Sign in
Sign in
Recover your password.
A password will be e-mailed to you.
ସ୍କୁଲ-କଲେଜ ଛାତ୍ରଙ୍କୁ ଟାର୍ଗେଟ୍ କରି ହେରୋଇନ୍ ବିକ୍ରି ଯୋଜନା, ଜଣେ ଗିରଫ
ରାଉରକେଲା,(ବସନ୍ତ କୁମାର ଜେନା) : ପ୍ଲାଣ୍ଟସାଇଟ୍ ଥାନା ପୋଲିସ ୨୦ ଗ୍ରାମ୍ ହେରୋଇନ୍ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ପ୍ଲାଣ୍ଟସାଇଟ୍ ଥାନାରେ କେସ୍ ନଂ-୬୯୧୧, ତାରିଖ ୦୨.୦୭.୨୦୨୬ରେ ଏନ୍ଡିପିଏସ୍ ଆଇନର ଧାରା ୨୧(ବି) ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ସୂଚନା…
ବେଲଗୁଣ୍ଠା ବ୍ଳକ୍ ର ଛଅ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ
ବେଲଗୁଣ୍ଠା,୦୨/୦୭-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଛଅ ଜଣ ଶିକ୍ଷକ ଶିକ୍ଷକ ଶିକ୍ଷୟିତ୍ରୀ ମଙ୍ଗଳବାର ଦିନ ନିଜ ସରକାରୀ ବୃତ୍ତିରୁ ଅବସର ଗ୍ରହଣ କରିଛନ୍ତି। ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ହେଲେ ସ୍ନାତକ କଳା ଶିକ୍ଷକ…
ଉରୁବାଲୀ ବିଦ୍ୟାଳୟରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପଶୁଗୁଡା ପଞ୍ଚାୟତ ର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଉରୁବାଲୀ ଠାରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ୨୨ତମ ବନ ମହୋତ୍ସବ ଅବସରରେ ‘ମା' ପାଇଁ ଗଛଟିଏ’ କାର୍ଯ୍ୟକ୍ରମ…
ବଂଶଧାରା ନଦୀ ହିଡ଼ବନ୍ଦ କାର୍ଯ୍ୟରେ ଅବହେଳା ଅଭିଯୋଗ : ସ୍ଥିତି ଅନୁଧ୍ୟାନ କଲେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ହିଡ଼ବନ୍ଦ ନିର୍ମାଣ କାର୍ଯ୍ୟରେ ଅବହେଳା ଓ ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ ପରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ନଦୀ…
ଗ୍ରାମୀଣ ଭାରତର ରୂପାନ୍ତରଣ : ୧୨୫ ଦିନର ଜୀବିକା ସୁରକ୍ଷା ଗ୍ୟାରେଣ୍ଟି ପାଇଁ ଐତିହାସିକ ‘ବିକଶିତ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରାମୀଣ ଅର୍ଥନୀତିର ଦୁର୍ବଳତାକୁ ଦୂର କରିବା ଏବଂ ତୃଣମୂଳ ସ୍ତରର ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ , ଭାରତ ସରକାର ଆଜି ସେମାନଙ୍କର ପ୍ରମୁଖ ଜୀବିକା ଯୋଜନା 'ବିକଶିତ ଭାରତ-ରୋଜଗାର ଓ ଜୀବିକା…
ଜାତୀୟ ଡକ୍ଟର ଦିବସ ଅବସରରେ ବେଦାନ୍ତ ଆଲୁମିନିୟମର ସ୍ୱାସ୍ଥ୍ୟସେବା ପଦକ୍ଷେପଗୁଡ଼ିକ ଗ୍ରାମୀଣ ଭାରତରେ ୭ ଲକ୍ଷରୁ ଅଧିକ…
ଆର୍ଥିକ ବର୍ଷ ୨୬ରେ, କମ୍ପାନୀର ସ୍ୱାସ୍ଥ୍ୟସେବା ପଦକ୍ଷେପଗୁଡ଼ିକ ହସ୍ପିଟାଲ, ମୋବାଇଲ୍ ହେଲଥ ୟୁନିଟ୍ ଏବଂ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ଏବଂ ଛତିଶଗଡ଼ର ୭ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି ।
ନୂଆଦିଲ୍ଲୀ, ଜୁଲାଇ ୧, ୨୦୨୬: ଜାତୀୟ ଡକ୍ଟର ଦିବସ ଅବସରରେ, ଭାରତର…
ସରକାରୀ ବାଳିକା ଓ ପୃଥ୍ୱୀରାଜ ହାଇସ୍କୁଲ ପରିଦର୍ଶନ କଲେ ନରସିଂହ
ଶୃଙ୍ଖଳା, ଉପସ୍ଥାନ ଓ ପରିକ୍ଷା ଫଳ ସନ୍ତୋଷଜନକ
ଭିତ୍ତିଭୂମି ର ବିକାଶ ଆହୁରି ଦରକାର - ନରସିଂହ
ଅଣ ଶିକ୍ଷକ କର୍ମଚାରୀ ପଦବୀ ପୁରଣ ପାଇଁ ପଦକ୍ଷେପ ନିଆଯିବ
ବଲାଙ୍ଗିର,୦୨/୭ - ୨୦୧୪ ପରବର୍ତ୍ତି ସମୟରେ ସେ ନିଜେ ବିଧାୟକ ଥିଲା ବେଳେ ପ୍ରଥମ ପଦକ୍ଷେପ ସ୍ୱରୁପ ସହରର…
କେଏଲଏଫ ବୁକ୍ ଆୱାର୍ଡସ ୨୦୨୬ ପାଇଁ ଇଂରାଜୀ ସର୍ଟଲିଷ୍ଟ ଘୋଷିତ
ଭୁବନେଶ୍ୱର: କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ (କେଏଲଏଫ) ପକ୍ଷରୁ ୫ଟି ବର୍ଗ- ଫିକ୍ସନ, ନନ୍-ଫିକ୍ସନ, କବିତା, ଅନୁବାଦ ଓ ଡେବ୍ୟୁରେ କେଏଲଏଫ ବୁକ ଆୱାର୍ଡସ ୨୦୨୬ ପାଇଁ ଇଂରାଜୀ ସର୍ଟଲିଷ୍ଟ ବା ମନୋନିତ ତାଲିକାର ଘୋଷଣା କରାଯାଇଛି। ଏହି ସର୍ଟଲିଷ୍ଟ ୨୦୨୫ରେ ପ୍ରକାଶିତ ହୋଇଥିବା ଉଲ୍ଲେଖନୀୟ…
“ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତି” –…
https://www.youtube.com/watch?v=J3hNSh-xD98
- ଖୁବଶୀଘ୍ର ସଂଶୋଧିତ ବହି ବିଭାଗୀୟ ୱେବସାଇଟ୍ / OSEPA website ରେ ଶିକ୍ଷାବିତ ତଥା ଜନସାଧାରଣଙ୍କ ମତାମତ ନିମନ୍ତେ ଦିଆଯିବ
- ପାଠ୍ୟପୁସ୍ତକ ଯୋଗାଇଦେବା ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପ୍ରଦାନ…
ରୋଗୀମାନେ ଡାକ୍ତରଙ୍କୁ ଭଗବାନ ସଦୃଶ ମାନନ୍ତି: ସୋଆ ଉପସଭାପତି
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ
ଭୁବନେଶ୍ୱର, ଜୁଲାଇ ୧: ପ୍ରତ୍ୟେକ ସଫଳ ଚିକିତ୍ସାର ପ୍ରଚ୍ଛଦପଟ୍ଟରେ ଡାକ୍ତରମାନଙ୍କର ବର୍ଷ ବର୍ଷର ଉତ୍ସର୍ଗ, ନିରନ୍ତର ଜ୍ଞାନ ଆହରଣ ଏବଂ ଅଦୃଶ୍ୟ ତ୍ୟାଗ ରହିଥାଏ । ରୋଗୀମାନେ ଡାକ୍ତରମାନଙ୍କୁ ଭଗବାନ ସଦୃଶ ମାନିଥାନ୍ତି…