ବଢ଼ିଲା ଅର୍ଜୁନ ଓ ଖେଳରତ୍ନ ପୁରସ୍କାର ରାଶି 

ନୂଆଦିଲ୍ଲୀ : କ୍ରୀଡାବୀତଙ୍କୁ ପ୍ରୋତ୍ସାହିତ କରିବା ପାଇଁ  କେନ୍ଦ୍ର ସରକାର କ୍ରୀଡା ଓ ସାହସିକ କ୍ରୀଡା ପୁରସ୍କାର ରାଶିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି | ସେହି ନିଷ୍ପତ୍ତି ଆଧାରରେ ପୁରସ୍କାର ରାଶିକୁ ବୃଦ୍ଧି କରାଯାଇଛି | ଅର୍ଜୁନ ପୁରସ୍କାର ବାବଦରେ ୧୫ ଲକ୍ଷ ଓ ଖେଳରତ୍ନ…

 ଦନ୍ତାହାତୀ ଦଳିଦେଲା : ଲିଭିଗଲା ଚାଷୀଙ୍କ ଜୀବନ ଦୀପ 

ଲୋକଙ୍କୁ ନୟାନ୍ତ କଲାଣି ଦନ୍ତାଙ୍କ ଉତ୍ପାତ, ବନ ବିଭାଗ  କୁମ୍ଭକର୍ଣ୍ଣ ନିଦ୍ରାରେ ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରବ ଯୋଗୁଁ ଜନସାଧାରଣ ନୟାନ୍ତ ହେବାକୁ ବସିଲେଣି। ସେପଟେ ବନ ବିଭାଗ କୁମ୍ଭକର୍ଣ୍ଣ…

କେନ୍ଦ୍ରକୁ ଅନୁରୋଧ କରି ଫଳ ମିଳିଲାନି, ନିଜ ରାଜ୍ୟର ପରୀକ୍ଷାର୍ଥୀଙ୍କ ପାଇଁ ନବୀନ ନେଲେ ପଦକ୍ଷେପ 

 ଜେଇଇ- ନିଟ ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରଛାତ୍ରୀ ପାଇଁ ରହଣି ଓ ପରିବହନ ହେବ ନିଶୁଲ୍କ   ଭୁବନେଶ୍ୱର (ଶାସକ ପ୍ରଶାସକ) : ବର୍ତ୍ତମାନ ରାଜ୍ୟରେ ଦେଖା ଦେଇଥିବା କରନା ମହାମାରୀ  କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିବା ସହ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ନିଟ ଜେଇଇ…

ମୋଦି ସରକାରଙ୍କ ସମସ୍ତ ନିଷ୍ପତି ଇସ୍ପାତି ଇରାଦାକୁ ଦର୍ଶାଉଛି : ଧର୍ମେନ୍ଦ୍ର 

ମୋଦି ସରକାର ୨.୦ର ପ୍ରଥମ ବର୍ଷର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ ଦଶନ୍ଧି ଦଶନ୍ଧିର ପ୍ରତିଶ୍ରୁତିକୁ ପୂରଣ କରୁଛନ୍ତି, ଐତିହାସିକ ତ୍ରୁଟିକୁ ସୁଧାରୁଛନ୍ତି ପ୍ରଧାନମନ୍ତ୍ରୀ  ଅଯୋଧ୍ୟା ଉପରେ ଐତିହାସିକ ରାୟ ରାମ ମନ୍ଦିର ନିର୍ମାଣର ମାର୍ଗକୁ ପ୍ରଶସ୍ତ କରିଛି…

ଦିଲ୍ଲୀରେ ବଗଲା : ବଗଲା ଧର୍ମଶାଳା ପ୍ରସଙ୍ଗରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ଡ.ସମ୍ବିତ…

ଘଟଣା ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ସ୍ମାରକ ପତ୍ର ପ୍ରଦାନ କରିଲେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରାଯିବ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆମେ ଲଢେଇ ଜାରି ରହିବ ଭୁବନେଶ୍ୱର,: ବହୁ ଚର୍ଚ୍ଚିତ ପୁରୀ ବଗଲା ଧର୍ମଶାଳା…

ଜୋରିମାନା ଆଦାୟ ନେଇ ବିଜ୍ଞପ୍ତି ପ୍ରକାଶ କଲେ ଝାରସୁଗୁଡ଼ା ପୋଲିସ।

ଝାରସୁଗୁଡ଼ା :(ସୁଭାଷ ସହାରେ) :ଲକଡାଉନ ସମୟରେ ବିଭିନ୍ନ କଟକଣାକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଲୋକଙ୍କଠାରୁ ଜୋରିମାନା ହାସଲ କରିଥିବାର ଏକ ବିଜ୍ଞପ୍ତି ଝାରସୁଗୁଡ଼ା ପୋଲିସ ଆଜି ଜାରି କରିଛନ୍ତି।  ଗତ ୨୧/୦୮/ ୨୦୨୦ ରୁ ୨୮/୦୮/ ୨୦୨୦ ପର୍ଯ୍ୟନ୍ତ ସାତ ଦିନ ମଧ୍ୟରେ ବିଭିନ୍ନ ନିୟମ ଉଲ୍ଲଘଂନ…

୭ ଦିନ ପାଇଁ ସଟଡାଉନ ହେବ ଝାରସୁଗୁଡ଼ା। 

ଝାରସୁଗୁଡ଼ା :(ସୁଭାଷ ସହାରେ) :କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ସମଗ୍ର ଝାରସୁଗୁଡ଼ା ଜିଲ୍ଲାକୁ ଆଗାମୀ  ସାତ ଦିନ ନିମନ୍ତେ ସଂପୂର୍ଣ୍ଣ ସଟଡାଉନ କରିବା ନିମନ୍ତେ ଝାରସୁଗୁଡ଼ା ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆଗାମୀ ଶନିବାର ଦିନ ସଂପୂର୍ଣ୍ଣ ସଟଡାଉନକୁ ବାତିଲ କରାଯାଇ ୩୦…

ଜେଇଇ-ନିଟ୍ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବୀ କଲେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ଓ ଏନଏସୟୁଆଇ।

ଝାରସୁଗୁଡ଼ା :(ସୁଭାଷ ସହାରେ) ଦେଶରେ ଜେଇଇ -ନିଟ୍ ର ପ୍ରବେଶିକା ପରୀକ୍ଷା ଘୁଞ୍ଚାଇବାକୁ ନେଇ ଦାବୀ ତୀବ୍ର ହେବାରେ ଲାଗିଛି। ସମଗ୍ର ଦେଶରେ ବିଭିନ୍ନ ରାଜନୈତିକ ଦଳ, ସଂଗଠନ, ଅଭିଭାବକ ଏ ନେଇ କେନ୍ଦ୍ର ସରକାରଙ୍କୁ କହି ଆସୁଛନ୍ତି ଯେ କୋଭିଡ-19 ର ବିଭୀଷିକା ସମୟରେ ଏହିପରି ପଦକ୍ଷେପ ଏକ…

ସାମାଜିକ ସଂସ୍ଥା ତରଫରୁ ରୋଗ ପ୍ରତିରୋଧକ ଔଷଧ ବଣ୍ଟନ। 

ଝାରସୁଗୁଡ଼ା:(ସୁଭାଷ ସହାରେ) :ସାରା ବିଶ୍ୱରେ କୋରୋନାର ଭୟାବହତା ଆଜି ମଣିଷକୁ ଯେତେବେଳେ ପଦାକୁ ବାହାରିବାକୁ ଭୟ କରୁଛନ୍ତି, ସେହି ସମୟରେ ମଧ୍ୟ ସମାଜ ସେବା ମାଧ୍ୟମରେ ପୃଥିବୀ ପୃଷ୍ଠରେ ମାନବିକତାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଅନେକ ବ୍ୟକ୍ତି ଓ ସଂଗଠନ ଲାଗି ପଡ଼ିଛନ୍ତି । ଝାରସୁଗୁଡ଼ା…

ଝାରସୁଗୁଡ଼ାଠାରେ କେନ୍ଦ୍ରୀୟ ଦୁର୍ଗା ପୂଜା କମିଟିର ମିଳିତ ସଭା ଅନୁଷ୍ଠିତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାର କାଳୀବାଡ଼ି ଦୁର୍ଗା ମଣ୍ଡପଠାରେ ଦ୍ବିପହର ୧୨.୦୦ ଟା ସମୟରେ କେନ୍ଦ୍ରୀୟ ଦୁର୍ଗାପୂଜା କମିଟି ଶାରଦୀୟ ଦୁର୍ଗାପୂଜା ନିମନ୍ତେ ବିଚାର କରିବା ପାଇଁ ଏକ ସଭା ଅନୁଷ୍ଠିତ କରିଥିଲେ। ଶାନ୍ତି ମୂଖାର୍ଜୀଙ୍କ ସଭାପତିତ୍ବରେ ଦୀର୍ଘ ସମୟ ଧରି ଆସନ୍ତା…