କଂସରରେ ସ୍ୱାସ୍ଥ୍ୟ ଶିବିର:୪୦ ରୋଗିଙ୍କୁ ମାଗଣା ଚିକିତ୍ସା ।

0 1

ସମ୍ବଲପୁର,  (ରମାକାନ୍ତ ବିଶ୍ବାଳ)- ଏମସିଏଲ ସହାୟତାରେ ବିଏଆଇଏଫ ପକ୍ଷରୁ ଆଜି କଂସର ଠାରେ ଏକ ସ୍ୱାସ୍ଥ୍ୟ – ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ବିଏଆଇଏଫ ପ୍ରୋଜେକ୍ଟ ଅଫିସର ପବନ କୁମାର ବାଟା ଓ ସହକାରୀ ପ୍ରୋଜେକ୍ଟ ଅଫିସର ସ୍ମିତାରାଣୀ ପଟ୍ଟନାୟକଙ୍କ ପରିଚାଳନାରେ ଡାକ୍ତର ରାଜାରାମ ଷଡଙ୍ଗୀ ୪୦ ଜଣ ରୋଗିଙ୍କୁ ପରିକ୍ଷା କରି ମାଗଣା ଔଷଧ  ବଣ୍ଟନ କରିଥିଲେ ।

         

Leave A Reply

Your email address will not be published.