Sign in
Sign in
Recover your password.
A password will be e-mailed to you.
ଗ୍ରାହକଙ୍କୁ ଏସବିଆଇ ଦେଲା ଠକେଇ ଆଲର୍ଟ: ସାବଧାନ କଲା ଏସବିଆଇ
ଏସବିଆଇର ଗ୍ରାହକମାନେ ଧ୍ୟାନ ଦେବା ଉଚିତ୍,ଆପଣଙ୍କ ଏକାଉଣ୍ଟରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ସାଇବର ଠକ
ନୂଆଦିଲ୍ଲୀ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ଠକେଇ ସମ୍ପର୍କରେ ସତର୍କ କରାଇଛି। ସନ୍ଦେହଜନକ ହ୍ବାଟସଆପ୍ କଲ୍ ଏବଂ ମେସେଜ୍ ବିଷୟରେ ବ୍ୟାଙ୍କ ଏହାର…
ବିଶୋଇ ସାର୍ନା ଛକରେ ଗ୍ୟାସଗାଡି ଧକ୍କାରେ ସ୍ବାମୀ ସ୍ତ୍ରୀ ମୃତ, ଅନ୍ୟ ଜଣେ ମହିଳା ଗୁରୁତର
ବାରିପଦା(ଦିଲ୍ଲୀପ ମହାନ୍ତି)-ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅଧୀନ ତଥା ବିଶୋଇ ବଜାର ନିକଟସ୍ଥ ସାନ୍ନା ଛକରେ ସୋମବାର ଅପରାହ୍ନରେ ଏକ ଇଣ୍ଡେନ ଗ୍ୟାସ ସିଲିଣ୍ଡର ଗାଡି ରାସ୍ତା କଡ଼ରେ ଠିଆ ହୋଇଥିବା ଦୁଇ ଅଙ୍ଗନବାଡ଼ି ଦିଦି ଏବଂ ଜଣ ଦିଦିଙ୍କ ସ୍ବାମୀ ଛିଡ଼ା ହୋଇଥିବାବେଳେ ହଠାତ୍ ଗ୍ୟାସ…
ତ୍ରୁଟି ପୁର୍ଣ୍ଣ କାର୍ଯ୍ୟ ଯୋଗୁଁ ବିପଦ ପୂର୍ଣ୍ଣ ଅବସ୍ଥାରେ ଅଙ୍ଗନଦୀ ପୋଲ: କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବାର…
ଝାରବନ୍ଧ-ମନୋହର ଦାଶ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଅଙ୍ଗନଦୀ ପୋଲ ବର୍ତ୍ତମାନ ବିପଦ ଜନକ ଅବସ୍ଥା ରେ ରହିଛି।ଛତିଶଗଡ଼ ଓ ଓଡିଶା ସୀମାମଧ୍ୟରେ ଥିବା ଏକମାତ୍ର ଏତେ ବଡ଼ ପୋଲ ଦେଇ ଭାରି ଯାନବାହନ ଠାରୁ ଆରମ୍ଭ କରି କାର ବସ ଟ୍ରକ ସମସ୍ତ ପ୍ରକାର ର ଯାନବାହନ ସବୁବେଳେ ଚାଲୁ ଅଛି।…
ଯୁବ ଇଞ୍ଜିନିୟର ଆଶିଷ ମହାଣା ଆବିଷ୍କାର କଲେ କରୋନା ଯୋଦ୍ଧା “ରୋବୋଟିକ୍ ନର୍ସ “
ସମ୍ବଲପୁର(Ramakanta Biswal): ସମ୍ବଲପୁର ଜିଲ୍ଲା ହୀରାକୁଦ ସ୍ଥିତ ହିଣ୍ଡାଲକେ କମ୍ପାନୀରେ କାର୍ଯ୍ୟରତ ରେଙ୍ଗାଲି ନୂଆଁ ରମ୍ପେଲା ଗ୍ରାମର ଯୁବ ଇଞ୍ଜିନିୟର ଆଶିଷ ମହାଣା କରୋନା ମହାମାରିରେ ଆକ୍ରାନ୍ତ ରୋଗୀଙ୍କ ସେବା ଓ ସହାୟତା ପାଇଁ ନିଜେ ଗବେଷଣା କରି ରୋବୋଟିକ୍ ନର୍ସ ତିଆରି କରିବାରେ…
ଏନକର ଏକ୍ଜିକ୍ୟୁଟିଭ୍ ସିକ୍ୟୁରିଟି ସଂସ୍ଥାର ଦରମା ନ ମିଳିବାରୁ ଅନଶନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଏକ୍ଜିକ୍ୟୁଟିଭ୍ ସିକ୍ୟୁରିଟି ସଂସ୍ଥାର ସୁରକ୍ଷା କର୍ମଚାରୀ ଆଜିଠାରୁ ଅନଶନ ଆରମ୍ଭ କରି ଦେଇଛନ୍ତି। ଲକଡାଉନ ଘୋଷଣା ହେବା ପରେ କମ୍ପାନୀ ଏହି ସିକ୍ୟୁରିଟି ସଂସ୍ଥାକୁ ଦୀର୍ଘ ଆଠମାସ ଧରି ଦରମା ଦେଇ ନାହିଁ। ସମଗ୍ର ପରିବାର ଏମାନଙ୍କ ଦରମା…
ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମର୍ଯ୍ୟାଦା :ମୌସୁମୀ ଅଧିବେଶନରେ ଗୃହୀତ ହେଉ ସର୍ବସମ୍ମତ ପ୍ରସ୍ତାବ
ସର୍ବସମ୍ମତି ନିର୍ଦ୍ଧାରଣ ଗ୍ରହଣ କରିବାକୁ ଭାଷା ଆନ୍ଦୋଳନ ଓଡିଶା ପକ୍ଷରୁ ଅନୁରୋଧ
ଭୁବନେଶ୍ୱର : ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ "ଓଡିଶା" I ସ୍ୱତନ୍ତ୍ର ରାଜ୍ୟ ଗଠନର ଦୀର୍ଘ ଦିନପରେ ଭାଷା ଆନ୍ଦୋଳନ, ଓଡ଼ିଶାର ଦୀର୍ଘ ଆନ୍ଦୋଳନ ଫଳରେ ବିଧାନ ସଭାରେ ସର୍ବସମ୍ମତ୍ତି କ୍ରମେ…
ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁ ଆଉ ନାହାନ୍ତି
ପଦ୍ମପୁର - ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକ ମାଝିପାଲି ଗ୍ରାମର ମୂଲ ନିବାସୀ ତଥା ସେଚତନ ହେମା,ତୋଳବନ୍ଦ ର ଜଣେ ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁଙ୍କ କରୋନା ର କରାଲ ଗ୍ରାସରେ ତାଙ୍କର ମୃତ୍ୟୁ ଘଟି ଯାଇଛି । ସେ ଜଣେ ସମାଜସେବୀ, ପରୋପକାରୀ,ଦକ୍ଷ ଶିକ୍ଷକ ତଥା କଳାକାର…
ସମାଜସେବୀ ଆଦିତ୍ୟ ଦାଶ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀ
ବୌଦ୍ଧ (ଦୋଳଗୋବିନ୍ଦ ନାଏକ) : ସମାଜସେବୀ ଆଦିତ୍ୟ ଦାଶ ହତ୍ୟାକାଣ୍ଡ ରହସ୍ୟ ଘେରରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ତଦନ୍ତ ଠିକ ଭାବରେ କରାନଯିବା ଏବଂ ଆଜି ପର୍ଯ୍ୟନ୍ତ ପ୍ରକୃତ ହତ୍ୟାକାରୀକୁ ଗିରଫ କରନଯିବା ଘଟଣା ନେଇ ବୌଦ୍ଧ ଜିଲା ଯୁବ ସମାଜରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।…
ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ ଦେଖିଲା ତିନି ମାସର ଶିଶୁକନ୍ୟା
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଲେ ପରିବାର
ସୁନ୍ଦରଗଡ଼/ଶାସକ ପ୍ରଶାସକ : ‘‘ଜନ୍ମ ହେଲା ବେଳେ ମୋ’ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା। ପରୀକ୍ଷା ହେଲାରୁ ଜଣାପଡ଼ିଲା ଯେ ତା’ ଆଖିରେ କିଛି ଅସୁବିଧା…
ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲଙ୍କ ରାମନାଗୁଡା ବ୍ଲକ୍ ଗସ୍ତ l
ଗୁଣୁପୁର/ ମାଧବ ବିଡ଼ିକା : ରାମନାଗୁଡା ବ୍ଲକ୍ ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଅଙ୍ଗନୱାଡ଼ି କେନ୍ଦ୍ର,ଷ୍ଟେଟ ବ୍ୟାଙ୍କ, ପଳୁପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ ଅଞ୍ଚଳ କରଡା,ପାଲୁପାଇ,ରୁଗୁଡ଼ବାଇ, କଣ୍ଡସିକିରି, ସୁଣ୍ଢିଧାମୁଣି ପରିଦର୍ଶନ କରି ଚାଷ…