Sign in
Sign in
Recover your password.
A password will be e-mailed to you.
ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ନେଲେ ଆଇପିଏସ ଅଫିସର କବିତା ଜଲାନ୍ l
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ଉତ୍ତରାଞ୍ଚଳ ଡିଆଇଜି ଭାବେ ଶୁକ୍ରବାର ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୦୩ ବ୍ୟାଚ ଆଇପିଏସ ଅଫିସର କବିତା ଜଲାନ୍ l ଉତ୍ତରାଞ୍ଚଳ ଡିଆଜି ହିମାଂଶୁ ଲାଲ କେନ୍ଦ୍ରୀୟ ଡେପୁଟେସନ ରେ ଯିବା ପରେ ସେହି ସ୍ଥାନରେ…
ହୀରାକୁଦ ଡ୍ୟାମ ଖୋଲିଲା ଆଉ ୨ଟି ଗେଟ୍ : ୪୬ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି l
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ ଖୋଲିଲା। ଏବେ ମୋଟ ୪୬ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି। ଡ଼୍ୟାମରେ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ଏବେ ଜଳ ପତନ ୬୨୬.୮୧ ରହିଛି। ଡ୍ୟାମ୍ ଭିତରେ ପ୍ରବେଶ କରୁଛି ୮ ଲକ୍ଷ ୮୩ ହଜାର ୮୫୫…
ଭାଲୁ ଆକ୍ରମଣରେ ଲହୁଲୁହାଣ
ପଦ୍ମପୁର : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେର୍ମେଲାବାହଲ ଗାଁରେ ଭାଲୁ ଜଣକୁ ଆକ୍ରମଣ କରି ଲହୁଲୁହାଣ କରିଛି ପ୍ରକାଶ ଚନ୍ଦ୍ର ନାଗ କୁ । ଆଜି ଭୋର ସକାଳରୁ ପ୍ରକାଶ ବିଲକୁ ଚାଷ କାମପାଇଁ ଯାଇଥିଲେ ତାଙ୍କ ସାଙ୍ଗସହ । ସେହି ସମୟରେ ଅତର୍କିତ ଭାବରେ ଭାଲୁଟି ଆକ୍ରମଣ କରି ପ୍ରକାଶର ମୁହଁସକୁ…
“ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମାଓଗଡ଼କୁ ଧ୍ୱଂସ କରାଯିବ”
ବରିଷ୍ଠ ଅଧକାରୀଙ୍କ ସହ ପୋଲିସ ଡିଜି ଅଭୟ ଙ୍କ ମାଲକାନଗିରି ଗସ୍ତ
ମାଓଦମନ ଓ ଗଞ୍ଜେଇ ଚାଷ ଓ ଚାଲାଣ ରୋକିବା ଉପରେ କଲେ ଆଲୋଚନା
ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ଜିଲ୍ଲା ଗସ୍ତରେ…
ମୋଟୁ ପୋଲିସକୁ ସଫଳତା
ମାଲକାନଗିରି/ବି ଶ୍ରୀନିବାସ ପାତ୍ର : ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ପୋଲିସକୁ ମିଳିଛି ସଫଳତା । ୮୬ . ୨ କେଜି ଗଞ୍ଜେଇ ସହ ଗୋଟିଏ ମୋଟର ସାଇକେଲ, ମୋବାଇଲ ଓ ନଗଦ ୭୦୦୦ ଟଙ୍କା କରିଛି ଜବତ | ଘଟଣାରେ ସଂପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ପୋଲିସକୁ ଦେଖି ଘଟଣା ସ୍ଥଳରୁ…
ବନ୍ୟାସ୍ଥିତି ସୁପରିଚାଳନା ପାଇଁ ୭ ଜିଲ୍ଲା ଦାୟିତ୍ୱରେ ସାତ ଆଇଏଏସ
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ ଦେଖା ଯାଇଥିବା ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ ବନ୍ୟା ପରିଚାଳନା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜଣ ଆଇଏଏସ ଅଫିସରଙ୍କୁ ସ୍ୱତନ୍ତ ଭାବେ ଗୋଟିଏ ଗୋଟିଏ ଜିଲ୍ଲାର ତଦାରଖ ଦାୟିତ୍ୱ ଦେଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟି…
ଜେଇଇ-ଏନଇଇଟି ପରୀକ୍ଷା ପାଇଁ କେନ୍ଦ୍ର ହୋଇଥିବା ସହରରେ ରହିବନି ଲକଡାଉନ୍ କିମ୍ବା ସଟ ଡାଉନ
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଜାରି କଲେ ନିର୍ଦ୍ଦେଶନାମା
ଭୁବନେଶ୍ୱର (ଶାସକ ପ୍ରଶାସକ ): ଆସନ୍ତା ୩୦ ତାରିଖ ଠାରୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଏବଂ ସେପ୍ଟେମ୍ବର ୧୨ ତାରିଖ ରୁ ୧୪ତାରିଖ ପର୍ଯ୍ୟନ୍ତ ଜେଇଇ-ଏନଇଇଟି ପରୀକ୍ଷା ପାଇଁ କେନ୍ଦ୍ର ହୋଇଥିବା ସହରରେ କୌଣସି …
ଆଜି ୧୪ ମୃତ୍ୟୁ ସହ ସବୁ ଜିଲ୍ଲାରୁ ମିଶେଇକି ୩୨୫୨
ଖୋର୍ଦ୍ଧା ଜିଲ୍ଲାରୁ ୭୬୨, ରାୟଗଡାରୁ ୪୫୦
ଭୁବନେଶ୍ୱର(ଶାସକ ପ୍ରଶାସକ) : ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୨୫୨ ଜଣ କରୋନା ପଜିଟିଭ | ଆଜି ରାଜ୍ୟରେ ୩୨୫୨ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯୨୦ରେ ପହଂଚିଛି | ଆଜି ରାଜ୍ୟରେ…
ଡାକ୍ତର ପଜିଟିଭ : ଡାକ୍ତରଖାନା ସଟ ଡାଉନ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତହସିଲଦାର ୨ ଦିନ ପାଇଁ ସଟ୍ଡାଉନ୍ କରିଛନ୍ତି । କିଛିଦିନ ତଳେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ପରୀକ୍ଷା କରୁଥିବା ପ୍ୟାଥୋଲ୍ୟାବ୍ ଟେକନିସିଆନଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣେ…
ଆଜି ଚଉତିରିଶି ଲକ୍ଷ ଟପିଲା କରୋନା ଆକ୍ରାଙ୍କଙ୍କ ସଂଖ୍ୟା
ଆଜି ବି ଜାରି ସାରା ଦେଶରେ ବିସ୍ଫୋରଣ, ଆଜି ବି ମୃତ୍ୟୁ ହଜାରେ ଉପରେ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଜି ଚଉତିରିଶି ଲକ୍ଷ ଟପିଲା କରୋନା ଆକ୍ରାଙ୍କଙ୍କ ସଂଖ୍ୟା | ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୭୬,୪୭୨ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୦୨୧ ଜଣଙ୍କ ମୃତ୍ୟୁ…