ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ାର ରାଜପୁର ପଞ୍ଚାୟତ ସମିତି ସଭ୍ୟ ଗଣେଶରାମ ବାଗଙ୍କୁ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି ତାଙ୍କର ବ୍ଳକ ପ୍ରତିନିଧି ଭାବରେ ଚୟନ କରିଛନ୍ତି। ଏ ନେଇ ସେ ଝାରସୁଗୁଡ଼ା ବିଡିଓଙ୍କୁ ଏକ ପତ୍ର ଲେଖି ସୂଚିତ କରିଛନ୍ତି। ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ବ୍ଲକରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର କେତୋଟି ପଞ୍ଚାୟତ ଆସୁଥିବା ବେଳେ, ଏପର୍ଯ୍ୟନ୍ତ କୌଣସି ବିଧାୟକ ପ୍ରତିନିଧି ନଥିଲେ। ଏହାପରେ ଶ୍ରୀ ବାଗ ବ୍ଲକସ୍ତରୀୟ ଯେ କୌଣସି ବୈଠକରେ ବିଧାୟକଙ୍କ ପ୍ରତିନିଧି ଭାବରେ ଯୋଗ ଦେଇ ପାରିବେ।
Sign in
Sign in
Recover your password.
A password will be e-mailed to you.
Next Post