ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲାର ଆଦିବାସୀ ଛାତ୍ରଙ୍କ କୃତିତ୍ୱ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ଚମ୍ପାସାହି ଗ୍ରାମର ଜଣେ ସାଧାରଣ ଚାଷୀ ଅଜିତ ଭୂୟାଁ ଓ ସବିତା ଭୂୟାଁଙ୍କ ପୁତ୍ର କାହ୍ନୁ ଭୂୟାଁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେ ରାୟଗଡ ଆଦର୍ଶ ବିଦ୍ୟାଳୟରୁ +୨ ବିଜ୍ଞାନରେ ପାସ୍

ଅବକାରୀ ବିଭାଗ ପଞ୍ଝାରେ ୨ ନିଶାବେପାରୀ

୬୦ ଗ୍ରାମର ହେରୋଇନ ସହ ୧୦ ହଜାର ଟଙ୍କା ଓ ୨ କେଜି ୨୦୦ ଗ୍ରାମର ଗଞ୍ଜେଇ ଜବତ। ଜଗତସିଂହପୁର: ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ ଚାଲିଥିବାବେଳେ ୨୫ ତାରିଖ ମଙ୍ଗଳବାର ଦିନ ପାରାଦ୍ବୀପ ଏବଂ ବିରିଡି ଥାନା ଅଞ୍ଚଳରେ ଚଢାଉ କରି ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି

ବେଆଇନ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ: ୬୮ କେଜି ଗଞ୍ଜେଇ ଜବତ, ୨ ଗିରଫ, ଦୁଇ କାର୍ ଜବତ

ବେଲଗୁଣ୍ଠା, ୨୫/୦୮:(ଶିବରାମ ଚୌଧୁରୀ )-ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ବୁଗୁଡ଼ା ଅବକାରୀ ବିଭାଗ ପକ୍ଷରୁ ବେଲଗୁଣ୍ଠା ନିକଟ ଗୋଶାଳା ଛକଠାରେ ଚଢ଼ାଉ କରାଯାଇ ୬୮ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଗଞ୍ଜେଇ ଚାଲାଣ ହେଉଥିବା ଦୁଇଟି କାର କୁ ଜବତ କରିବା ସହ ଦୁଇ

ଶିଶୁ ଶ୍ରମ ଓ ବାଲ୍ୟବିବାହ ରୋକିବାକୁ ଜିଲ୍ଲାସ୍ତରୀୟ କର୍ମଶାଳା

ଶିଶୁ ଭିକ୍ଷାବୃତ୍ତି ଓ ଚାଲାଣ ନିବାରଣ ସହ ପୁନର୍ବାସ ଉପରେ ଗୁରୁତ୍ୱ ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଶିଶୁ ଶ୍ରମିକ, ବାଲ୍ୟବିବାହ, ଶିଶୁ ଭିକ୍ଷାବୃତ୍ତି ଓ ଶିଶୁ ଚାଲାଣ ଭଳି ଗୁରୁତର ସମସ୍ୟାର ନିରାକରଣ ସହ ଶିଶୁଙ୍କ ଅଧିକାର ଓ ସୁରକ୍ଷା ନିଶ୍ଚିତ କରିବା ନେଇ ଏକ

ଝାରସୁଗୁଡ଼ା ଡିଏଭିରେ ଇନଭେଷ୍ଟିଚର ସେରେମନି

ଛାତ୍ର ପରିଷଦରେ ଚାରିଟି ହାଉସ ଓ ବାରଟି କ୍ଲବ ଗଠିତ ଝାରସୁଗୁଡ଼ା-ଝାରସୁଗୁଡ଼ା ଡିଏଭି ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ଶିକ୍ଷାବର୍ଷ ୨୦୨୬-୨୭ ଲାଗି ଛାତ୍ର ପରିଷଦ ଗଠନ ହେବା ସହ ଦାୟିତ୍ୱ ଅର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଛି ଏବଂ

ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ ନେଇ ଝାରସୁଗୁଡ଼ାରେ ମଶାଲ ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀ ଓ ବିଜେପି ସାଂସଦଙ୍କ କୁଶପୁତ୍ତଳିକା…

ଝାରସୁଗୁଡ଼ା: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ ନେଇ ଓଡ଼ିଶାର ସ୍ୱାର୍ଥ ଓ ଅଧିକାର ପ୍ରଶ୍ନରେ ରାଜ୍ୟ ସରକାର ଓ ବିଜେପିର ୨୦ ଜଣ ସାଂସଦ ନୀରବ ରହିଥିବା ଅଭିଯୋଗ କରି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ସମେତ ଇଣ୍ଡିଆ ଗଠବନ୍ଧନର ବିଭିନ୍ନ ଦଳ ପକ୍ଷରୁ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି।

ପଠାଣି ସାମନ୍ତ ଗଣିତ ମେଧାବୃତ୍ତିରେ ଛାତ୍ରଙ୍କ କୃତିତ୍ୱ

ବେଲଗୁଣ୍ଠା,୨୫/୦୮, -(ଶିବରାମ ଚୌଧୁରୀ )-ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ ଗାଙ୍ଗପୁର ଅନ୍ତର୍ଗତ ସିଆରିମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ହିଂମାଶୁ ବିଷୋୟୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ପରୀକ୍ଷାରେ ୫୭ ନମ୍ବର ପାଇ ସୋରଡ଼ା ବ୍ଲକ୍‌ରେ ପ୍ରଥମ ସ୍ଥାନ ଅଧିକାର

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇନୋଭେସନ କାର୍ଯ୍ଯକ୍ରମ ଅନୁଷ୍ଠିତ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପାଇକମାଳ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ନବସୃଜନ ଉଦ୍ୟୋଗକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । " ବଡ଼ ପରିବର୍ତ୍ତନ ସବୁବେଳେ ବଡ଼ ଚିନ୍ତାରୁ ନୁହେଁ , ଏକ ଛୋଟ ନୂଆ

ଓଡ଼ିଶାର ସର୍ବଶ୍ରେଷ୍ଠ ଏନ୍‌ଏସି ଭାବେ ଓଡ଼ଗାଁ ଏନ୍‌ଏସିକୁ ମିଳିବ ସମ୍ମାନ

ପୁରସ୍କାର ବାବଦରେ ମିଳିବ ୨ କୋଟି ଟଙ୍କା ଓଡ଼ଗାଁ, ୨୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ସମଗ୍ର ଓଡ଼ିଶାରେ ସ୍ଥାନୀୟ ରାଜସ୍ୱ ଆୟ ଅଭିବୃଦ୍ଧି ଓ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରି ସର୍ବଶ୍ରେଷ୍ଠ ଏନ୍‌ଏସି ଭାବେ

ଓଡ଼ଗାଁ ବ୍ଲକ ‘ବେଟି ବଚାଓ, ବେଟି ପଢ଼ାଓ’ କାର୍ଯ୍ୟକ୍ରମ

ଶିଶୁଙ୍କ ଅଧିକାର ଓ ସୁରକ୍ଷା ସହ ବାଲ୍ୟବିବାହ ରୋକିବା ଉପରେ ଗୁରୁତ୍ୱ ଓଡ଼ଗାଁ, ୨୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସଭାଗୃହରେ ‘ବେଟି ବଚାଓ, ବେଟି ପଢ଼ାଓ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଶୁଙ୍କ ଅଧିକାର, ସୁରକ୍ଷା ଓ ବାଲ୍ୟବିବାହ ରୋକିବା ନେଇ ଏକ