Sign in
Sign in
Recover your password.
A password will be e-mailed to you.
ଖେଲୋ ଇଣ୍ଡିଆ ଖୋଖୋ ବ୍ରୋଞ୍ଜ ପଦକ ବିଜେତା ସସ୍ମିତା ପାତ୍ର ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ବଲାଙ୍ଗୀର (ନିରୋଜ ମିଶ୍ର)ଜାତୀୟ କ୍ରୀଡା ଦିବସ ୨୦୨୦ ଅବସରରେ ଓଡିଶା କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଭର୍ଚ୍ୟୁଆଲ ସମ୍ମିଳନୀ ମାଧ୍ୟମରେ ଖେଲୋ ଇଣ୍ଡିଆ ଖୋଖୋ ବ୍ରୋଞ୍ଜ ପଦକ ବିଜେତା ସସ୍ମିତା…
ବିଶ୍ୱ କ୍ରୀଡା ଦିବସ ଏବଂ ଅର୍ଜୁନ ପୁରସ୍କାର ବିଜେତା ଦୁତି ଚାନ୍ଦଙ୍କୁ ସମ୍ବର୍ଦ୍ଧନା ।
ଭୁବନେଶ୍ୱର: ବିଶ୍ୱ ଓଡିଆ ମହାସଂଘ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭ ରେ ମହାସଂଘ ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦବା ସହିତ ବିଶ୍ୱ ଓଡ଼ିଆ ମହାସଂଘ ର ସଭାପତି ଶ୍ରୀଯୁକ୍ତ ଡ଼ା…
ହେବନାହିଁ ଲକଡାଉନ, ସଟଡାଉନ ଜେଇଇ-ନିଟ୍ ପରୀକ୍ଷା ପାଇଁ କୋହଳ ହେଲା କଟକଣା।
ଝାରସୁଗୁଡ଼ା :(ସୁଭାଷ ସହାରେ) -ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ ଜେଇଇ-ନିଟ୍ ପରୀକ୍ଷା ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ଆସନ୍ତା 30/08/2020 ରୁ 07/09/2020 ପର୍ଯ୍ୟନ୍ତ ଓ 12/09/2020 ରୁ 14/09/2020…
ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲା ବେହାଲ!
ଝାରସୁଗୁଡ଼ା :(ସୁଭାଷ ସହାରେ) : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲିଠାରୁ ବର୍ଷା ବନ୍ଦ ହୋଇଯାଇଛି ସତ, ମାତ୍ର ବିଭିନ୍ନ ଅଞ୍ଚଳରେ ଲୋକଙ୍କ କଷ୍ଟ ସରିନାହିଁ। ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଲଗାତାର ବର୍ଷା ହେଉଥିବାରୁ ବିଭିନ୍ନ…
ରାଜ୍ୟ ସରକାରଙ୍କୁ ଧନ୍ୟବାଦ , ବନ୍ଦ ହେଲା ଓପିଜିସିର ବିକ୍ରୟ ଯୋଜନା।
ଏଇଏସ କରିଥିବା ଆର୍ଥିକ ଲୁଟ ତରାଜର ନିରପେକ୍ଷ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ
ଝାରସୁଗୁଡା: (ସୁଭାଷ ସହାରେ) ଓପିଜିସିରେ ଏଇଏସ୍ ଅଂଶଧନକୁ ଆଦାନୀ କମ୍ପାନୀକୁ ବିକ୍ରି କରିବା ଲାଗି ଚାଲିଥିବା ସମସ୍ତ ଯୋଜନା ବର୍ତ୍ତମାନ ବନ୍ଦ ହୋଇଛି । ସରକାର ଶନିବାର ଏକ ଗୁରୁତ୍ବପୂର୍ଣ୍ଣ…
ବ୍ୟକ୍ତିଗତ ଘରୋଇ ପାଇଖାନା , ନିର୍ମାଣ ଅଧାପନ୍ତରିଆ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ରେ ସଚ୍ଛ ଭାରତ ଅଭିଯାନ ଯୋଜନାରେ ଗ୍ରାମାଞ୍ଚଳର ଗରୀବ ପରିବାରକୁ ସମ୍ପୁର୍ଣ୍ଣ ମାଗଣାରେ ସରକାର ୧୨ ହଜାର ଟଙ୍କାରେ ବ୍ୟକ୍ତିଗତ ଘରୋଇ ପାଇଖାନା ଯୋଗାଇ ଦେଉଛନ୍ତି । ଏ ଯୋଜନା ମାଧ୍ୟମରେ ବ୍ଲକ୍ ର…
ନୂଆ ଶିକ୍ଷା ନୀତି ମାଧ୍ୟମରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆତ୍ମନିର୍ଭର ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ନିର୍ବାହ…
ଭିସି ଜରିଆରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ପ୍ରତିଷ୍ଠା ଦିବସରେ ଶିଳାନ୍ୟାସ କାର୍ଯ୍ୟକ୍ରମ
• କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କଙ୍କ ସହ ବିଶ୍ୱବିଦ୍ୟାଳୟର ଏକାଡେ଼ମିକ ବ୍ଲକ, ଗ୍ରନ୍ଥାଗାର ଏବଂ ଷ୍ଟାଫ୍ କ୍ୱାର୍ଟର୍ସର ଶିଳାନ୍ୟାସ
• ଛାତ୍ରଛାତ୍ରୀଙ୍କୁ…
ଓଡିଶାରେ ବନ୍ୟା ଦୃଷ୍ଟିରୁ ଆହୁରି ଅଧିକ ପ୍ରସ୍ତୁତ ଓ ସତର୍କ ରହିବାକୁ ଜନସାଧାରଣଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ…
ରାଜ୍ୟରେ ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍
ଲୋକମାନଙ୍କୁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଆଗେଇ ଆସିବାକୁ ଦଳର କାର୍ଯ୍ୟକର୍ତାଙ୍କୁ ଆହ୍ୱାନ
ଭୁବନେଶ୍ୱର(ଶାସକ ପ୍ରଶାସକ) – ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ…
ଅର୍ଜୁନ ପୁରସ୍କାରରେ ପୁରସ୍କୃତ ଦୂତୀ ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଏବଂ ସାହାସିକତା ପାଇଁ ପୁରସ୍କୃତ ହୋଇଥିବା ଖେଳାଳିଙ୍କୁ ମଧ୍ୟ ଦେଲେ ଅଭିନନ୍ଦନ
ଭୁବନେଶ୍ୱର(ଶାସକ ପ୍ରଶାସକ) – ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦ୍ରୁତତମ ଧାବିକା ଓଡ଼ିଆ ଝିଅ ଦୂତୀ ଚାନ୍ଦ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଭିସି ଜରିଆରେ…
ଭିସୁଟ ଛାତ୍ର ହ୍ରୂଦାନନ୍ଦଙ୍କ ଉଦ୍ୟମରେ ଉନ୍ମୋଚନ ହେଲା ପତ୍ରିକା ” ଫ୍ରଣ୍ଟଲାଇନ ୱାରିୟର ” l
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ବର୍ତ୍ତମାନ କରୋନା ମହାମାରୀ ରୂପ ନେଇଥିବାବେଳେ , ସଂକ୍ରମଣ କୁ ନିୟନ୍ତ୍ରଣ କରିବାକୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏନେଇ ଫ୍ରଣ୍ଟଲାଇନ ଯୋଦ୍ଧା ଭାବରେ ଡାକ୍ତର , ପୋଲିସ ,ଅଙ୍ଗନବାଡ଼ି ଦିଦି , ଆଶା ଦିଦି , ମେଡିକାଲ କର୍ମଚାରୀ, ସାମ୍ବାଦିକ, ଯବାନ…