ମହଙ୍ଗା ପଡିଲା ଗଞ୍ଜେଇ ଗାଡ଼ିରୁ ବଟି ଆଦାୟ : ନିଲମ୍ବିତ ହେଲେ ଏସ୍‌ଆଇ, ବନ୍ଧା ହେଲେ ୨ ହୋମ୍‌ଗାର୍ଡ

ମାଲକାନଗିରି / ବି ଶ୍ରୀନିବାସ ପାତ୍ର: ମହଙ୍ଗା ପଡିଲା ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦାୟ |ଏସ୍‌ଆଇ ନିଲମ୍ବିତ ଓ ଏଏସ୍‌ଆଇଙ୍କ ନାମରେ ମାମଲା ରୁଜୁ  | ୨ ହୋମ୍‌ଗାର୍ଡଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା…

ନିଟ ଓ ଜେଇଇ ଏଣ୍ଟ୍ରାସ ପାଇଁ ପରୀକ୍ଷାର୍ଥୀଙ୍କୁ ମାଗଣାରେ ପରୀକ୍ଷା କେନ୍ଦ୍ରକୁ ଯିବାର ବ୍ୟବସ୍ଥା କଲା ପ୍ରଶାସନ

ମାଲକାନଗିରି / ବି ଶ୍ରୀନିବାସ ପାତ୍ର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜିଲ୍ଲାରେ  IIT JEE ପରୀକ୍ଷା ପାଇଁ ମନୋନୀତ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କୁ ମାଗଣାରେ ପରୀକ୍ଷା ସେଣ୍ଟର କୁ ଯିବାପାଇଁ ବ୍ୟବସ୍ତା କରିଛନ୍ତି। ମାଲକାନଗିରି ଜିଲ୍ଲାରୁ ୧୦ ଜଣ…

ଲକ୍ଷାଧିକ କରୋନା ଆକ୍ରାନ୍ତ ରାଜ୍ୟ ତାଲିକାରେ ଓଡିଶା 

ଆଜି ୧୨ ମୃତ୍ୟୁ ସହ ୨୯ ଜିଲ୍ଲାରୁ ମିଶେଇକି ୩୦୧୪   ଖୋର୍ଦ୍ଧା ଜିଲ୍ଲାରୁ ୬୮୪, କଟକରୁ ୩୩୭ ଭୁବନେଶ୍ୱର(ଶାସକ ପ୍ରଶାସକ) : ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୯   ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି  ୩୦୧୪  ଜଣ କରୋନା ପଜିଟିଭ |  ଆଜି ରାଜ୍ୟରେ ୩୦୧୪   ଆକ୍ରାନ୍ତ ଚିହ୍ନଟ ହୋଇ…

ମହାନଦୀ ବନ୍ୟାପାଣିରେ ଜଳଶାୟୀ  ମାଁ ଘଣ୍ଟେଶ୍ବରୀ ମନ୍ଦିର  ,ଜଳମଗ୍ନ ନଦୀକୂଳିଆ ଜମି ।

 ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ହୀରାକୁଦ ଜଳଭଣ୍ଡାର ରୁ ୪୬ଟି ଗେଟ ଖୋଳାଯାଇ ଥିବାବେଳେ,ଏନଇ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଏହି ବନ୍ୟାରେ ତଳିଆ ଅଞ୍ଚଳରେ ଥିବା ଚିପିଲିମା (ବଗବିରା)ସ୍ଥିତ ଘଣ୍ଟେଶ୍ବରୀ ମାଁଙ୍କ ପୀଠାଞ୍ଚଳ ଜଳାଶାୟୀ ହୋଇଛି। ସେହିପରି ପୋତାପାଲି,…

ହୀରାକୁଦ ଜଳଭଣ୍ଡାର : ଦୀର୍ଘ ୨୦ ଘଣ୍ଟା ଧରି  ସମୁଦାୟ ୪୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି l 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ )- ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ର ଜଳସ୍ତର । ଜଳସ୍ତର ବୃଦ୍ଧି ପାଉଥିବାରୁ  ଗତକାଲି ଠାରୁ ଦୀର୍ଘ ୨୦ ଘଣ୍ଟା ଧରି ସମୁଦାୟ ୪୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି l ଆଜି ସକାଳ ୮ ଘଟିକା ରେ ବନ୍ଧ…

ଏପଟେ ଅନଲକ ୪ ଗାଇଡ୍ଲାଇନ ଜାରି, ସେପଟେ ଦେଶରେ ଅମାନିଆ କରୋନା 

କରୋନା ଭିତରେ ହିଁ ବଂଚିବାକୁ ହେବ ଜୀବନ ଆଜି ୩୫ ଲକ୍ଷ ଟପିଲା କରୋନା ଆକ୍ରାଙ୍କଙ୍କ ସଂଖ୍ୟା   ଆଜି ବି ବଢିଛି ବିସ୍ଫୋରଣ କାୟା , ଆଜି ମୃତ୍ୟୁ ୯୪୮   ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ  ଆଜି ପଞ୍ଚତିରିଶି  ଲକ୍ଷ ଟପିଲା କରୋନା ଆକ୍ରାଙ୍କଙ୍କ ସଂଖ୍ୟା  | ଦେଶରେ ଗତ ୨୪…

ଶ୍ରୀ ରଘୁନାଥଜିଉଙ୍କୁ ସୁନିଆଁରେ ସୁନା ଥାଳିରେ ଭୋଗ ଅର୍ପଣ 

ସ୍ୱର୍ଣ୍ଣ ବେଶ ପରମ୍ପରା ଭଙ୍ଗ ନେଇ ପୁଜକ ପରିଷଦର ଅସନ୍ତୋଷ ପକାଶ ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଆଜି ପବିତ୍ର ଭାଦ୍ରବ ମାସ ଶୁକ୍ଳ ପକ୍ଷ ପାର୍ଶ୍ୱ \ ପରିବର୍ତନ ଏକାଦଶୀ ଯୁକ୍ତ ଦ୍ୱାଦଶୀ ତିଥିରେ ଏକାଦଶୀ, ବାମନ ଜନ୍ମ ତଥା ସୁନିଆଁ ପର୍ବ ଯଥା ରିତି…

 ପାରଳାରେ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ୧୧୬ ତମ ଜନ୍ମଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ

http://www.youtube.com/watch?v=P4r09rqVP84 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :    ହକିର ଯାଦୁକର ତଥା ହକି ଖେଳର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ୧୧୬ ତମ ଜନ୍ମଦିବସ ଅବସରରେ "ଜାତୀୟ କ୍ରୀଡା ଦିବସ" ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ…

ଧରାପଡିଲା ବଡ ଶିଳ୍ପ ସଂସ୍ଥାର ଜାଲ ସାଜୀ

ଭୁବନେଶ୍ୱର : ଗୋଟିଏ ଗୁରୁତ୍ୱପୂର୍ଣ ପବ୍ଲିକ୍ କ୍ରୟରେ ଏକ  ବଡ଼ ଶିଳ୍ପ ସଂସ୍ଥାର  ଅନୈତିକ କାର୍ଯ୍ୟକଳାପକୁ ପୂର୍ବତଟ ରେଳପଥ ର  ଟେଣ୍ଡର କମିଟି ଚତୁରତାର ସହ  ଧରିଛି l ଏକ ପ୍ରମୁଖ ପାଇଲଟ ପ୍ରକଳ୍ପରେ  ପରିଚାଳନା ଦକ୍ଷତା ବୃଦ୍ଧି କରିବାପାଇଁ  ପୂର୍ବ ତଟ ରେଳପଥ କେତେକ ଲୋକୋ ଆଟାଚମେଣ୍ଟ…

କଳିକେଶଙ୍କ ସହ ଆଲୋଚନା କଲେ ସୁକତେଲ ବୁଡ଼ିଅଂଚଳର ପ୍ରାୟ ୧୦ଟି ଗ୍ରାମର ଗ୍ରାମବାସୀ

Bolangir(Niroj mishra) :  ଲୋୟର ସୁକତେଲ ବୁଡ଼ିଅଂଚଳର ପ୍ରାୟ ୧୦ଟି ଗ୍ରାମର ଗ୍ରାମବାସୀ ଆସି ଆଜି ସ୍ଥାନୀୟ ଶୈଲଶ୍ରୀ ପେଲେସ ଠାରେ ଦେଖା କରଛନ୍ତି । ବିଗତ ଦଶନ୍ଧି ଧରି ଚାଲିଥିବା ଲୋୟର ସୁକତେଲ ପ୍ରକଳ୍ପ ହଠାତ ଗତ ଦୁଇ ବର୍ଷ ହେଲା ବନ୍ଦ ହୋଇ ପଡିରହିଛି । ଏହି ସମୟରେ ନା’ ସରକାର ଲକ୍ଷ୍ୟ…