Sign in
Sign in
Recover your password.
A password will be e-mailed to you.
ବନ୍ୟା ପରିସ୍ଥିତିରେ ଉନ୍ନତି ହୋଇଛି , ସ୍ଥିତି ନିୟନ୍ତ୍ରଣାଧିନ: ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା
ଜଳ ସଂପଦ ବିଭାଗରେ ବନ୍ୟା ସ୍ଥିତି ସଂପର୍କରେ ସ୍ୱତନ୍ତ୍ର ରିିଲିଫ୍ କମିଶନର ଏବଂ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସବିବଙ୍କ ପ୍ରେସ୍ ବିବୃତି
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଫଳରେ କେତେକ ନଦୀରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ସେଥିରୁ ଆଜି…
ଶିକ୍ଷାନୀତି-୨୦୨୦ରେ ଲୋକଙ୍କ ଆଶା ପ୍ରତିଫଳିତ ହୋଇଛି: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ନିଶଙ୍କ
କିଟରେ ନୂତନ ଶିକ୍ଷାନୀତି ଉପରେ ଆନ୍ତର୍ଜାତିକ ୱେବିନାର
ଭୁବନେଶ୍ୱର(ଶାସକ ପ୍ରଶାସକ): କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିକ୍ଷାନୀତି-୨୦୨୦ ଉପରେ ତିନି ଦିନିଆ ଆନ୍ତର୍ଜାତିକ ୱେବିନାର ରବିବାର ଉଦ୍ଯାପିତ ହୋଇଯାଇଛି । ୨୮ ତାରିଖରେ ଏହି ଆନ୍ତର୍ଜାତିକ ୱେବିନାର୍କୁ ଉଦ୍ଘାଟନ କରି କେନ୍ଦ୍ର…
ପ୍ରକୃତ ହିତାଧିକାରୀଙ୍କ ପାଇଁ ଆବାସ ଯୋଜନା ସ୍ବପ୍ନ, ଭଙ୍ଗା ଦଦରା ଘରେ ବିତୁଛି ୪ପରିବାରଙ୍କ ଜୀବନ
କୁଚିଣ୍ଡା -ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) :କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗରିବ ତଥା ଅସହାୟ ପରିବାରଙ୍କୁ ସରକାର ଅନେକ ଯୋଜନା ଯୋଗାଇ ଦେଉଛନ୍ତି l ହେଲେ ଏହାର ବାସ୍ତବିକ ଚିତ୍ର ଦେଖିବାକୁ ମିଳିଛି l ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମପଞ୍ଚାୟତ ଲାଡ଼ ଗ୍ରାମର ଏହି…
ପରଲୋକରେ କବି ଭବାନୀ ଶଙ୍କର ନାଥ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସ୍ଵନାମଧନ୍ୟ ସମ୍ବଲପୁରୀ ଲେଖକ ତଥା କବି ଭବାନୀ ଶଙ୍କର ନାଥଙ୍କ ରବିବାର ଭୋର ୪ଟା ସମୟରେ ଠେମରାସ୍ଥିତ ତାଙ୍କ ବଡ ଜ୍ବାଇଁଙ୍କ ବାସଭବନରେ ହୃତଘାତ ଜନିତ ମୃତ୍ୟୁ ହୋଇଯାଇଛି। ଏ ଖବର ପ୍ରଚାର ହେବା ମାତ୍ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି। ସେ…
ସାମ୍ବାଦିକ ଓ ସାହିତ୍ୟକ ଗିରୀଶ ପାଢୀଙ୍କ ପ୍ରଥମ ଶ୍ରାଦ୍ଧ ଶ୍ରଦ୍ଧାଞ୍ଜଳି ସଭା
ବୁଗୁଡ଼ା / ଡ଼. କୁମୁଦ ଚନ୍ଦ୍ର ବେହେରା : ସାମ୍ବାଦିକ ଓ ସାହିତ୍ୟକ ସ୍ଵର୍ଗତ ଗିରୀଶ ପାଢୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଶ୍ରଦ୍ଧାଞ୍ଜଳି ସଭା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା। ପାରମ୍ପରିକ ରୀତିରେ ବାର୍ଷିକ ଶ୍ରାଦ୍ଧ ପରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ସ୍ଥାନୀୟ ସାମ୍ବାଦିକ,…
ବାଲିପଦରରେ ମିଳିତ ମଞ୍ଚ ପକ୍ଷରୁ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ବୁଗୁଡା /ଡଃ କୁମୁଦ ଚଂଦ୍ର ବେହେରା : ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମ ପଞ୍ଚାୟତ ପରିସରରେ ରବିବାର ଦିନ ବାଲିପଦର ଗ୍ରାମ ପଞ୍ଚାୟତ, ବାଲିପଦର ଉନ୍ନୟନ ପରିଷଦ, ଘୁମୁସର ର ସ୍ୱର ଓ ସ୍ୱଚ୍ଛତା ଏୱାରନେସ ଏଣ୍ଡ ଧାରା ଆସୋସିଏସନ ପକ୍ଷରୁ ମିଳିତ ଭାବେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…
ପୋଲିସ ଗାଡିରେ ଗଞ୍ଜେଇ ଚୋରା ଚାଲାଣ- ବାଃ, କି ସୁନ୍ଦର ବ୍ୟବସ୍ଥା
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ସନ୍ଧ୍ୟା ୬ ଟା ବେଳେ କୌଣସି ବିଶ୍ୱସ୍ତ ସୂତ୍ର ରୁ ସମ୍ବଲପୁର ରୁ ଝାରସୁଗୁଡା ଅଭିମୁଖେ ଏକ ବଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ହୋଉଥିବା ଖବର ପାଇ ରେଙ୍ଗାଲି ଥାନା ଭାରପ୍ରାପ୍ତ…
କୋରୋନାକୁ ହରାଇ ମୈଦାନକୁ ଫେରିଲେ କୋରୋନା ଯୋଦ୍ଧା ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ :- ମଇଦାନକୁ ଫେରିଲେ କରୋନା ଯୋଦ୍ଧା | ରାଜ୍ୟ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ-ଶ୍ରମ ମନ୍ତ୍ରୀ ତଥା ପଶ୍ଚିମ ଓଡିଶାର ଲୋକପ୍ରିୟ ନେତା ଶ୍ରୀ ସୁଶାନ୍ତ ସିଂ ଶେଷରେ ସୁସ୍ଥ ହୋଇ ଫେରିଛନ୍ତି ତେର ଦିନ ପରେ | ମନ୍ତ୍ରୀ ଶ୍ରୀ ସିଂ ସୁସ୍ଥ ହେବାର ଖବର ଜାଣିବା ପରେ ଅଂଚଳରେ ବର୍ତ୍ତମାନ…
ଲୋକଙ୍କ ସୁଖ ଦୁଃଖରେ ଯୋଡି ହୋଇ ରୁହ : ଭର୍ଚ୍ୟୁଏଲ ମାଧ୍ୟମରେ ବିଧାୟକଙ୍କୁ ନବୀନଙ୍କ ପରାମର୍ଶ
ପିଲାମାନେ ଯେପରି ଭଲରେ NEET ଓ JEE ପରୀକ୍ଷାଦେବେ ସେଥିପାଇଁ ସହଯୋଗ କରନ୍ତୁ
ସବୁ ପିଲା ଆମ ପରିବାରର , ଏ କଷ୍ଟ ସମୟରେ ଆପଣ ସେମାନଙ୍କ ସାଥିରେ ରୁହନ୍ତୁ
ଭୁବନେଶ୍ୱର (ଶାସକ ପ୍ରଶାସକ) : ବର୍ତ୍ତମାନ କରୋନା ସଂକ୍ରମଣ ବ୍ୟାପକତା ପରିପ୍ରେକ୍ଷୀରେ ଦଳର ବିଧାୟକ ମାନଙ୍କ ସହ…
ଆଖାଡାର ଓସ୍ତାଦ ପିତାମ୍ବର ରାଏଙ୍କ ପରଲୋକ।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସମଲେଶ୍ୱରୀ ମନ୍ଦିରର ଆଖାଡା ଓସ୍ତାଦ ତଥା ପୂର୍ବତନ ରାଜସ୍ବ ଇନ୍ସପେକ୍ଟର ପିତାମ୍ବର ରାଏ (୬୮) ଙ୍କ ଶନିବାର ପରଲୋକ ହୋଇଛି l ସେ ନିଜ ଅନ୍ତେ ପତ୍ନୀ, ୩ ଝିଅ ଓ ୩ ପୁଅ କୁ ଛାଡି ଯାଇଛନ୍ତି l ପିତାମ୍ବର ରାଏ ୧୯୯୩ ମସିହାରେ ସମଲେଶ୍ୱରୀ ମନ୍ଦିର ର…