Sign in
Sign in
Recover your password.
A password will be e-mailed to you.
ମୋଦି ସରକାରଙ୍କ ୭ ବର୍ଷ ପୂର୍ତି : ଆଜିର ଦିନକୁ “ସେବା ପାଇଁ ସମର୍ପିତ ଦିବସ” ଭାବେ ପାଳନ
ଭୂବନେଶ୍ୱର,:ଆଜିକୁ ୭ ବର୍ଷ ତଳେ ୨୦୧୪ ମସିହା ଆଜିର ଦିନରେ ଦେଶର ପ୍ରଧାନ ସେବକ ଭାବେ ପ୍ରଧାନମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିଥିଲେ ଯଶସ୍ୱୀ ଶ୍ରୀ ନରେନ୍ଦ୍ର ମୋଦି । ସେବା ହିଁ ସଂଗଠନକୁ ମୁଳମନ୍ତ୍ର କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଥମ ଦିନରୁ ସେବା କାର୍ଯ୍ୟରେ ଲାଗିପଡିଛନ୍ତି…
ଘୁ.ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଘୁ.ଉଦୟଗିରି କଂଗ୍ରେସ ଦ୍ୱାରା ରନ୍ଧା ଖାଦ୍ୟ ବଣ୍ଟନ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଘୁ.ଉଦୟଗିରି କଂଗ୍ରେସ ଦ୍ୱାରା ଜନସାଧାରଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି I ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ,…
ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ ସହ ବିପନ୍ନଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ
ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର(ଶାସକ ପ୍ରଶାସକ) – ସାମୁଦ୍ରିକ ବାତ୍ୟା “ୟଶ୍” ଦ୍ୱାରା ପ୍ରଭାବିତ ଅଂଚଳରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା…
ଆଉ ୧୬ ଦିନ ବଢ଼ିଲା: ଜୁନ ୧୭ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ବଢ଼ିଲା ଲକ ଡାଉନ
ଭୁବନେଶ୍ୱର : ଭୁବନେଶ୍ୱର : ସାରା ରାଜ୍ୟରେ ଜୁନ ୧୭ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ବଢ଼ିଲା ଲକ ଡାଉନ | ଜୁନ ୧୭ ସକାଳ ପାଂଚଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଲକଡାଉନ | ହେଲେ ସପ୍ତାହାନ୍ତ ଦିଦିନିଆ ସଟଡାଉନ ବଳବତ୍ତର ରହିବ | ଲକ ଡାଉନ ଓ ସଟଡାଉନ ଲୋକଙ୍କ ଆବାଗମନକୁ ରୋକିବା ପାଇଁ…
ତାଲାବନ୍ଦ ସମୟରେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ନିରବଛିନ୍ନ ଭାବେ ଅସହାୟଙ୍କୁ ଯୋଗାଉଛନ୍ତି ଶୁଖିଲା ଖାଦ୍ୟ ।
ପଦ୍ମପୁର- କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ତାଲାବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତାଲାବନ୍ଦ ଯୋଗୁଁ ଲୋକମାନେ ଅତି ଆବଶ୍ୟକ ନ ହେଲେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ଏପରି ମହାମାରୀର ପ୍ରଭାବ ଗରିବ ଅସହାୟ ତଥା ଖଟିଖିଆ ମାନଙ୍କ ଉପରେ ପଡୁଛି । ତାଲାବନ୍ଦ ଯୋଗୁଁ ଗରିବ…
ବିଜେପି ଯୁବମୋର୍ଚ୍ଚା ତରଫରୁ ସେବା ଓ ସଚେତନତା କାର୍ଯ୍ୟକ୍ରମ
ପଦ୍ମପୁର(ଶାସକପ୍ରଶାସକ)-ବର୍ତ୍ତମାନ ସାରା ମାନବ ସମାଜ କୁ କରୋନା ସଂକ୍ରମଣର ଚିନ୍ତା ଘାରିଥିବା ବେଳେ ଦିନ କୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ଏଣୁ ଭାରତର ପ୍ରଧାନ ମନ୍ତ୍ରୀ ମୋଦିଜି ଙ୍କ ଅନୁଚିନ୍ତା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ କ୍ରମେ ରାଜ୍ୟ…
ଲୋକଙ୍କ ନିକଟରେ ରାଜସ୍ୱ ସେବାର ସୁଫଳ ପହଞ୍ଚାଉଛି “ରାଜସ୍ୱ ରଥ’
ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-"ଟି' କାର୍ଯ୍ୟକ୍ରମ ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନେକ ଜନକୈନ୍ଦ୍ରିକ ସେବା ପ୍ରଦାନର ସୁବନ୍ଦୋବସ୍ଥ କରିଆସୁଛିା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନାଗରିକମାନଙ୍କୁ ସୁବିଧାରେ ଜନସେବା ଯୋଗାଇଦେବା ପାଇଁ…
ରାଜ୍ୟରେ ବନ୍ୟା ସ୍ଥିତି ସୁଧୁରୁଛି : ଉପକୂଳବର୍ତ୍ତୀ ଅଂଚଳର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବନ୍ଧ ନିର୍ମାଣ ନିମନ୍ତେ ଜଳ…
ଭୁବନେଶ୍ୱର(ଶାସକ ପ୍ରଶାସକ) ; ରାଜ୍ୟରେ ବିଭିନ୍ନ ନଦୀରେ ଜଳସ୍ତର କମିଛି ଓ ବନ୍ୟା ସ୍ଥିତି ଧିରେ ଧିରେ ସୁଧୁରୁଛି । ଗତକାଲିଠାରୁ ଉପର ମୁଣ୍ଡରେ ଆଉ ବର୍ଷା ନଥିବାରୁ ବନ୍ୟାସ୍ଥିତି ଆଜି ସୁଦ୍ଧା କମିବ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ କହିଛନ୍ତି ।…
ମୟୂରଭଞ୍ଜ: କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି
ଆଜି ଜିଲ୍ଲାରେ ରେକର୍ଡ଼ ସଂଖ୍ୟକ ୬୯୫ ନୂଆ କରୋନା ପଜିଟିଭ ଚିହ୍ନଟ
ମେ ମାସର ୩୦ ଦିନରେ ରେକର୍ଡ ସଂଖ୍ୟକ ୧୦, ୫୪୮ ଜଣ କୋଭିଡ଼-୧୯ ଭୁତାଣୁ ସଂକ୍ରମିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମଣ ଚେନ ଭାଙ୍ଗିବାର ନାମ ଧରୁନାହିଁ । ଦୈନିକ…
ଚାଇନାରୁ ଅକ୍ସିଜେନ ସିଲିଣ୍ଡର ନେଇ ପହଞ୍ଚିଲା ସ୍ୱତନ୍ତ୍ର ବିମାନ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଚାଇନାରୁ ସିଧାସଳଖ ଅକ୍ସିଜେନ ସିଲିଣ୍ଡର ନେଇ ଏକ ସ୍ୱତନ୍ତ୍ର ବିମାନ ଆଜି ଭୁବନେଶ୍ୱରରେ ଅବତରଣ କରିଛି | ଲୋକଙ୍କୁ ଅକ୍ସିଜେନ ସୁରକ୍ଷା ଦେବା ପାଇଁ ବା ଅକ୍ସିଜେନ ଅଭାବରୁ ଯେପରି କୌଣସି ଲୋକଙ୍କ ଜୀବନ ନଯାଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…