ପାପଡ଼ାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳିତ

ଅମର ଶହୀଦଙ୍କ ତ୍ୟାଗ, ବୀରତ୍ୱ ଓ ଦେଶପ୍ରେମକୁ ସ୍ମରଣ କଲା ନବରଙ୍ଗପୁର ନବରଙ୍ଗପୁର, ତା. ୨୪.୦୮.୨୦୨୬: ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡିସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଶ୍ରଦ୍ଧା, ସମ୍ମାନ ଓ ଦେଶପ୍ରେମର ଭାବନାରେ ଶହୀଦ ସ୍ମୃତି ଦିବସ ପାଳିତ ହୋଇଛି।

ଡିଏଭି ପରିସରରେ ସଂସ୍କୃତ ସପ୍ତାହ ଉଦଘାଟିତ

ଝାରସୁଗୁଡ଼ା ୨୪/୦୮/୨୦୨୬: ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ସପ୍ତାହବ୍ୟାପୀ ସଂସ୍କୃତ ସପ୍ତାହ ଆଜି ଉତ୍ସାହ ଓ ଉଦ୍ଦୀପନାର ସହିତ ଉଦଘାଟିତ ହୋଇଯାଇଛି । ପ୍ରାଚୀନ ଭାରତୀୟ ଜ୍ଞାନ, ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧର ବାହକ ସଂସ୍କୃତ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ

ଜାତୀୟ ଭଲିବଲ୍ ଚାମ୍ପିୟନଶିପ୍‌ରେ ଶ୍ରେୟସ ପାତ୍ର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାଇଁ ଏହା ଏକ ଗର୍ବର ବିଷୟ। ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ , ଗଜପତିର ଛାତ୍ର ଶ୍ରେୟସ ପାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଭୁବନେଶ୍ୱର ରିଜିଅନ୍ ପକ୍ଷରୁ ଅଣ୍ଡର-୧୭ ବାଳକ ଭଲିବଲ୍ ଦଳରେ ଅଂଶଗ୍ରହଣ କରିଛନ୍ତି।୫୫ତମ

ଟିପିଏସ୍ଓଡିଏଲ୍ ପକ୍ଷରୁ ‘ଗ୍ରୀନ୍ ଚାମ୍ପିଅନ୍‌’ମାନଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, ଅଗଷ୍ଟ ୨୦୨୬:ବ୍ରହ୍ମପୁର: ସ୍ୱଚ୍ଛ ଶକ୍ତି ଓ ସ୍ଥାୟୀ ଭବିଷ୍ୟତ ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ, ସ୍ୱାଧୀନତା ଦିବସ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗ୍ରାହକ ଓ

ବୃଦ୍ଧି ପାଉଛି ଚିନି ଦର. ଖାଉଟି ମୁଣ୍ଡରେ ଚଡ଼କ

ବେଲଗୁଣ୍ଠା : 24/08/26-:(ଶିବରାମ ଚୌଧୁରୀ )-ଗତ କିଛି ଦିନ ହେଲା ବେଲଗୁଣ୍ଠା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ରୂପେ ପରିଚିତ ଚିନିଦର ଅହେତୁକ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଛି। ଯାହାକୁ ନେଇ ବିଭିନ୍ନ ମହଲରେ

ଲିଙ୍କ୍ ଫେଲ୍ ପାଇଁ ଚାଷୀଙ୍କ ପଞ୍ଜିକରଣ ବାଧାପ୍ରାପ୍ତ

ଜିଲ୍ଲାରେ ୪୮ ପ୍ରତିଶତ ଚାଷୀଙ୍କ ପଞ୍ଜିକରଣ ବାକି ,ସମୟସୀମା ବଢ଼ାଇବାକୁ ଦାବି ଓଡ଼ଗାଁ, ୨୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ସମବାୟ ସମିତିରେ ଚାଷୀଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ଚଳିତ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ

ତିନି ମାସ ହେଲା ହିତାଧିକାରୀଙ୍କୁ ମିଳୁନି ଭତ୍ତା

ଓଡ଼ଗାଁ ବ୍ଲକରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ ହନ୍ତସନ୍ତ : ନୂଆ ଭତ୍ତା ପାଇଁ ୧୫ ଶହ ଆବେଦନ ଓଡ଼ଗାଁ, ୨୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ଭତ୍ତା ପ୍ରଦାନରେ ଅନିୟମିତତାକୁ ନେଇ

ଶ୍ରୀ ରଘୁନାଥ ଜିଉଙ୍କ ଝୁଲଣ ପର୍ବ ଆରମ୍ଭ

ଓଡ଼ଗାଁ, ୨୩।୮(ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରାବଣ ଶୁକ୍ଳ ପୁତ୍ରଦା ଏକାଦଶୀ ତିଥିରୁ ଓଡ଼ଗାଁ ବିଜେ ଶ୍ରୀରଘୁନାଥଜିଉଙ୍କ ଝୁଲଣଯାତ୍ରା ଆରମ୍ଭ ହୋଇଛି। ଏହା ଆସନ୍ତା ଗୁରୁବାର ଝୁଲଣ ପୂର୍ଣ୍ଣିମା ବଳଭଦ୍ର ଜନ୍ମରେ ପୂର୍ଣ୍ଣାଙ୍ଗ ହେବ ବୋଲି ସୂଚନା ମିଳିଛି। ଏଥିସହ ଓଡ଼ଗାଁ ଅଞ୍ଚଳର ବିଭିନ୍ନ

ଓଡ଼ିଶା ସ୍ୱାର୍ଥକୁ ଜଳାଞ୍ଜଳି ଦେଲେ ବିଜେପି ସାଂସଦ: ବିଜେଡି

ଏମ୍ଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଚୁପ ରହିଲେ ବିଜେପି ସାଂସଦ ସଂସଦରେ ବିଲ ବାବଦରେ ମୁଁହ ଖୋଲିଲେ ନାହିଁ ବିଜେପି ସାଂସଦ ବିଜେପି ହେଉଛି ବ୍ୟବସାୟୀ ମାନଙ୍କ ପାର୍ଟି ଭୁବନେଶ୍ୱର, ୨୩/୦୮/୨୦୨୬: ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ

ରାଣୀପେଣ୍ଠ ଗ୍ରାମର କ୍ରିଷ୍ଣା ନଗରବାସୀ ଜଳବନ୍ଦୀ ଘେରାରେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୁଖ୍ଯ କାର୍ଯ୍ୟାଳୟ ପାରଳାଖେମୁଣ୍ଡିର ଉପକଣ୍ଠ ରାଣୀପେଣ୍ଠ ଗ୍ରାମର କ୍ରିଷ୍ଣାନଗର ୧ ଓ ୨ ବାସିନ୍ଦା ପାଣି ଘେରରେ ଆବଦ୍ଧ ହୋଇ ଗତ ୩ ଦିନ ହେଲା ପଡି ରହିଛନ୍ତି। ପ୍ରାୟ ୫୦ଟି ପରିବାର ଏହି ଅଞ୍ଚଳରେ ରହୁଛନ୍ତି। ଗତ ତିନିଦିନ