Sign in
Sign in
Recover your password.
A password will be e-mailed to you.
ମିସ୍ ଦିଭା ଏକ୍ସେଲେନ୍ସ ୨୦୨୬: ଜାତୀୟ ମଞ୍ଚରେ ଓଡ଼ିଶାର ଜାନଭୀ ଜେନାଙ୍କ ଦୀପ୍ତିମାନ ସଫଳତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ପାଇଁ ଏକ ଗର୍ବ ଓ ପ୍ରେରଣାଦାୟକ ମୁହୂର୍ତ୍ତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଜାନଭୀ ଜେନା ମିସ୍ ଦିଭା ଏକ୍ସେଲେନ୍ସ ୨୦୨୬ ମୁକୁଟ ହାସଲ କରିଛନ୍ତି।ଦିଲ୍ଲୀ ଏନ୍ସିଆର୍ର ହାୟାତ୍ ସେଣ୍ଟ୍ରିକ୍ ଠାରେ ଆୟୋଜିତ ଏହି ସମ୍ମାନଜନକ!-->!-->!-->…
ସାଂସଦ ଭାବରେ ୭ବର୍ଷର ହିସାବ ଦେଲେ ଅପରାଜିତା
୭ ବର୍ଷରେ ୫୫ପ୍ରକାର ବିକାଶ ଓ ସେବା କାର୍ଯ୍ୟର ବିବରଣୀ ଦେଲେ ଭୁବନେଶ୍ୱର ସାଂସଦ
୮୮% ଜନ ଅଭିଯୋଗ ର ହୋଇଛି ସମାଧାନ: ସାଂସଦ
ଭୁବନେଶ୍ୱର ତା ୨୬.୦୮: ବିକାଶ ଓ ସେବା ହିଁ ରାଜନୀତି ର ମୂଳ ମନ୍ତ୍ର। ଯାହାକୁ ପାଥେୟ କରି ଜନସଂପର୍କ,ସଂଗଠନ ଗଢ଼ିବା ସହିତ ସାଂସଦ ଭାବରେ ସଂସଦ ଓ ଦେଶ!-->!-->!-->!-->!-->!-->!-->…
ଓଡିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି: ବିଜେଡି
ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ
ଓଡ଼ିଶାବାସୀଙ୍କ ହକ୍ ଛଡାଇ ନେଉଛି ଡବଲ ଇଞ୍ଜିନ ସରକାର
ଖଣି ମାଲିକଙ୍କ ପ୍ରତି ବିଜେପି ସରକାରଙ୍କ ଏତେ ପ୍ରୀତି କ’ଣ ପାଇଁ ?
ଭୁବନେଶ୍ୱର, ୨୬/୦୮/୨୦୨୬: ଓଡିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡ଼ିଶାକୁ ଲୁଟିବାରେ!-->!-->!-->!-->!-->!-->!-->!-->!-->…
ଶୌଚାଳୟ ତିଆରି ହେଲା, ହେଲେ ତାଲା ଖୋଲିଲାନି!
ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ
ବିଜେପୁର : ସାଧାରଣ ଲୋକଙ୍କ ସୁବିଧା ପାଇଁ ବିଜେପୁର ବିଜ୍ଞାପିତ ଅଞ୍ଚଳରେ ନୂତନ ଭାବେ ନିର୍ମାଣ ହୋଇଛି ଶୌଚାଳୟ। ହେଲେ ନିର୍ମାଣ ସରିବା ପରେ ମଧ୍ୟ ଏହାର ତାଲା ଖୋଲୁନାହିଁ। ଫଳରେ ଲୋକଙ୍କ ବ୍ୟବହାରକୁ ଆସିବା ପୂର୍ବରୁ ହିଁ ଶୌଚାଳୟଗୁଡ଼ିକ!-->!-->!-->!-->!-->…
କେନ୍ଦୁଝର ରେ ଇଦ ମିଲାଦୁନ ନବୀ
କେନ୍ଦୁଝର :-କେନ୍ଦୁଝର ସଦର ମହକୁମା ପୁରୁଣା ସହର ଜୁମ୍ମା ମସଜିଦ ରୁ ଏକ ବିଶାଳ ଜୁଲୁସ ସହର ପରିକ୍ରମା କରି ଶାନ୍ତି ସ୍ନେହ ଭାଇଚାରା ର ବାର୍ତା ପ୍ରଦାନ କରିଛି ଇଦ ମିଲାଦୁନ ନବୀ ର ପର୍ବ, ଆଜି ପ୍ରାତଃ ରୁ ମସଜିଦ ପରିସର ଉତ୍ସବ ମୁଖର ହୋଇପଡ଼ିଥିଲା, ମୁସଲମାନ ଭାଇ ମାନେ ସମବେତ ହୋଇ ହଜରତ!-->…
ଚନ୍ଦ୍ରଗିରି ଜୋନାଲ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୧୨ତମ ଚନ୍ଦ୍ରଗିରି ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ଓ କ୍ରୀଡ଼ା ପ୍ରତିଯୋଗିତା ୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା!-->…
ଟିପିଏସ୍ଓଡିଏଲକୁ ସିଏସ୍ଆର୍ ଇମ୍ପ୍ୟାକ୍ଟ ଆଓ୍ୱାର୍ଡ ୨୦୨୬;
ସାମାଜିକ ପରିବର୍ତ୍ତନ ଓ ସଂପ୍ରଦାୟ ବିକାଶ ପାଇଁ ମିଳିଲା ସମ୍ମାନ
ବ୍ରହ୍ମପୁର, ଅଗଷ୍ଟ: ଦକ୍ଷିଣ ଓଡ଼ିଶାରେ ଦୀର୍ଘସ୍ଥାୟୀ ପରିବର୍ତ୍ତନ ଆଣିବା ଦିଗରେ ନିରନ୍ତର ପ୍ରୟାସ ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)କୁ ସିଏସ୍ଆର୍ ଇମ୍ପ୍ୟାକ୍ଟ!-->!-->!-->!-->!-->!-->!-->…
ଶ୍ରାବଣ ମାସରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ପାଇଁ ସମର କ୍ରାନ୍ତି ସେନାର ସେବା କାର୍ଯ୍ୟ
ଭୁବନେଶ୍ୱର : ପବିତ୍ର ଶ୍ରାବଣ ମାସ ଅବସରରେ କ୍ରାନ୍ତିକାରୀ ସାମାଜିକ ଅନୁଷ୍ଠାନ ସମର କ୍ରାନ୍ତି ସେନା ପକ୍ଷରୁ ଶ୍ରାବଣ ମାସର ଶେଷ ଦୁଇ ପାଳିରେ ଶ୍ରଦ୍ଧାଳୁ ଓ କାଉଡ଼ିଆ ଭାଇମାନଙ୍କ ପାଇଁ ଦୁଇଥର ମାଗଣା ଖାଦ୍ୟ ଓ ମୃଦୁ ପାନୀୟ ବଣ୍ଟନ କରାଯାଇଥିଲା।
‘ବୋଲବମ୍’ କେବଳ ଏକ ଜୟଘୋଷ ନୁହେଁ,!-->!-->!-->!-->!-->…
ଲାଭରେ ଚାଲୁଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ କାହା ସ୍ୱାର୍ଥରେ ଘରୋଇକରଣ: ବିଜେଡି
କ୍ଷତିରେ ଚାଲୁଥିବା ବିମାନବନ୍ଦର ସହ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ କ’ଣ ପାଇଁ ମିଶାଉଛନ୍ତି କେନ୍ଦ୍ର ସରକାର ?
କେନ୍ଦ୍ର ସରକାର ଦେଇଥିବା ଆଦେଶକୁ ତୁରନ୍ତ ରଦ୍ଦ କରନ୍ତୁ
ଭୁବନେଶ୍ୱର, ୨୪/୦୮/୨୦୨୬: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ!-->!-->!-->!-->!-->!-->!-->…
ରାଜ୍ୟର ସର୍ବନାଶକାରୀ MMDR କଳା ଆଇନ ପ୍ରତ୍ୟାହାର କର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା।
ବ୍ରହ୍ମପୁର: MMDR ଆଇନ ଓଡ଼ିଶାର ସର୍ବନାଶ କରିବ।ରାଜ୍ୟର ଜମି ଓ ମାଟିତଳେ ଥିବା ଖଣିଜ ସଂପଦ ଉପରେ ରାଜ୍ୟର ଅଧିକାର ରହିବ ନାହିଁ। ସୁପ୍ରିମକୋର୍ଟ ସିଦ୍ଧାନ୍ତ ଯୋଗୁଁ ରାଜ୍ୟ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ପାଇଥାନ୍ତା ତାହା ମିଳିବ ନାହିଁ।ସେହିଭଳି ପ୍ରତିବର୍ଷ ପ୍ରାୟ 12 ରୁ 15 ହଜାର!-->!-->!-->…