Sign in
Sign in
Recover your password.
A password will be e-mailed to you.
କିମ୍ସରେ ଜାତୀୟ ଡାକ୍ତର ଦିବସ ପାଳିତ
ଭୁବନେଶ୍ୱର, ୧ ।୭: ଆଜି କିମସ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ କିଟ୍, କିସ୍ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତରଙ୍କୁ ସେମାନଙ୍କର ଅକ୍ଳାନ୍ତ ସେବା ଏବଂ ପ୍ରତିବଦ୍ଧତା ପାଇଁ ପ୍ରଶଂସା କରିଥିଲେ । ଡାକ୍ତରଙ୍କୁ…
ସୋଆ କ୍ୟାମ୍ପସ୍-୨ପରିସରରେ ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କର ସମ୍ ହସ୍ପିଟାଲ ନୂତନ ଶାଖା ଉଦ୍ଘାଟିତ
ଭୁବନେଶ୍ୱର, ଜୁଲାଇ ୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍-୨ ପରିସରରେ ବୁଧବାର ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ ପକ୍ଷରୁ ସମ୍ ହସ୍ପିଟାଲ ନୂତନ ଶାଖା ଉଦ୍ଘାଟି୍ତ ହୋଇଯାଇଛି ।ଏହି ନୂତନ ଶାଖାକୁ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍ଘାଟିତ କରିଥିଲେ । ଏହି…
ନିଜ ଅଞ୍ଚଳରେ ଆଇନ ରକ୍ଷାରେ ଫେଲ୍ ଆଇନ ମନ୍ତ୍ରୀ ବିଭାଗ ଛାଡ଼ନ୍ତୁ
ଆଇନ ମନ୍ତ୍ରୀଙ୍କ ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁରରେ ଭିଡ଼ହିଂସାର ବର୍ବରତାକୁ ନେଇ ବର୍ଷିଲା ଓଜେସି
ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ଓଜେସିର ଦାବି
ଭୁବନେଶ୍ବର : (୦୧.୦୭.୨୦୨୬) ଆଇନ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ…
ଜାତୀୟ ଡକ୍ଟର ଦିବସ ଅବସରରେ ବେଦାନ୍ତ ଆଲୁମିନିୟମର ସ୍ୱାସ୍ଥ୍ୟସେବା ପଦକ୍ଷେପଗୁଡ଼ିକ ଗ୍ରାମୀଣ ଭାରତରେ ୭ ଲକ୍ଷରୁ ଅଧିକ…
ଆର୍ଥିକ ବର୍ଷ ୨୬ରେ, କମ୍ପାନୀର ସ୍ୱାସ୍ଥ୍ୟସେବା ପଦକ୍ଷେପଗୁଡ଼ିକ ହସ୍ପିଟାଲ, ମୋବାଇଲ୍ ହେଲ୍ଥ ୟୁନିଟ୍ ଏବଂ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ଏବଂ ଛତିଶଗଡ଼ର ୭ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି ।
ଭୁବନେଶ୍ୱର,ଜୁଲାଇ ୧, ୨୦୨୬: ଜାତୀୟ ଡକ୍ଟର ଦିବସ ଅବସରରେ, ଭାରତର…
ବନ ମହୋତ୍ସବ ସପ୍ତାହ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବନ ମହୋତ୍ସବ ସପ୍ତାହ–୨୦୨୬ ପାଳନ ଅବସରରେ ଆଜି ( ବୁଧବାର) ସନ୍ଧ୍ୟା ୫.୦୦ ଘଟିକାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତି ପକ୍ଷରୁ ଗଜପତି ସିଭିଲ କୋର୍ଟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ…
ଦୁର୍ଘଟଣାରେ ପ୍ରଧାନ ଗୁରୁଜୀ ଗୁରୁତର,
ଓଡ଼ଗାଁ, ୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଜାରିଙ୍ଗୀ ମୌଜାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଗୁରୁଜୀ ପ୍ରଫୁଲ୍ଲ କୁମାର ପ୍ରଧାନ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ପ୍ରତିଦିନ ପରି ମଙ୍ଗଳବାର ସକାଳେ ସେ ନିଜ…
କରଜ ଟଙ୍କା ମାଗିବାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ
ଓଡ଼ଗାଁ,୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଥାନା ବଡପୁଟ ଗ୍ରାମରେ କରଜ ଟଙ୍କା ମାଗିବାକୁ କେନ୍ଦ୍ର କରି ଜଣେ ଦୋକାନୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଶରଣକୁଳ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ, ବଡପୁଟ ଗ୍ରାମର ଫିରୋଜ ସାମଲ…
ଚଡେୟାପଲ୍ଲୀ ଗ୍ରାମରେ ବିପଦସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର, ବଡ଼ ଅଘଟଣର ଆଶଙ୍କା
ଓଡଗାଁ, ୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ବିଦ୍ୟୁତ ବିଭାଗ ଅଧୀନ ଚଡେୟାପଲ୍ଲୀ ଗ୍ରାମରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦୁର୍ଘଟଣା ଆଶଙ୍କା ବଢ଼ିଛି। ଟ୍ରାନ୍ସଫର୍ମର ଚାରିପାଖରେ ଘଞ୍ଚ ଲତା…
ଦରପଦା–ଓଡ଼ଗାଁ ୧୨ କିମି ରାସ୍ତାରେ ଝୁଲୁଛି ‘ମୃତ୍ୟୁର ଖଣ୍ଡା’
ଖାଲଖମା ରାସ୍ତା ସହ ବିପଦପୂର୍ଣ୍ଣ ଶୁଖିଲା ଡାଳ, ଯେକୌଣସି ମୁହୂର୍ତ୍ତରେ ନେଇ ପାରେ ଜୀବନ,
ଓଡ଼ଗାଁ, ୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅଧୀନ ଦରପଦାଠାରୁ ଓଡ଼ଗାଁସ୍ଥିତ ଶ୍ରୀ ରଘୁନାଥ ଜିଉ ମନ୍ଦିରକୁ ସଂଯୋଗ କରୁଥିବା ପ୍ରାୟ ୧୨ କିଲୋମିଟର ଗ୍ରାମ୍ୟ ଉନ୍ନୟନ…
ଘୁଷୁରାମୁଣ୍ଡା ଅଙ୍ଗନବାଡ଼ି ପାଚିକା ବିବାଦ: ଶାନ୍ତି କମିଟିର ହସ୍ତକ୍ଷେପରେ ସାମୟିକ ସମାଧାନ
ଜାତିଗତ ଭେଦଭାବ ଅଭିଯୋଗକୁ ନେଇ ତଦନ୍ତ ଦାବି
ବଲାଙ୍ଗିର (ଶାସକ ପ୍ରଶାସକ) :- ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ର ଘୁଷୁରାମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ପାଚିକା ନିଯୁକ୍ତିକୁ କେନ୍ଦ୍ର କରି ଦୀର୍ଘଦିନ ଧରି ଚାଲିଥିବା ବିବାଦର ସାମୟିକ ସମାଧାନ ପ୍ରଶାସନର ହସ୍ତକ୍ଷେପରେ ହୋଇଛି।…