Sign in
Sign in
Recover your password.
A password will be e-mailed to you.
ବିଧାୟକଙ୍କ ଦ୍ଵାରା ଉଦଘାଟନ ଓ ଭୂମି ପୂଜନ
ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବୁଗୁଡା ବ୍ଲକ ଅନ୍ତର୍ଗତ ଗୌଡ଼ିଆବୋରଦା ପାଞ୍ଚାୟତରେ ସେପ୍ଟେମ୍ବର ୨୬ ତାରିଖ ଶନିବାର ଦିନ ଦୁଇଟି ପ୍ରକଳ୍ପ ଉଦଘାଟନ କରିଥିବା ବେଳେ ଦୁଇଟି ପ୍ରକଳ୍ପ ପାଇଁ ଭୂମିପୂଜା କରିଥିବା…
ବରିଷ୍ଠ ନାଗରିକଙ୍କ ଦ୍ୱାରା ସଚେତନତା ରାଲି
ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ସପ୍ତାହ ପାଳନର ତୃତୀୟ ଦିନରେ ବୁଗୁଡା ଏନଏସି ଆନୁକୂଲ୍ୟରେ ବରିଷ୍ଠ ନାଗରିକମାନଙ୍କ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ…
ସୁଧୁରୁଛି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା : କରୋନା ରୋଗୀଙ୍କ ପାଇଁ ବଢୁଛି ଆସିୟୁ ବେଡ୍, ପରୀକ୍ଷା କିଟ୍ ଓ ଅକ୍ସିଜେନ୍…
ବଲାଙ୍ଗିର: ବିଗତ କିଛି ସପ୍ତାହରେ କରୋନା ବଲାଙ୍ଗିର ସହରରେ ତାର କରାଳ ରୂପ ଦେଖାଇଛି । ଅନେକେ ଏହାର ସଂକ୍ରମଣରେ ସଂକ୍ରମିତ ହୋଇଥିବା ବେଳେ ସହରର କିଛି ଚିହ୍ନାମୁହଁ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି । ଏହି ଭିତରେ ସହର ତଥା ଜିଲ୍ଲାରେ କରୋନା ନିୟନ୍ତ୍ରଣ ତଥା ରୋଗୀଙ୍କ ଜୀବନ ବଂଚଇବା ଦିଗରେ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂ ଆଉ ନାହାନ୍ତି
ନୂଆଦିଲ୍ଲୀ (ଶାସକ ପ୍ରଶାସକ)- ବିଶିଷ୍ଟ କୂଟନୀତିଜ୍ଞ, ତଥା ପ୍ରବୀଣ ରାଜନୀତିଜ୍ଞ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂ ଆଉ ନାହାନ୍ତି . ୮୨ ବର୍ଷ ବୟସରେ ଆଜି ସେ ପ୍ରାଣ ହରାଇଛନ୍ତି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥାଇ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ |…
ବ୍ରଜରାଜନଗରରେ ହତ୍ୟା ମାମଲା :ଚାରି ଅଭିଯୁକ୍ତଙ୍କ ନାମରେ ହୋଇଥିବା ଏଫ ଆଇ ଆର ର ପ୍ରେସ ବିଜ୍ଞପ୍ତି ଜାରି କଲା ପୋଲିସ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଗତ ୨୩/୦୯/୨୦ରେ ବ୍ରଜରାଜନଗରରେ ବୀରବଲ ପାଣ୍ଡେଙ୍କୁ ହତ୍ୟା କରିଥିବା ଘଟଣାରେ ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ପୋଲିସ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ମୃତକଙ୍କ ଭାଇ ଦଶରଥ ପାଣ୍ଡେ ଏ ନେଇ ୨୪ ତାରିଖରେ …
ଅତାବିରା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପାଇଁ କୋଭିଡ ହେଲ୍ପଲାଇନ ଜାରିକଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ
ବରଗଡ : ବର୍ତ୍ତମାନ ବରଗଡ ଜିଲ୍ଲାରେ କରୋନା ମହାମାରୀ ଉଗ୍ର ରୁପ ଧାରଣ କରିଥିବା ହେତୁ ଅତାବିରା ନିର୍ବାଚନ ମଣ୍ତଳୀର ସମସ୍ତ ଜନସାଧାରଣଙ୍କ ସୁରକ୍ଷା ପାଇଁ Covid 19 ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗୀନି ଛୁରୀଆ |ଏହି ସମୟରେ ଅନେକ ଲୋକ…
ପ୍ରଦୂଷିତ ଅଞ୍ଚଳ ପରିଦର୍ଶନ କଲେ ରାଜ୍ୟ ବିଜେପି ଟିମ।
ଝାରସୁଗୁଡ଼ା:(ସୁଭାଷ ସହାରେ)- ଝାରସୁଗୁଡ଼ା ଓ ସମ୍ବଲପୁର ଅଞ୍ଚଳରେ ଗଢ଼ି ଉଠିଛି ଅନେକ ଶିଳ୍ପ କାରଖାନା। ଲୋକଙ୍କ ବିକାଶ ନାମରେ ଗଢ଼ି ଉଠିଥିବା ଏହି ଶିଳ୍ପାନୁଷ୍ଠାନ ଗୁଡ଼ିକ କିନ୍ତୁ ଲାଭଜନକ ହୋଇଛନ୍ତି କେବଳ କେତେକ ନ୍ୟସ୍ତସ୍ବାର୍ଥ ନେତା,ମାଫିଆ ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କ ପାଇଁ। ମାତ୍ର…
କଂଗ୍ରେସ ଦଳର ନୂଆ ରଣନୀତି, ସରକାରୀ କାର୍ଯ୍ୟାବଳୀ ବିରୋଧରେ ଯିବ ଜନତା ଅଦାଲତକୁ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର କଂଗ୍ରେସ ଦଳର ସ୍ବତନ୍ତ୍ର କମିଟିର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ମହେନ୍ଦ୍ର ନାୟକ ଜଣାଇଛନ୍ତି ଯେ ଆସନ୍ତା ଏକ ମାସ ଭିତରେ ଜିଲ୍ଲାରେ ଅନିୟମିତ ଭାବରେ ଚାଲୁଥିବା କାର୍ଯ୍ୟାବଳୀ ବିରୋଧରେ ଚାର୍ଜସିଟ ପ୍ରସ୍ତୁତ କରି ଜନତା…
ବାଃ ବାଃ ସରକାର , ପାଠ ପଢିବାକୁ ଛୋଟ ଛୁଆ ଚାଲିକି ଯିବେ ଦି କିଲୋମିଟର !
ଗାଁ ବିଦ୍ୟାଳୟକୁ ସ୍ଥାନାନ୍ତର କରିବା ନିର୍ଦ୍ଦେଶକୁ ବିରୋଧ କରି ରାସ୍ତା ଅବରୋଧ।
ଟିଟିଲାଗଡ , ( ଗୌରବ ଦର୍ଜୀ)- ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁ ପଞ୍ଚାୟତ ର କାପଶିଭଟା ଗାଁ ର ବିଦ୍ୟାଳୟ କୁ ନିକଟସ୍ଥ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ସେବତିପଡ଼ାକୁ ସ୍ଥାନାନ୍ତର କରିବା ପାଇଁ…
ପ୍ରଧାନମନ୍ତ୍ରୀ ଓ ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ବିଜେପିର ନୂଆ ରାଷ୍ଟ୍ରୀୟ ପଦାଧିକାରୀ ଟିମରେ ୪ ଓଡିଆ
ନବନିଯୁକ୍ତ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ
ନୂଆଦିଲ୍ଲୀ/ଭୁବନେଶ୍ୱର – ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଦ୍ୱାରା ଗଠିତ ହୋଇଥିବା ନୂଆ ରାଷ୍ଟ୍ରୀୟ ପଦାଧିକାରୀ ଟିମରେ ୪…