ଆଜି ଛତ୍ରଛାଡ ଲମ୍ବା ଡିଆଁ , ସବୁ ଜିଲ୍ଲାରୁ ମିଶେଇକି ୩୬୮୨

ଖୋର୍ଦ୍ଧା ରୁ ୭୭୫ ଜଣ ଚିହ୍ନଟ ହୋଇଥିବା ବେଳେ ରାୟଗଡା ୪୯୫ ଆଜି କରୋନାରେ  ଯାଇଛି ୮ ଜଣଙ୍କ ଜୀବନ ଭୁବନେଶ୍ୱର(ଶାସକ ପ୍ରଶାସକ) :  ଆଜି ବି ରାଜ୍ୟରେ କରୋନା ମାରିଛି ଛତ୍ର ଛାଡ଼ ଲମ୍ବା ଡିଆଁ | ଭାଙ୍ଗିଛି ପୂର୍ବ ରେକର୍ଡ ଆଉ ଟପିଛି ଛତିଶ ଶହ ମାର୍କ |  ଗତ ୨୪ ଘଣ୍ଟା ଭିତରେ…

ବିନା ପରୀକ୍ଷାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ କରାଯିବନି

ୟୁଜିସିଙ୍କ ନିର୍ଦ୍ଦେଶକୁ ବଳବତ୍ତର ରଖିଲେ ସୁପ୍ରିମକୋର୍ଟ : ସେପ୍ଟେମ୍ବର 30 ସୁଦ୍ଧା ପରୀକ୍ଷା  ସ୍ଥିତି ଅନୁକୂଳ ନଥିଲେ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ୟୁଜିସିରେ ଆବେଦନ କରିପାରିବେ ରାଜ୍ୟ  ନୂଆଦିଲ୍ଲୀ(ଶାସକପ୍ରଶାସକ): -ବିନା ପରୀକ୍ଷାରେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ପଦୋନ୍ନତି…

ଚିରାଲ ପୋଲ ଉପରେ ବର୍ଷାଜଳ :ଓଡିଶା ଛତିଶଗଡ଼ ଯୋଗାଯୋଗ ବିଛିନ୍ନ

ଝାରବନ୍ଧ-ମନୋହର ଦାଶ : ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାର ବିଭିନ୍ନ ନଦୀ ନାଳ ରେ ଜଳ ପତନ ବୃଦ୍ଧିପାଇଥିବା ବେଳେ କେତେକ ସ୍ଥାନ ରେ ବିପଦ ଜନକ ସ୍ଥିତି ଦେଖାଦେଇଛି।ଓଡିଶା ଛତିଶଗଡ଼ ସୀମା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ର ଚିରାଲ ନାଲା ପୋଲ ଉପରେ ବର୍ଷାଜଳ…

ସାରା ଦେଶରେ ବିସ୍ଫୋରଣ ଆଜି ବି ଜାରି : ଉପରମୁହାଁ ଭୁତାଣୁ 

ଆଜି ବି ମୃତ୍ୟୁ ହଜାରେ ଉପରେ, କାଲି ହୋଇଛି ୯,୦୧,୩୩୮ ନମୁନା ଯାଞ୍ଚ ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୭୭,୨୬୬ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୦୫୭ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୩,୮୭,୫୦୧ ହୋଇଥିବା…

 ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ସାମାଜିକ କର୍ମୀଙ୍କୁ ସଚେତନ ନାଗରିକ ସମ୍ମାନ 

ପଦ୍ମପୁର,(ଶାସକ ପ୍ରଶାସକ) :  ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ ସାମାଜିକ କର୍ମୀଙ୍କୁ ସମ୍ମାନିତ କରାଯାଇଛି। ପାଇକମାଳ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ଦୀପା ବାରିକଙ୍କୁ ସଚେତନ ନାଗରିକ ସମ୍ମାନ ୨୦୨୦ ପ୍ରଦାନ କରାଯାଇଛି।ଦୀପା ବରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ରହୁଥିବା…

ଫାର୍ମ ହାଉସରୁ ଉଦ୍ଧାର ହେଲେ ଛୋଟ ପିଲା ସହ ଶ୍ରମିକ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବଡଯୋର ବ୍ରିଜ ପାଖରେ ଥିବା ଏକ ଫାର୍ମ ହାଉସ ଭିତରେ ଜଳ ବନ୍ଦୀ ଅବସ୍ଥାରେ ଫସି ରହିଥିବା ଚାରି ଛୋଟ ପିଲା ସହ ଚଉଦ ଜଣକୁ ପଦ୍ମପୁର ଅଗ୍ନିଶମ ବିଭାଗ ବେଲୁନ ବୋଟ ସାହାର୍ଯ୍ୟରେ ଏବଂ ସୋହେଲା ତହସିଲଦାର ମାନସ ରଂଜନ ସ୍ୱାଇଁଙ୍କ ପ୍ରତକ୍ଷ…

ସାର ବିକ୍ରେତାଙ୍କ ମନମାନୀ : ପ୍ରତିବାଦରେ ଉତ୍ୟକ୍ତ ଚାଷୀଙ୍କ ରାସ୍ତା ଅବରୋଧ  

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଅଧିକ ଲାଭ ଆଶାରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଚାଷୀଙ୍କୁ ୟୁରିଆ ନଦେଇ ଧାଡିରେ ଠିଆ ହୋଇଥିବା ଚାଷୀଙ୍କୁ ଫେରାଇ ଦେବାକୁ ନେଇ ଉତ୍ୟକ୍ତ କୋମଣ୍ଡ ରୋହିବାଙ୍କ ଅଂଚଳର ଚାଷୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଆଜି ନୟାଗଡ଼-ଭଞ୍ଜନଗର ରାଜ୍ୟ ରାଜପଥକୁ…

ସଙ୍ଗରୋଧ କେନ୍ଦ୍ରରୁ ଫେରାର ମାରିଲେ ସଂକ୍ରମିତ ଯୁବକ: ଅବ୍ୟବସ୍ଥାକୁ ଦାୟୀକଲେ ବୁଦ୍ଧିଜୀବି

ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ମେଲଛାମୁଣ୍ଡା ପଂଚାୟତ ଅଧିନସ୍ଥ ମାଟିଆମହୁଲ ଗ୍ରାମକୁ ବାହାର ରାଜ୍ୟରୁ ଜୈନେକ ୪୫ବର୍ଷିୟ ଯୁବକ ଆସିଥିଲେ । ତାଙ୍କର ଗତ ୨୫/୮/୨୦ରେ ଆଂଟିଜେନ ଟେଷ୍ଟ ଦ୍ୱାରା କରୋନା ପଜେଟିଭ ଥିବା ଜଣାପଡିଥିଲା । ଗ୍ରାମବାସୀଙ୍କ ବିରୋଧ ସତ୍ୱେ ପଂଚାୟତ ପ୍ରଶାସନ ତରଫରୁ ତାଙ୍କୁ…

ଓଡିଶାରେ ପ୍ଲାଜମା ଚିକିତ୍ସା ସଫଳ, ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି – ମୁଖ୍ୟମନ୍ତ୍ରୀ 

କୋଭିଡ ମୁକାବିଲା : କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଭୁବନେଶ୍ବର :  ରାଜ୍ୟରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି। ଅଧିକରୁ ଅଧିକ କୋଭିଡ ରୋଗୀ ଏହି ଚିକିତ୍ସା ପଦ୍ଧତିରେ ସୁସ୍ଥ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।  କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ…

ନଈବଢି  ଦେଖିବାକୁ ଯାଇ ପାଂଚବର୍ଷର ଶିଶୁ କନ୍ୟା ନିଖୋଜ 

Please inform if found ବରଗଡ :- ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମାଗତ ଲଗାଣ ବର୍ଷା ଜିଲ୍ଲାର କିଛି ସ୍ଥାନରେ ବନ୍ୟାର ରୂପ ନେଲାଣି । ଜିଲ୍ଲାର ପ୍ରବାହିତ ପ୍ରାୟ ସବୁ ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ନଈ କୁଳ ମାନଙ୍କରେ  ନଈବଢି ଦେଖିବା ପାଇଁ ସ୍ଥାନୀୟ…