଗର କାଟା

ମାଲିକାପଡ଼ି ଠାରେ ଆମ ଗାଁ ଆମ ତହସିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜି.ଉଦୟଗିରି,୨୪/୦୮ (ଅବନୀ କୁମାର ପ୍ରଧାନ): ଜି.ଉଦୟଗିରି ତହସିଲ କାର୍ଯ୍ୟଳୟ ତରଫରୁ ଆମ ଗାଁ ଆମ ତହସିଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ତର୍ଗତ ମାଲିକାପଡ଼ି ରାଜସ୍ୱ ଗ୍ରାମ ଠାରେ ଆମ ଗାଁ ଆମ ତହସିଲ୍ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଥିଲା।ଏହି କ୍ୟାମ୍ପ କୋର୍ଟ ରେ ଜି.ଉଦୟଗିରି ତହସିଲଦାର

ସାନମସିଗାଁରେ ନବନିର୍ମିତ ସିଏଚ୍‌ସି ଭବନ ଉଦ୍‌ଘାଟିତ

ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ନୂଆ ପଦକ୍ଷେପ ଆଶାକର୍ମୀଙ୍କୁ ଆଶା କିଟ୍‌ ବଣ୍ଟନ କଲେ ମାନ୍ୟବର ମନ୍ତ୍ରୀ ନବରଙ୍ଗପୁର, ତା. ୨୪.୦୮.୨୦୨୬: ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନମସିଗାଁଠାରେ ନବନିର୍ମିତ କମ୍ୟୁନିଟି ହେଲ୍ଥ ସେଣ୍ଟର

ପ୍ରଶାସନକୁ ଅପେକ୍ଷା କରି କରି ଥକିଲେ, ଶେଷରେ ରାସ୍ତାକୁ ଓହ୍ଲାଇଲେ ସଚେତନ ଯୁବକ

ବିଜେପୁର: ଅଭିଯୋଗ ପରେ ଅଭିଯୋଗ, ହେଲେ ସମସ୍ୟାର ସମାଧାନ ହେଲାନି। ଶେଷରେ ପ୍ରଶାସନର ରାସ୍ତା ମରାମତିକୁ ଅପେକ୍ଷା ନକରି ନିଜେ ରାସ୍ତା ସଜାଇବାକୁ ଆଗେଇ ଆସିଲେ ଯୁବକ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର–ଲିମଟିକିରା ରାସ୍ତାରେ।ଦୀର୍ଘ ଦୁଇ ମାସରୁ