ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା : ସମ୍ବଲପୁର ଏସପି, ଏସଡିପିଓ ଏବଂ ଥାନାଧିକାରୀଙ୍କ ବଦଳି ସହ ଅଭିଯୁକ୍ତଙ୍କୁ ତୁରନ୍ତ…

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜ଼ିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ବିଗୁଡୁଥିବା  ଆଇନ ଶୃଙ୍ଖଳା ସ୍ଥିତି ଏବଂ କରୋନା ଯୋଦ୍ଧା (ସାମ୍ବାଦିକ) ଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା ରେ ପୋଲିସ ର ପକ୍ଷପାତିତା ଅଭିଯୋଗ ନେଇ ସମ୍ବଲପୁର ଏସପି ଙ୍କ ବଦଳି ଦାବି ହୋଇଛି l…

ବର୍ଷାରେ ଭାଙ୍ଗିଲା ମାଟି ଘର: ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଲଘୁଚାପ ପ୍ରଭାବରେ ଚାରି ଦିନ ଧରି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ  ଅନ୍ତର୍ଗତ କଦଳୀଗଡ , ତ୍ରିବଣପୁର , ଭରତାପୁର , ବଂଶାଜାଲ , ଗରଗଡବାହାଳ , କୁକୁଡାବାହାଳୀ , ବଡବାହାଳ , ବୁର୍ଡା  ପଞ୍ଚାୟତରେ ଅବିଶ୍ରାବ ବର୍ଷା ହେବା ଯୋଗୁଁ…

ମୟୂରଭଞ୍ଜ : ଆଜି ଜିଲ୍ଲାରୁ ୨୭୨ ନୂଆ  ପଜିଟିଭ ଚିହ୍ନଟ

ଜିଲ୍ଲାରେ ଆକ୍ରାନ୍ତଙ୍କ  ସଂଖ୍ୟା ୨୯୫୫କୁ ବୃଦ୍ଧି   ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ୩, ଗୃହ ସଙ୍ଗରୋଧରୁ ୧୦ ଓ ସ୍ଥାନୀୟ ସଂସ୍ପର୍ଶରୁ ୨୫୯କୁ ମିଶାଇ ସର୍ବକାଳିନ ରେକଡର଼୍ ସଂଖ୍ୟକ ୨୭୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ …

କିଟରେ  ମେଗା ଡିଜିଟାଲ୍‍ ଏଚ୍‍ଆର୍‍ କନକ୍ଲେଭ

ବର୍ତ୍ତମାନଠାରୁ ଭବିଷ୍ୟତ ପାଇଁ କାର୍ଯ୍ୟସ୍ଥଳୀର ପୁନଃପ୍ରସ୍ତୁତି ଭୁବନେଶ୍ୱର(ଶାସକ ପ୍ରଶାସକ) : କିଟ୍‍ ସ୍କୁଲ୍‍ ଅଫ୍‍ ମ୍ୟାନେଜମେଣ୍ଟ ପକ୍ଷରୁ ଦୁଇଦିନିଆ ମେଗା ଡିଜିଟାଲ୍‍ ଏଚ୍‍ଆର କନ୍‍କ୍ଲେଭ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି । ଏହି ମେଗା ଏଚ୍‍ଆର କନ୍‍କ୍ଳେଭର ବିଷୟବସ୍ତୁ…

ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ମହିଳା ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ଅରୁଣ

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ମହିଳା ଭାବେ ସମ୍‌ ହସ୍ପିଟାଲରେ କାର୍ଯ୍ୟରତ ଷ୍ଟାଫ୍‌ନର୍ସ ରଶ୍ମିତା ମୁଦୁଲି ପ୍ଲାଜ୍‌ମା ଦାନ କରିଛନ୍ତି । ଏଥିପାଇଁ ଆଜି ରଶ୍ମିତାଙ୍କୁ ରାଜ୍ୟ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ପଶୁପାଲନ ତଥା ଉଚ୍ଚ ଶିକ୍ଷା…

ବର୍ଷାରେ କ୍ଷତିଗ୍ରସ୍ତ ଘର ସବୁ ବୁଲି ଦେଖିଲେ ଉପଜିଲ୍ଲାପାଳ

ପାଇକମାଲ :- ଗତ ଦୁଇଦିନ ତଳେ ଆରମ୍ଭ ହେଇଥିବା ଲଗାଣ ବର୍ଷା ଆଜି ସକାଳୁ କମିଯାଇଛି । ବର୍ଷା କମିବା ପରେ ପ୍ରଶାସନିକ ଅଧିକାରୀ ମାନେ ବର୍ତ୍ତମାନ ଲାଗି ପଡିଛନ୍ତି କ୍ଷୟକ୍ଷତି ର ଆକଳନ କରିବାରେ । ଗତକାଲି ମଧ୍ୟ  ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଙ୍କର ସହିତ ପାଇକମାଲ ତଥା…

ସିଭିଲ୍ ଆଭିଏସନ୍ ସିକ୍ୟୁରିଟି ବ୍ୟୁରୋର ମହାନିର୍ଦ୍ଦେଶକ ମଣ୍ଡଳୀରେ ଓଡ଼ିଆ ଆଇଏଏସ ଉଷା ପାଢ଼ୀ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ସିଭିଲ୍ ଆଭିଏସନ୍ ସିକ୍ୟୁରିଟି ବ୍ୟୁରୋର ମହାନିର୍ଦ୍ଦେଶକ ମଣ୍ଡଳୀ ଭିତରେ ଅନ୍ୟତମ ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ ଅଫିସର ତଥା ତଥା କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମଂତ୍ରଣାଳୟର ଯୁଗ୍ମ ସଚିବ…

ଜାପାନର ପ୍ରଧାନମନ୍ତ୍ରୀ ପଦରୁ ସିଞ୍ଜୋ ଆବେ ଦେଲେ  ଇସ୍ତଫା 

ଟୋକିଓ : ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ବୋଲି କୁହାଯାଉଥିବା ଜାପାନର ପ୍ରଧାନମନ୍ତ୍ରୀ ପଦରୁ ସିଞ୍ଜୋ ଆବେ ଦେଇଛନ୍ତି ଇସ୍ତଫା  | ସେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟ ଘୋଷଣା କରିଛନ୍ତି |  କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଅଲ୍ସରେଟିଭ…

ରାଇସ ମିଲରେ ଅଘଟଣ :  କାନ୍ଥ ପଡି ୧୪ ଗୁରୁତର ଆହତ, ୧ମୃତ । 

 କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କ୍ଷତି ପୂରଣ ଦେବା ପାଇଁ ଦାବି କରିଛି ବିଜେପି  ବି ଶ୍ରୀନିବାସ ପାତ୍ର /ମାଲକାନଗିରି :  ଜିଲ୍ଲା ସଦର ମହକୁମା ସ୍ଥିତି ଲାଠିଆଗୁଡା ଥିବା ଜନୈକ ମାଲିକ ଙ୍କ ତିନୋଟି ରାଇସ ମିଲ ମଧ୍ୟରୁ ତ୍ରିନାଥ ରାଇସ ମିଲରେ ଆଜି କାମ ଚାଲିଥିବା ବେଳେ ହଠାତ ମିଲ ର…

ଅଦାଲତଙ୍କ ସବିଶେଷ ରାୟ ଆସିବା ପରେ ତର୍ଜମା କରି ପଦକ୍ଷେପ ନିଆଯିବ : ଡ଼ ଅରୁଣ

http://www.youtube.com/watch?v=F23338vjPwM  ନୂଆଦିଲ୍ଲୀ (ଶାସକ ପ୍ରଶାସକ):  "ମାନ୍ୟବର ସୁପ୍ରିମକୋର୍ଟ  ବିଶ୍ୱବିଦ୍ୟାଳୟ ୟୁଜି ଓ ପିଜିକୁ ଫାଇନାଲ ପରୀକ୍ଷାକୁ ନେଇ ଆଜି ରାୟ ପ୍ରକାଶ କରିଛନ୍ତି | ସେଥିରେ ପରୀକ୍ଷା ହେବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ରାୟର ସାର୍ଟିଫଏଡ କପି ପାଇଲା…