ସୋଆ ପକ୍ଷରୁ ମାଣ୍ଡିଆ ଦିବସ-୨୦୨୬ ପାଳିତ

ଭୁବନେଶ୍ୱର, ନଭେମ୍ବର ୧୦ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍ (ଆଇଏଏସ୍‌)ର କ୍ଷେତ୍ର ବିଜ୍ଞାନ ବିଭାଗ, ବିଶ୍ୱ ଜୀବନ ସେବା ସଂଘ ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା…

ସମ୍ବଲପୁରରେ “ଲୋକତନ୍ତ୍ର ବଞ୍ଚାଓ – ଅରାଜକତା ହଟାଓ” ପଦଯାତ୍ରା 

ନିଜର ପରାଜୟ ଓ ହତାଶା ଭାବ ଲୁଚାଇବା ପାଇଁ କଂଗ୍ରେସ ଭୋଟ୍ ଚୋରିର ମିଥ୍ୟା ନାଟକ କରୁଛି - ଧର୍ମେନ୍ଦ୍ର ପ୍ରଧାନ • ଓଡ଼ିଶାର ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ସାମିଲ• ସମ୍ବଲପୁରରୁ…

ଡଃ ବିଶ୍ୱନାଥ ରଥଙ୍କ ସ୍ମୃତିରେ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି, ପ୍ରତିମୂର୍ତ୍ତି ଅନାବରଣ କଲେ ବିଧାନ ସଭା ବାଚସ୍ପତି

ପୁରୀ, (ଅନିମେଶ ପଟ୍ଟନାୟକ): ସ୍ମୃତିରେ ଭାବବିହ୍ୱଳ ହେଲେ ଉପସ୍ଥିତ ଅତିଥି ଓ ଶୁଭେଚ୍ଛୁ। ଜଣେ ନିଷ୍ଠାବାନ ରାଜନେତା, ଦୂରଦୃଷ୍ଟିସମ୍ପନ୍ନ ଶିକ୍ଷାବିତ୍ ତଥା ସମାଜସେବୀ ଭାବେ ଡଃ ବିଶ୍ୱନାଥ ରଥଙ୍କ ଅବଦାନକୁ ମନେ ପକାଇ ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବିଶିଷ୍ଟ…

ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!

ଦେବୋତ୍ତର ବିଭାଗର ନିଷ୍ପତ୍ତିକୁ ନେଇ ଚର୍ଚ୍ଚା, ଫଟୋଚିତ୍ର ସ୍ଥାପନ କରି ପୂଜା ଆୟୋଜନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଲାଙ୍ଗୀର: ବଲାଙ୍ଗୀରର ଆରାଧ୍ୟ ଦେବୀ ମା' ପାଟଣେଶ୍ୱରୀଙ୍କ ପୀଠକୁ ନେଇ ଗତ କିଛିଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ଗୋପାଳଜୀ ମନ୍ଦିର ପରିସରରେ…

ଗଛରେ ପିଟି ହୋଇ ମୋଟରସାଇକେଲ ଚାଳକ ର ମୃତ୍ୟୁ।

ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ଗ୍ରାମ ବାଗ ଦେବୀ ମନ୍ଦିର ନିକଟ ଏକ ବଡ ଗଛକୁ ପିଟି ହୋଇ ନିକଟସ୍ଥ ଲକ୍ଷ୍ମୀପୁର ଗ୍ରାମର ଏସ୍ ରାଜେଶ୍ ପାତ୍ର ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ପାତ୍ରପୁର ଡାକ୍ତରଖାନାରେ ଚିକିତ୍ସିତ ସମୟରେ ମୃତ୍ୟୁବରଣ କରିଛନ୍ତି। ମୃତ ରାଜେଶ୍ କୌଣସି…

ବଣିକ ସଂଘ, ଗଣ୍ଡିବେଡ ପକ୍ଷରୁ ଆୟୋଜିତ ସାର୍ବଜନୀନ କାଳୀପୂଜା ର ନବମ ବର୍ଷର ଉତ୍ସବ

ଗଣ୍ଡିବେଡ: ରବିବାର ଦିନ ରାତ୍ର 8.00 ଘଟିକା ରେ କଳଶ ଯାତ୍ରା, ଅନୁଷ୍ଠିତ ହୋଇଯାଇଛି ଏହି ଉତ୍ସବରେ ପଣ୍ଡିତ ମଧୁସୂଦନ ଆଚାର୍ଯ୍ୟ, ସଦାଶିବ ଆଚାର୍ଯ୍ୟ ପୂଜା କରିଥିବା ବେଳେ, କୋଷାଧ୍ୟକ୍ଷ ପ୍ରତାପ ଗିରି, ନରେନ୍ଦ୍ର ବରାଳ, ସ୍ଵାଗତ ବେହେରା ମାଆଙ୍କ କଳସ ଆଣିଥିଲେ l ଏବଂ 10/11/26 ମଙ୍ଗଳବାର…

ତୁରେକେଲା ପଞ୍ଚାୟତ ସେମିତି କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବଲାଙ୍ଗୀର (୦୯/୧୧): ଆଜି ତୁରେକେଲା ପଞ୍ଚାୟତ ସେମିତି କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଉପସ୍ଥିତ ରହି ଜନସାଧାରଣଙ୍କଠାରୁ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ।ବିଭିନ୍ନ ସମସ୍ୟା ନେଇ ଶିବିରକୁ ଆସିଥିବା…

ସୋହେଲାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

୨୩ଟି ଅଭିଯୋଗର ଶୁଣାଣି, ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର…

କଟାଟିକ୍ରାରେ ଭକ୍ତିମୟ ପରିବେଶରେ ଗିରି ଗୋବର୍ଦ୍ଧନ ପୂଜା

ଝରିଆ ଗୋପାଳ ସମାଜର ମହୋତ୍ସବରେ ଯୋଗଦେଲେ ବିଧାୟକ ଟଙ୍କଧର ତ୍ରିପାଠୀ, ଭକ୍ତଙ୍କୁ ବାଣ୍ଟିଲେ ପ୍ରସାଦ ଝାରସୁଗୁଡ଼ା, ୯: ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହର ମାହୋଲ ମଧ୍ୟରେ ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ କଟାଟିକ୍ରାଠାରେ ଝରିଆ ଗୋପାଳ ସମାଜ ପକ୍ଷରୁ ପବିତ୍ର ଗିରି ଗୋବର୍ଦ୍ଧନ…

ବିଷମକଟକ ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ତା.୦୯-୧୧-୨୦୨୬ରିଖ ଦିନ ବିଷମକଟକ ବ୍ଲକ ସଦଭାବନା ସଭାଗୃହ ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଶୁଣାଣି ଶିବିରରେ ଜିଲ୍ଲା…