ପବିତ୍ର ଗଙ୍ଗା ନଦୀକୁ ନିର୍ମଳ କରିବା ଲାଗି ଉତ୍ତରାଖଣ୍ଡରେ 6ଟି ବୃହତ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

• ନମାମି ଗଙ୍ଗେ ମିଶନ କାରଣରୁ ବିଗତ ଛଅ ବର୍ଷରେ ଉତ୍ତରାଖଣ୍ଡରେ ଦୂଷିତ ଜଳ ବିଶୋଧନ କ୍ଷମତା ଚାରିଗୁଣ ବୃଦ୍ଧି • ବିଗତ 6 ବର୍ଷରେ ଗଙ୍ଗା ନଦୀରେ ମିଶିଥିବା 130ଟି ନାଳ ବନ୍ଦ • ପ୍ରଥମ ଗଙ୍ଗା ନଦୀ ସଂଗ୍ରହାଳୟ ‘ଗଙ୍ଗା ଅବଲୋକନ’ ଉଦଘାଟିତ • କରୋନା ମହାମାରୀ ସମୟରେ 50,000 ପରିବାରକୁ…

ଉପରାଷ୍ଟ୍ରପତି କୋଭିଡ  ପଜିଟିଭ୍ ଚିହ୍ନଟ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ ) ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ କୋଭିଡ  ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଖୋଦ  ଉପରାଷ୍ଟ୍ରପତିଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହା ସୂଚନା ଦିଆଯାଇଛି। ଆଜି ସକାଳେ ରୁଟିନ୍ COVID-19 ପରୀକ୍ଷା ବେଳେ ଶ୍ରୀ ନାଇଡୁ  ପଜିଟିଭ୍ ହୋଇଥିବା କୁହାଯାଇଛି । ସେ…

ଦେଶରେ ବ୍ୟାପକ ଉର୍ଜା ସୁରକ୍ଷା ସ୍ଥାପତ୍ୟର ବିକାଶରେ ଆତ୍ମନିର୍ଭର ଭାରତର ରହିବ ବଡ ଭୂମିକା – ଧର୍ମେନ୍ଦ୍ର…

‘ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀ-୨୦୨୦’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ • ଓଡିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁର ଠାରେ ଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବା ପାଇଁ ବିଦେଶୀ କମ୍ପାନୀକୁ ନିମନ୍ତ୍ରଣ • ଆଗାମୀ ଦିନରେ ୧୪ ହଜାର କୋଟି ବ୍ୟୟରେ ୧୨ଟି ଟୁଜି…

ସାମାଜିକ ଦୂରତ୍ୱ ନିୟମ ଖିଲାପ କରି ତଣ୍ଡ ଗଣିଲେ ମଦ ଦୋକାନି ।

ମାଲକାନଗିରି(ବି ଶ୍ରୀନିବାସ ପାତ୍ର): ସମ୍ପ୍ରତି ଅନ ଲକଡାଉନ ୨.୦ସମୟରେ କେନ୍ଦ୍ର ସରକାର ଲାକଡାଉନ ରେ   ଲୋକଙ୍କ ଯାବତୀୟ  ଅସୁବିଧା କୁ ହୃଦବୋଧ କରି ଅନଲକ ୨.୦ଜାରିକରିବା ସହ କିଛି କ୍ଷେତ୍ରରେ କଟକଣା ଉଠାଇବା ସହ ଲାକଡାଉନ ନିୟମରେ କୋହଳ ଆଣିଥିଲେ ମଧ୍ୟ ମାସ୍କ ପରିଧାନ, ସାମାଜିକ…

ପର୍ଯ୍ୟଟନ ସ୍ଥଳୀରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉ – ଶାନ୍ତନୁ 

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  - ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ବାଦଳଗିରି ଜଳପ୍ରପାତରେ ଦୁଇ ଜଣ ଇଞ୍ଜିନିଅରିଂ ଛାତ୍ର ମୃତ୍ୟବରଣ କରିଥିବା ଘଟଣା ମନରୁ ଲିଭିନଥିବା ବେଳେ ଗତକାଲି ଲହୁଣୀପଡା ବ୍ଲକ ଅନ୍ତର୍ଗତ ବିରତୋଳା ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଭୋଜି କରିବାକୁ ଆସିଥିବା ଦୁଇଜଣ ଛାତ୍ର…

ଡ଼ଃ ସମ୍ବିତ ପାତ୍ରଙ୍କ ଦ୍ୱାରା ଭାଜପା କଟକ ନଗର କାର୍ଯ୍ୟାଳୟ ଉଦଘାଟନ

କଟକ(ଶାସକ ପ୍ରଶାସକ) : ଆଜି ଭାଜପା ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ରଙ୍କ କଟକ ଗସ୍ତ ଅବସରରେ କଟକ ନଗର କାର୍ଯ୍ୟାଳୟ ଯୋବ୍ରା ଦାସ ସାହି ଠାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଡ଼ଃ ପାତ୍ର କାର୍ଯ୍ୟକର୍ତା ବନ୍ଧୁମାନଙ୍କୁ ନୂତନ ଗୃହ ପ୍ରବେଶର ଶୁଭେଛା ଜଣାଇ…

ଆମ୍ରି ହସ୍ପିଟାଲ ତରଫରୁ ବିଏମସି କାର୍ଯ୍ୟାଳୟରେ ସୁସ୍ଥ ହୃଦୟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ 

ଭୁବନେଶ୍ଵର(ଶାସକ ପ୍ରଶାସକ) : ବିଶ୍ଵ ହୃଦୟ ଦିବସ ଉପଲକ୍ଷେ, ସ୍ଥାନୀୟ ଭୁବନେଶ୍ଵର ମହାନଗର ନିଗମ କାର୍ଯ୍ୟାଳୟରେ ଏକ ସୁସ୍ଥ ହୃଦୟ ସ୍ବାସ୍ଥ୍ୟ ଶିବିର ଆମ୍ରି ହସ୍ପିଟାଲ ତରଫରୁ ଆୟୋଜନ କରାଯାଇଛି I ସମ୍ପ୍ରତି କରୋନା ମହାମାରୀ ସମୟରେ ମହାନଗର ନିଗମର କର୍ମଚାରୀ ମାନେ ବହୁ ସମୟ ଧରି ଜଣ…

କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ସଫେଇ ନଦୀରୁ ଉଦ୍ଧାର

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ)  :- ଝାରସୁଗୁଡା  ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗର ଆଷ୍ଟିମେଟର କାର୍ୟ୍ଯ କରୁଥିବା କନିଷ୍ଠ ଯନ୍ତ୍ରୀ ସୁଧୀର କୁମାର ନାଏକ ୪୫  ଗତକାଲି  ଅପ୍ରନ୍ହ ସାଢ଼େ ୫ ଟା ସମୟରେ ଅଫିସ କାର୍ଯ୍ୟାଳୟ ଠାରୁ କାମ ସାରି ନିଜ ଘର ଭେଡ଼ାବାହାଲ ଅଭିମୁଖେ ବାହାରିଥିବା ସୂଚନା…

ଦ୍ବନ୍ଦ୍ବରେ ଚାଷୀ, ସାହାଯ୍ୟ ହେବେ କି ସରକାର !!

ପଦ୍ମପୁର-କରୋନା ମହାମାରୀ ମଣିଷର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ପ୍ରଭାବିତ କରିଛି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଲ ହେଲାପରେ ଚାଷୀମାନେ ବହୁ ଉତ୍ସକତା ସହ ଚାଷ କାମରେ ଲାଗିପଡିଥିଲେ । ସମବାୟ ସମିତି ଏବଂ ଧାର କରଜ କରି ଚାଷୀମାନେ ଚାଷ କରିଛନ୍ତି । ହେଲେ ଚଲିତ ବର୍ଷ ଅଦିନିଆ…

ଦେଶରେ ଏକସଠି  ଲକ୍ଷ, ରାଜ୍ୟରେ ୨.୧୫ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

୭୦,୫୮୯   ନୂଆ ପଜିଟିଭ କେଶ ,ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୩୦୬୭ ଜଣ ଆଜି ଦେଶରେ ପ୍ରାଣ ହରାଇଛନ୍ତି ୭୭୬ , ଓଡ଼ିଶାରେ ୧୫ ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଜି ଦେଶରେ ଏକସଠି ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା | ସେହିପରି ଓଡ଼ିଶାରେ ଟପିଛି ୨.୧୫ଲକ୍ଷ |  ଗତ ୨୪ ଘଣ୍ଟା ଭିତରେ ସାରା…