ଚଳିତ ବର୍ଷା ଋତୁରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ବିତରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କଲା ଟିପିଡବ୍ଲୁଓଡିଏଲ୍

 କମ୍ପାନୀର ବିତରଣ କ୍ଷେତ୍ରରେ ୩,୪୨୬ଟି ମଧ୍ୟବର୍ତ୍ତୀ ଖୁଣ୍ଟ ସ୍ଥାପନ କରାଯାଇ ଭିତ୍ତିଭୂମିର ଅଧିକ ସୁଦୃଢ଼ୀକରଣ ।  ୧୦ଟି ମୋବାଇଲ୍ ଡିଟିଆର୍, ୧୭ଟି ମ୍ୟାନ୍ ଲିଫ୍ଟର୍ ଓ ୫ଟି ଆସ୍କା ଲାଇଟ୍ ୟୁନିଟ୍ ସହ ଜରୁରୀକାଳୀନ ଟିମ୍ ପ୍ରସ୍ତୁତ । ବୁର୍ଲା, ୩ ଜୁଲାଇ ୨୦୨୬: ଚଳିତ…

ପୂର୍ବତଟ ରେଳପଥ ରେଳ ଅଡିଟୋରିଅମ ଠାରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍ ଆୟୋଜନ କରିଛି I

ଭୁବନେଶ୍ୱର, ୦୨ ଜୁଲାଇ ୨୦୨୬: ପୂର୍ବତଟ ରେଳପଥ ଆଜି ଓଡ଼ିଶା ସରକାରଙ୍କ ଅଗ୍ନିଶମ ସେବା ଶାଖା ସହିତ ସମନ୍ୱୟରେ ଭୁବନେଶ୍ୱରର ରେଳ ଅଡିଟୋରିଅମରେ ଭୂମିକମ୍ପ ସତର୍କତାମୂଳକ ପଦକ୍ଷେପ ପ୍ରସ୍ତୁତି ଏବଂ ଅଗ୍ନି ନିରାପତ୍ତା ଉପରେ ଏକ ବ୍ୟାପକ ମକ୍ ଡ୍ରିଲ୍ ଆୟୋଜନ କରିଛି। କାର୍ଯ୍ୟାଳୟ ପରିସର ଏବଂ…

ସୋଆ ଆଇବିସିଏସ୍ ପକ୍ଷରୁ ଏଆଇ-ସକ୍ଷମ ଶିଳ୍ପ ୫.୦ ମ୍ୟାନେଜମେଂଟ୍ ଶିକ୍ଷା ଉପରେ ୫ ଦିନିଆ ଫ୍ୟାକଲ୍ଟି ବିକାଶ…

ଭୁବନେଶ୍ୱରର, ଜୁଲାଇ ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଫ୍ୟାକଲ୍ଟି ଅଫ୍ ବିଜ୍ନେସ୍ ଆଣ୍ଡ କମ୍ଫୁ୍ୟଟର ସାଇନସେସ୍(ଆଇବିସିଏସ୍) ପକ୍ଷରୁ ଗତ ଶନିବାର ଶିକ୍ଷାଦାନ କ୍ଷେତ୍ରରେ ଉତ୍କଷର୍ତା, ଗବେଷଣା କ୍ଷମତା ଏବଂ ଶୈକ୍ଷିକ ନେତୃତ୍ୱକୁ ପୁନଃ ପରିଭାଷିତ କରିବା "ଉପରେ ଏକ…

ଚାଷୀ କୂଳ ପାଇଁ ବିଜେପି ସରକାର ସାଜିଛି କାଳ

ନୂଆପଡ଼ାରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ  ପ୍ରଶାସନିକ ବିଫଳତାରୁ ଚାଷୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ: ବିଜେଡି ଧାନ ବିକି୍ର କରିନପାରି ଚାଷୀ ନେପାଳ ମାଝୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ମୃତ ଚାଷୀଙ୍କ ପରିବାରକୁ ଭେଟିଲା ବିଜେଡିର…

ଓସ୍‌ଜା ପକ୍ଷରୁ ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ

କ୍ରୀଡ଼ାବିତ୍ ଓ କ୍ରୀଡ଼ା ସାମ୍ବାଦିକ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ : କ୍ରୀଡ଼ା ସଚିବ ଭୁବନେଶ୍ବର,(ଚକ୍ରଧର ମାଝି) : ‘ମାନବିକ ଉତ୍କର୍ଷତା ପାଇଁ କ୍ରୀଡ଼ା ଯେତିକି ଜରୁରୀ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ ବିକାଶରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ସେତିକି ଗୁରୁତ୍ବପୂର୍ଣ୍ଣ। କ୍ରୀଡ଼ାବିତ୍‌ ଓ…

ପୁରୀ ରଥଯାତ୍ରା ୨୦୨୬ ପାଇଁ ଟିପିସିଓଡିଏଲର ବ୍ୟାପକ ପ୍ରସ୍ତୁତି: ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇବାକୁ…

ଭୁବନେଶ୍ୱର, ଜୁଲାଇ ୦୨, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ମିଳିତ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍), ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ୨୦୨୬ ସମୟରେ ସୁରକ୍ଷିତ, ଭରସାଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ…

ଗାୟତ୍ରୀ ବିଦ୍ୟାମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ

ଓଡ଼ଗାଁ, ୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ମଶାବାରୀସ୍ଥିତ ଗାୟତ୍ରୀ ବିଦ୍ୟାମନ୍ଦିରର ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞରେ ସାର୍ଥକ ଷଡ଼ଙ୍ଗୀ ଓ ତାଙ୍କ ପତ୍ନୀ…

୪ ମାସ ହେଲା କିଶୋରୀଙ୍କୁ ମିଳୁନି ଅଣ୍ଡା, ପୁଷ୍ଟିକର ଖାଦ୍ୟ ଯୋଜନା ପ୍ରଭାବିତ,

ଓଡ଼ଗାଁ, ୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ସମନ୍ୱିତ ଶିଶୁ ବିକାଶ ସେବା (ICDS) ଅଧୀନରେ ୧୫ରୁ ୧୯ ବର୍ଷ ବୟସର କିଶୋରୀମାନଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ ଯୋଜନା ବର୍ତ୍ତମାନ ବ୍ୟାହତ ହୋଇଛି। ଗତ ୪ ମାସ ଧରି କୈଶୋରୀମାନଙ୍କୁ ଅଣ୍ଡା ବଣ୍ଟନ ବନ୍ଦ…

ଚୋରି ମାମଲାରେ ୩ ଗିରଫ, ସୁନା-ରୂପା ଅଳଙ୍କାର ଜବତ

ରାଉରକେଲା,(ବସନ୍ତ କୁମାର ଜେନା) : ସେକ୍ଟର-୭ ଥାନା ପୋଲିସ ଏକ ଚୋରି ମାମଲାର ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତ ଏବଂ ଚୋରି ସାମଗ୍ରୀ କିଣିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ତିନି ଜଣଙ୍କୁ ଅଦାଲତକୁ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଗତ ମେ ୪ ତାରିଖରେ ସେକ୍ଟର-୭ ଅଞ୍ଚଳର…

ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ, ନାଟଙ୍ଗା ଠାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ

ବେଲଗୁଣ୍ଠା, ୦୨/୦୭,(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଗୁରୁବାର ଦିନ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡୋକି ସରୋଜିନୀଙ୍କ ନେତୃତ୍ୱରେ ବିଦ୍ୟୁତ୍ ସୁରକ୍ଷା ଏବଂ ଏହାର…