Sign in
Sign in
Recover your password.
A password will be e-mailed to you.
ଆମାନିଆଙ୍କ ଭିଡ ତା ବାଟରେ, ହେଲେ ହେଲମେଟ ଚେକ୍ କିନ୍ତୁ ଜୋରଦାର
ଗୁଣପୁର (ସୁବ୍ରତ କୁମାର ପଣ୍ଡା) : ରାୟଗଡ଼ା ଜିଲ୍ଲା ଗୁଣପୁରରେ ଦିନକୁ ଦିନ କୋରନାର ସଂକ୍ରମିତ ବଢ଼ିବାରେ ଲାଗିଛି। ଏ ନେଇ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସଚେତନ ର ବାର୍ତା ଦେଉଥିବା ବେଳେ ପ୍ରଶାସନ କୋରନା ସଂକ୍ରମିତକୁ କିପରି ରୋକା ଯାଇପାରିବ ଏହାକୁ ଦୃଷ୍ଟି ନ ଦେଇ ହେଲମେଣ୍ଟ ଚେକ୍…
ଆହାସାହା ନ ଥିବା ଠିବୁ ଓ ଵାଲମତିଙ୍କୁ ଆବାସ ମିଳିବ କେବେ !
ପଦ୍ମପୁର(ନିଲୁ ଦୀପ)-ଯୋଜନା ପରେ ଯୋଜନା। ପ୍ରକୃତ କ୍ଷେତ୍ରରେ ପ୍ରକୃତ ହିତାଧିକାରୀଙ୍କ ପାଇଁ ତାହା ବାଟବଣା। ଯିଏ ଧନୀ ତା ପାଖକୁ କୁବେର, ଇନ୍ଦ୍ର ପରି ପ୍ରଶାସନିକ ଅଧିକାରୀ,ରାଜନେତା ସମସ୍ତେ ଆସନ୍ତି। ଯାହାର କିଛି ନାହିଁ ତା ପାଖକୁ ଭିକାରୀ ମଧ୍ୟ ଆସେନାହିଁ। ଏପରି ଏକ ଅଭାବନୀୟ ଘଟଣା…
ଭେଉଁରିଆ ରାଜସ୍ବ ନିରିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ।
ପଦ୍ମପୁର-କୋଭିଡ଼ ନିୟମାନୁସାରେ ପଦ୍ମପୁର ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ତହସିଲ ଅନ୍ତର୍ଗତ ଭେଉଁରିଆ ରାଜସ୍ବ ନିରିକ୍ଷକ ରାଧାକାନ୍ତ ପଧାନ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ରାଜସ୍ୱ ମଣ୍ଡଳ ତରଫରୁ…
ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 2600 ଟନ୍ ଅକ୍ସିଜେନ୍ ପରିବହନ କରାଯାଇଅଛି
● ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 40 ଟି ଅମ୍ଳଜାନ ଭର୍ତ୍ତି ସ୍ୱତନ୍ତ୍ର ଟ୍ରେନ୍ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଇଅଛି |
● 2600 ଟନ୍ ତରଳ ମେଡିକାଲ୍ ଅମ୍ଳଜାନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପରିବହନ କରାଯାଇଅଛି |
● ହରିୟାଣା ଏବଂ ଦିଲ୍ଲୀ ଅଞ୍ଚଳକୁ 1010.09 ଟନ୍…
କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ତଥା ଆକ୍ରମଣ ଘଟଣାର ଦୃଢ ପ୍ରତିବାଦ
ଘୁ.ଉଦୟଗିରି ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରିରେ କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ କନ୍ଧମାଳ ଜିଲ୍ଲା ସମେତ ବିଭିନ୍ନ ସ୍ଥାନରେ ସମ୍ବାଦିକଙ୍କ ଉପରେ ହେଉ ଥିବା ଘଟଣାକୁ ନେଇ ଘୁ.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ…
ଅକ୍ସିଜେନ ବ୍ୟାଙ୍କର ଶୁଭାରମ୍ଭ
ବରଗଡ :- କୋରୋନା କାଳରେ ପୀଡିତ ଙ୍କର ପାଇଁ ସବୁଠାରୁ ବଡ଼ ସମସ୍ୟା ଥିଲା ଅକ୍ସିଜେନ । ଶରିର ରେ ଅମ୍ଳଜାନ ର ପରିମାଣ କମିବା ଦ୍ୱାରା ତଥା ସଠିକ ସମୟରେ ଅମ୍ଳଜାନ ନ ମିଳିବାରୁ ଦେଶର ଅନେକ ସ୍ଥାନରେ ବହୁ ପୀଡିତ ପ୍ରାଣ ହରାଇ ସାରିଛନ୍ତି । ଅମ୍ଳଜାନ ର ଆବଶ୍ୟକତା କୁ ପୂରଣ କରିବା ପାଇଁ ସରକାରୀ…
ଭଦ୍ରକରେ ବାତ୍ୟା ‘ୟଶ୍’ ର ସ୍ଥିତି ସମୀକ୍ଷା କଲେ ଧର୍ମେନ୍ଦ୍ର ।
ଭଦ୍ରକ(ସତ୍ୟଭୂଷଣ ସ୍ବାମୀ); ଭଦ୍ରକ ଜିଲ୍ଲାରେ ବାତ୍ୟାର ସିଧା ପ୍ରଭାବ ପଡିଥିବା ବେଳେ ଏବେ ବନ୍ୟା ସ୍ଥିତି ଉତ୍କଟ ହୋଇଛି । ପୂର୍ବରୁ ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଭଦ୍ରକ ଜିଲ୍ଲା ସମେତ ଅନ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ…
ରାଜ୍ୟରେ ୫ଜଣ କଂଗ୍ରେସ କୋଭିଡ ସେବକ ନିଯୁକ୍ତ ହେଲେ
ଭୁବନେଶ୍ୱର- ପୂର୍ବତନ ଏଆଇସିସି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ କହିଛନ୍ତି କରୋନା ମହାମାରୀ ଦେଶ ଓ ରାଜ୍ୟରେ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି । କରୋନାକୁ ମୁକାବିଲା କରିବାକୁ ହେଲେ ପ୍ରଥମେ ଦେଶରେ ସମସ୍ତ ଜନସାଧାରଣଙ୍କୁ ଟୀକା ନେବା ଉଚିତ । ଟୀକାନେବା ନେଇ କେନ୍ଦ୍ରସରକାର ଯେଉଁ…
ରେଢ଼ାଖୋଲ ରେଞ୍ଜ ଖସଡ଼ା ଜଙ୍ଗଲରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢିବା ସହ ଲୋକଙ୍କୁ ଆକ୍ରମଣ କରି ମାରି ପକାଉ ଥିବା ଘଟଣା ମଧ୍ୟ ବଢି ଚାଲିଛି। ରେଢାଖୋଲ ରେଞ୍ଜ ଲୁହାପଙ୍କ ସେକ୍ସନ ଅନ୍ତର୍ଗତ ଦଲକି ନିକଟସ୍ଥ ଖସଡ଼ା ଜଙ୍ଗଲରେ ରବିବାର ଦିନ ଜଙ୍ଗଲୀ…
କାମ୍ଫମାଲିଗାଁ ଗ୍ରାମର ଅସହାୟ ଗରିବ ଲୋକଙ୍କୁ ରନ୍ଧା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ
ରାୟଗଡ଼ା(ସରୋଜ କୁମାର ସାହୁ) : କରୋନା ମହାମାରି କଟକଣା ଯୋଗୁଁ ଖାଦ୍ୟ ସମୟରେ ପୀଡିତ ଥିବା ପରିବାର ,ରାସ୍ତା କଡ଼ରେ ଥିବା ମାନସିକ ରୋଗି ଓ ନିରୀହ ଜୀବ ଜନ୍ତୁଙ୍କୁ ରନ୍ଧାଖାଦ୍ୟ ସହ ଶୁଖିଲା ଖାଦ୍ୟ ଏବଂ ମାସ୍କ ବଣ୍ଟନ କରାଯାଇଥିଲା ।ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକ ଯୋଗେଶ୍ୱର ଦାସ…