ଡେପୁଟି କଲେକ୍ଟରଙ୍କ ନାମରେ ଅଭିଯୋଗ ଆଣିଲେ ସ୍ତ୍ରୀ ଆଣିଲେ ସଂଗୀନ ଅଭିଯୋଗ। ଥାନାରେ ରୁଜୁ କଲେ ଏଫ ଆଇ ଆର। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ବୌଦ୍ଧ ଜିଲ୍ଲାର ଡେପୁଟି କଲେକ୍ଟର ଶରତ ବାଗଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ଡାଳିଆ ଦେବନାଥ। ଶ୍ରୀ ବାଗ ତାଙ୍କର ଜଣେ ଗାର୍ଲଫ୍ରେଣ୍ଡ ଓ ତାଙ୍କର ଭାଇ ସୁରେନ୍ଦ୍ର ବାଗଙ୍କ ସହ ମିଶି ତାଙ୍କୁ ଭୀଷଣ ମାଡ଼ ମାରିଥିଲେ ଓ ଜୀବନରେ ମାରିଦେବା…

ଗାଧୋଇବାକୁ ଯାଇ ପାଣିରେ ବୁଡି ଯୁବକ ନିଖୋଜ

ନାକ୍ଟିଦେଉଳ/ଶ୍ରୀୟାସ୍ମିତା ସାମଲ   : ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ଥାନା ଅନ୍ତର୍ଗତ ବାଟଗାଁ ପଞ୍ଚାୟତ କେଲୋବେର୍ଣ୍ଣି ଗ୍ରାମର ଅମିତ୍‌ ଧଳ ନାମକ ଜଣେ ଯୁବକ ଆଜି ଗାଁର ପାଖ ନଦୀକୁ ଗାଧୋବାକୁ ଯାଇ ପାଣିରେ ବୁଡି ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ଅମିତ୍‌ ଗ୍ରାମର…

ନିଷ୍ଠା ପରିବାର ପକ୍ଷରୁ ରକ୍ତ ଦାନ ଶିବିର, ୨୧ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ :- ବର୍ତ୍ତମାନ ବିଶ୍ଵ ଜବୁ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଛି ତାହା ସମସ୍ତଙ୍କୁ ଜଣା । କୋରୋନା ମହାମାରୀ ମଣିଷ ଜୀବନକୁ ଯେଭଳି ଭାବରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଭାବିତ କରୁଛି ତାହା ବୟାନ କରିବା ମଧ୍ୟ ଅତି କଷ୍ଟକର ହୋଇ ଗଲାଣି । ଏହି ମହାମାରୀ ସ୍ୱାସ୍ଥ୍ୟ ସେବାକୁ ମଧ୍ୟ ବେଶ…

ଜଣା ଥିଲା, ଖାଲି ଯା ଝୁଲିଥିଲା : ବ୍ୟୋମକେଶ ଯୁବ ସଭାପତି, ଦେବୀରଞ୍ଜନଙ୍କୁ ଛାତ୍ର ସଂଗଠନ ଦାୟିତ୍ୱ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଶାସକ ବିଜୁ ଜନତା ଦଳ ଆଜି ଦଳର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସାମ୍ମୁଖ୍ୟ ମୁଖ୍ୟଙ୍କୁ ନିଯୁକ୍ତି ଦେଇଛି । ଆଗରୁ ପ୍ରାୟ ଚୂଡାନ୍ତ ହୋଇ ଯାଇଥିବା ବେଳେ ଆଜି ହୋଇଛି ବିଧିବଦ୍ଧ ନିଯୁକ୍ତି |  ଚାନ୍ଦବାଲିର ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର  ପୂର୍ବତନ ସଭାପତି…

ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ଯାନବାହାନକୁ ଶତପ୍ରତିଶତ  ସ୍ୱଚ୍ଛ ଇନ୍ଧନରେ ପରିଣତ କରାଯାଉ – ଧର୍ମେନ୍ଦ୍ର…

“ପର୍ଯ୍ୟଟନ ଓ ଗ୍ରାମୀଣ ବିକାଶ”ର ଭର୍ଚୁଆଲ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ • ପେଟ୍ରୋଲିୟମ ବିଭାଗ ସହ ମିଳିତ ଭାବେ କାମ କରିବାକୁ ପର୍ଯ୍ୟଟନ ବିଭାଗକୁ ଆହ୍ୱାନ • ପର୍ଯ୍ୟଟନ ମନ୍ତ୍ରଣାଳୟର ‘ଦେଖୋ ଆପନା ଦେଶ୍’ ଓ ‘ସାଥୀ’ ପଦକ୍ଷେପକୁ ପ୍ରଶଂସା • ଗ୍ରାମୀଣ ପର୍ଯ୍ୟଟନ ସ୍ଥଳି…

କଳାହାଣ୍ଡିର ଲାଞ୍ଜି ମେଗା ଉଠା ଜଳସେଚନ କାର୍ଯ୍ୟ ସରିବ କେବେ ।

କାମ ହେଉଛି  ନିମ୍ନ ମାନ, ଶ୍ରମିକଙ୍କୁ ହେଉଛି ଶୋଷଣ : ହେଲେ ପଚାରିଲେ  ମୁହଁ ଟାଣ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରୁ ନହୁସ ବାଗ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲାଞ୍ଜି ମେଗା ଉଠା ଜଳସେଚନ ପ୍ରକଳ୍ପ ଲାଞ୍ଜି ଗ୍ରାମ ପରିବର୍ତ୍ତେ ହେଉଛି ଚପ୍ରିଆ ଗ୍ରାମରେ…

ଭୂବନେଶ୍ୱର ଜିଲା ସଂପାଦକ ତଥା ଜିଲ୍ଲା ମିଡିଆ ସଂଯୋଜକ ଅଚ୍ୟୁତାନନ୍ଦ ରଞ୍ଜିତଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର(ଶାସକ ପ୍ରଶାସକ) :ଭୂବନେଶ୍ୱର ଜିଲ୍ଲା ବିଜେପି ସଂପାଦକ ତଥା ଜିଲ୍ଲା ମିଡିଆ ସଂଯୋଜକ ଅଚ୍ୟୁତାନନ୍ଦ ରଞ୍ଜିତଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ…

ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ର୍ୟକୁ କ୍ଷୁଣ୍ଣ କରିବ ନାହିଁ- ଉଚ୍ଚ…

ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ସମ୍ପର୍କିତ ୱେବିନାରରେ ଯୋଗଦେଲେ ପ୍ରାୟ ୧୦୦୦ ଶିକ୍ଷାବିତ ପରିବର୍ତ୍ତିତ ପରିସ୍ଥିତିରେ ଉଚ୍ଚଶିକ୍ଷାରେ ସମୟୋପଯୋଗୀ ସଂସ୍କାର ପାଇଁ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ଉଦ୍ଦିଷ୍ଟ | ଓପିଏସସି ଦ୍ୱାରା ଶିକ୍ଷକ ଚୟନ ଓ…

ଖଦିବୋର୍ଡ ସଭାପତି ଗାଲା ପାଇକରାୟ କୋଭିଡ ପଜିଟିଭ 

ଭୁବନେଶ୍ୱର (ଶାସକ ପ୍ରଶାସକ) :ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି, ଜଣାଶୁଣା ସଂସ୍କୃତିକ-ସାମାଜିକ ସଂଗଠକ ଓ  ତଥା ଲୋକପ୍ରିୟ ଯୁବ ନେତା ସଂଗ୍ରାମ ପାଇକରାୟ (ଗାଲା) କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ ସୁସ୍ଥ ଅଛନ୍ତି ଓ ଘରେ ସଙ୍ଗରୋଧରେ ଅଛନ୍ତି | ଗତ ସାତ ଦିନ ମଧ୍ୟରେ ତାଙ୍କ…

ବନ ବିଭାଗ ପକ୍ଷରୁ ୫୨.୬୬ ଘନଫୁଟ କାଠ ପଟା, ସାଇଜ କାଠ ଓ ଯନ୍ତ୍ରପାତି ଜବତ ।

 ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ପ୍ରଭାକର ନାୟକ,ଓ ଶଙ୍କର୍ଷଣ ବେହେରା ଏବଂ ବୁଗୁଡା ରେଞ୍ଜର ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ  ସେପ୍ଟେମ୍ବର ୨୬ ତାରିଖ ଭୋର ସାଢେ ତିନିଟା   …