Sign in
Sign in
Recover your password.
A password will be e-mailed to you.
ବିଭିନ୍ନ ଦାବିନେଇ ଅଭିଭାବକ ସଙ୍ଘ ତରଫରୁ ଧାରଣା ପ୍ରଦର୍ଶନ।
ମାଲକାନଗିରି / ବି ଶ୍ରୀନିବାସ ପାତ୍ର : ଅଭିଭାବକ ସଙ୍ଘ ତରଫରୁ କରୋନା ମହାମାରୀ ସମୟରେ କାମଧନ୍ଦା ଅଭାବ,କାର୍ଯ୍ୟରୁ ଛଟେଇ ଭଳି ଅସୁବିଧା ମାନ ରହିଥିବାବେଳେ ଶିକ୍ଷାନୁଷ୍ଠାନ ଗୁଡିକ ଦ୍ୱାରା ଅଭିଭାବକ ମାନଙ୍କୁ ଶୋଷଣ କରାଯାଉଥିବା ରୁ ତାହାର ପ୍ରତିବାଦରେ ବିଭିନ୍ନ ଦାବୀ ନେଇ ଆଜି…
ନକଲି ସାମ୍ବାଦିକ : ଚତୁର୍ଥ ସ୍ତମ୍ଭରେ କଳଙ୍କ ବୋଲୁଛନ୍ତି କିଛି ଅନୁପ୍ରବେଶକାରୀ
ସମ୍ବଲପୁର/ ବ୍ୟୁରୋ ଚିଫ : ସାମ୍ବାଦିକ କିଏ, ଏହାର ମାନଦଣ୍ଡ କଣ? ଏହି ଡିଜିଟାଲ ଯୁଗରେ କିଏ ପ୍ରକୃତରେ ସାମ୍ବାଦିକ ଓ କିଏ ନକଲି ସାମ୍ବାଦିକ ଜାଣିପାରିବାଟା ଏକ ଜଟିଳ ପ୍ରଶ୍ନ। କେତେକ ନକଲି ଲୋକ ସାମ୍ବାଦିକ ପରିଚୟ ଦେଇ ବଟି ଆଦାୟ କରୁଥିବା ପରିଲକ୍ଷିତ ହୁଏ। ତେଣୁ ପ୍ରକୃତ ସାମ୍ବାଦିକ…
ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା ଅସୁସ୍ଥ
ବଲାଙ୍ଗୀର / ନିରୋଜ ମିଶ୍ର : ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା ସ୍ଥାନୀୟ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗତ କିଛି ଦିନ ଧରି ସେ ହାର୍ଣ୍ଣିଆ ପୀଡିତ ହୋଇ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ । ଆଜି ତାଙ୍କର ଅସ୍ତ୍ରୋପଚାର ପାଇଁ ଦିନ ଧାର୍ଯ୍ୟ ହୋଇଛି ।…
ତିନିବର୍ଷରେ ରାଜ୍ୟର ସବୁ ବସ୍ତି ହେବ ଆଦର୍ଶ କଲୋନୀ– ମୁଖ୍ୟମନ୍ତ୍ରୀ
http://www.youtube.com/watch?v=XStzqPs4uA4
ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଏକ ଲକ୍ଷରୁ ଅଧିକ ଭୂମି ଅଧିକାର ପ୍ରମାଣପତ୍ର ଆବଣ୍ଟନର ଶୁଭାରମ୍ଭ
ଭୁବନେଶ୍ୱର (ଶାସକ ପ୍ରଶାସକ)-ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ…
ତିର୍ତ୍ତୋଲ, କୁଜଙ୍ଗ, ମାହାଙ୍ଗା, ରଘୁନାଥପୁର ଓ ଗରଦପୁରରେ ଯୋଗାଯୋଗର ନୂଆ ଯୁଗ ଆରମ୍ଭ
http://www.youtube.com/watch?v=0Tkh-iIKMkk
କରୋନା ଲଢେଇ ସହ ବିକାଶ କାମ ମଧ୍ୟ ଆଗକୁ ବଢିବ – ମୁଖ୍ୟମନ୍ତ୍ରୀ
ତିର୍ତ୍ତୋଲ ଅଞ୍ଚଳରେ ୨୦୦ କୋଟି ଟଙ୍କାରେ ମହାନଦୀ ଉପରେ ଦୁଇଟି ସେତୁର ଶିଳାନ୍ୟାସ
ଭୁବନେଶ୍ୱର/ ଶାସକ ପ୍ରଶାସକ : ଆଜି ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ…
ଏ ସ୍କୁଲ କଣ ରାଜ୍ୟ ସରକାରଙ୍କ ଉପରେ
କିଏ କହିଲା, କାହା ନିର୍ଦ୍ଦେଶରେ ଖୋଲିଲା ଏ ସ୍କୁଲ
ବରଗଡ :- ବର୍ତ୍ତମାନ ସାରା ବିଶ୍ୱ କୋରୋନା ମହାମରୀର କବଜାରେ । ମହାମରୀ ତାର କାୟା ବିସ୍ତାର କରିବା ଆରମ୍ଭ କରିବା ପୂର୍ବରୁ ସରକାର ଏହି ମହାମରୀକୁ ଆୟତ୍ତ କରିବା ନିମନ୍ତେ ଓ ଜନସାଧାରଣ ଙ୍କର ସୁରକ୍ଷା ନିମନ୍ତେ ଲକ ଡାଉନ ଓ ସଟଡାଉନ ଭଳି…
ଅସନ୍ତୁଷ୍ଟଙ୍କ ଉପରେ ଚାବୁକ : କଳ୍ପତରୁ ବିଜେଡିରୁ ବିଦା
ଭୁବନେଶ୍ୱର ( ଶାସକ ପ୍ରଶାସକ) କର୍ମକର୍ତ୍ତା ନିଯୁକ୍ତିକୁ ନେଇ ବିଜୁ ଜନତା ଦଳରେ ଅସନ୍ତୋଷ ବୃଦ୍ଧି ପାଉଥିବା ସର୍ବୋପରି ଯୁବ ଛାତ୍ରଙ୍କ ଭିତରେ ଅସନ୍ତୋଷ ତୀବ୍ର ହୋଇଥିବା ବିଷୟ ସମାଜିକ ଗଣମାଧ୍ୟମରୁ ପ୍ରତିଫଳିତ ହେଉଥିବା ବେଳେ ଆଜି ଦଳର ସୁପ୍ରିମୋ ଅସନ୍ତୁଷ୍ଟଙ୍କ ସବକ ଶିଖାଇବା ପାଇଁ…
ଚେକ୍ ଦେୟ ଉପରେ ଆସନ୍ତା ବର୍ଷ ଠାରୁ ବଦଳିବ ନିୟମ
କ’ଣ ବିଶେଷ ଏବଂ କ’ଣ ଆପଣଙ୍କ ପାଇଁ ଲାଭଦାୟକ ହେବ ଜାଣନ୍ତୁ |
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ନୂଆଦିଲ୍ଲୀ ବ୍ୟାଙ୍କିଂ ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ 1 ଜାନୁୟାରୀ 2021 ରୁ ଚେକ୍ ପେମେଣ୍ଟ ପାଇଁ ଏକ ସକରାତ୍ମକ ଦେୟ ବ୍ୟବସ୍ଥା ବା ପଜିଟିଭ ପେ ସିଷ୍ଟମ ପ୍ରଣୟନ…
ଅନଲାଇନ କ୍ଲାସ ତ ନୁହେଁ, ବିନା ଲାଇନ ଓ ମୋବାଇଲରେ ଷ୍ଟ୍ରିଟ ଲାଇଟ ତଳେ ଚାଲିଛି ପାଠପଢ଼ା।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଷ୍ଟ୍ରିଟ ତଳେ ବସି ପାଠ ପଢ଼ୁଥିବା ଏକ ବାଳକର ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ମ୍ୟୁନିସିପାଲିଟିର ଖଲିଆକାନି ଗ୍ରାମର ଜଣେ ଦିନ ମଜୁରିଆଙ୍କ ପୁଅ ସୌରତ ଭୋଇ।ମା ବାପା ମଜୁରୀ ଲାଗି ପେଟ ପୋଷନ୍ତି। ଘରେ…
କୋରୋନା ଯୋଦ୍ଧାଙ୍କୁ ଏ କି ସମ୍ମାନ. ପୁଣି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନାକ ତଳେ ଅବହେଳା !!!
ଝାରସୁଗୁଡ଼ା :(ସୁଭାଷ ସହାରେ) -କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି, ବାହାବା ନେଉଛନ୍ତି। କିନ୍ତୁ ପ୍ରକୃତରେ ତୃଣମୂଳ ସ୍ତରରେ ଘଟୁଛି ଭିନ୍ନ କଥା। ଝାରସୁଗୁଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ବାରମ୍ବାର ଅବହେଳା ଘଟଣା ଲୋକଲୋଚନକୁ…