ଦୁର୍ଘଟଣାରେ ପ୍ରଧାନ ଗୁରୁଜୀ ଗୁରୁତର,

ଓଡ଼ଗାଁ, ୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଜାରିଙ୍ଗୀ ମୌଜାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଗୁରୁଜୀ ପ୍ରଫୁଲ୍ଲ କୁମାର ପ୍ରଧାନ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ପ୍ରତିଦିନ ପରି ମଙ୍ଗଳବାର ସକାଳେ ସେ ନିଜ…

କରଜ ଟଙ୍କା ମାଗିବାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଓଡ଼ଗାଁ,୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଥାନା ବଡପୁଟ ଗ୍ରାମରେ କରଜ ଟଙ୍କା ମାଗିବାକୁ କେନ୍ଦ୍ର କରି ଜଣେ ଦୋକାନୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଶରଣକୁଳ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ, ବଡପୁଟ ଗ୍ରାମର ଫିରୋଜ ସାମଲ…

ଚଡେୟାପଲ୍ଲୀ ଗ୍ରାମରେ ବିପଦସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର, ବଡ଼ ଅଘଟଣର ଆଶଙ୍କା

ଓଡଗାଁ, ୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ବିଦ୍ୟୁତ ବିଭାଗ ଅଧୀନ ଚଡେୟାପଲ୍ଲୀ ଗ୍ରାମରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦୁର୍ଘଟଣା ଆଶଙ୍କା ବଢ଼ିଛି। ଟ୍ରାନ୍ସଫର୍ମର ଚାରିପାଖରେ ଘଞ୍ଚ ଲତା…

ଦରପଦା–ଓଡ଼ଗାଁ ୧୨ କିମି ରାସ୍ତାରେ ଝୁଲୁଛି ‘ମୃତ୍ୟୁର ଖଣ୍ଡା’

ଖାଲଖମା ରାସ୍ତା ସହ ବିପଦପୂର୍ଣ୍ଣ ଶୁଖିଲା ଡାଳ, ଯେକୌଣସି ମୁହୂର୍ତ୍ତରେ ନେଇ ପାରେ ଜୀବନ, ଓଡ଼ଗାଁ, ୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅଧୀନ ଦରପଦାଠାରୁ ଓଡ଼ଗାଁସ୍ଥିତ ଶ୍ରୀ ରଘୁନାଥ ଜିଉ ମନ୍ଦିରକୁ ସଂଯୋଗ କରୁଥିବା ପ୍ରାୟ ୧୨ କିଲୋମିଟର ଗ୍ରାମ୍ୟ ଉନ୍ନୟନ…

ଘୁଷୁରାମୁଣ୍ଡା ଅଙ୍ଗନବାଡ଼ି ପାଚିକା ବିବାଦ: ଶାନ୍ତି କମିଟିର ହସ୍ତକ୍ଷେପରେ ସାମୟିକ ସମାଧାନ

ଜାତିଗତ ଭେଦଭାବ ଅଭିଯୋଗକୁ ନେଇ ତଦନ୍ତ ଦାବି ବଲାଙ୍ଗିର (ଶାସକ ପ୍ରଶାସକ) :- ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ର ଘୁଷୁରାମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ପାଚିକା ନିଯୁକ୍ତିକୁ କେନ୍ଦ୍ର କରି ଦୀର୍ଘଦିନ ଧରି ଚାଲିଥିବା ବିବାଦର ସାମୟିକ ସମାଧାନ ପ୍ରଶାସନର ହସ୍ତକ୍ଷେପରେ ହୋଇଛି।…

ଦିଅରର ଆକ୍ରମଣରେ ଭାଉଜ ମୃତ ; ପୁତୁରା ଗୁରୁତର

  ବେଲଗୁଣ୍ଠା,୦୧/୦୭-(ଶିବରାମ ଚୌଧୁରୀ )-, ଘରୋଇ ଅଶାନ୍ତିରୁ ଚାଲି ଯାଇଛି ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମରେ। ଦୁଇ ପରିବାର ମଧ୍ୟରେ ହଣାକଟା ଘଟି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ…

ଗାଙ୍ଗପୁର ଆମ ପୋଲିସ୍ ସମିତି ବୈଠକ, ନିଶା ମୁକ୍ର ଓଡ଼ିଶା ଅଭିଯାନ ଉପରେ ଗୁରୁତ୍ବ

ବେଲଗୁଣ୍ଠା,୦୧/୦୭-(ଶିବରାମ ଚୌଧୁରୀ )-, ଆଜି ସମଗ୍ର ଓଡ଼ିଶାରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ଶୀର୍ଷକରେ ଆମ ପୋଲିସ୍ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗାଙ୍ଗପୁର ଥାନାରେ ମଧ୍ୟ ଆମ ପୋଲିସ୍ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ…

ବେଲଗୁଣ୍ଠା ନାୟାର ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ପାଇଁ ଚାଳକ ହଟ ହଟା ୧୦୦ ରୁ ଉର୍ଦ୍ଧ ମୋଟର ସାଇକେଲ ଗେରେଜ ରେ

ବେଲଗୁଣ୍ଠା -୦୧/୦୭,:-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସ୍ଥିତ ଜଗନ୍ନାଥ ପ୍ରସାଦ ଯିବା ସଡ଼କରେ ଥିବା ନାୟାର ପେଟ୍ରୋଲ ପମ୍ପରେ ଆଜି ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ନାୟାର ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ପାଇଁ ଅନେକ ଗ୍ରାହକ ହନ୍ତସନ୍ତ ହେଉଥିବା ଦେଖିବାକୁ…

ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ-୨୦୨୬ ଉପଲକ୍ଷେ ପ୍ରତିଯୋଗିତା

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ମହାବିଦ୍ୟାଳୟର ସଭା ଗୃହରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ-୨୦୨୬ ଅବସରରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ବାରିକ ଅଧ୍ୟକ୍ଷତା କରିଥିବା ବେଳେ,…

ଚୋରା ମଦ ବୋଝେଇ ଗାଡ଼ି ଉପରେ ଚଢ଼ାଉ: ୫୦ରୁ ଅଧିକ ପେଟି ବିଦେଶୀ ମଦ ଜବତ।

ବସ୍ତା ୧/୭:ବାଲେଶ୍ୱର ଜିଲ୍ଲାର ରୁପ୍ସା ଥାନା ଅନ୍ତ ର୍ଗତ ହୀରାପୁର ଅଞ୍ଚଳରୁ ବିଳମ୍ବିତ ରାତିରେ ଚୋରା ମଦ କାର ବାର ବିରୋଧରେ ଏକ ବଡ଼ ଧରଣର ସଫଳ ଚଢ଼ାଉ କରା ଯାଇଛି। ରୁପ୍ସା ପୋଲିସ ଓ ବସ୍ତା ଅବକାରୀ ବିଭାଗର ମିଳିତ ଅଭିଯାନରେ ଏକ ଚୋରା ମଦ ବୋଝେଇ ଗାଡ଼ିକୁ ଜବତ କରାଯିବା ସହ ସେଥିରୁ ୫୦ରୁ…