ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ବଳଭଦ୍ରଙ୍କ ଜନ୍ମ ଦିନ ପାଳିତ

0 2

କଲ୍ୟାଣସିଂହପୁର/ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ପ୍ରତ୍ୟେକ ଘରେ ରାକ୍ଷୀପୂର୍ଣ୍ଣିମା ବା ବଳଭଦ୍ର ଙ୍କ ଜନ୍ମ ଦିନ ପାଳିତ କରାଯାଇଛି । ବଳଭଦ୍ର ଙ୍କ ଜନ୍ମ ଅବସରରେ ଭଉଣୀ ମାନଙ୍କ ମାନ ରକ୍ଷା, ସୁରକ୍ଷା ଦେବା ପାଇଁ ଭାଇହାତରେ ରାକ୍ଷୀ ବାନ୍ଧି ଥାନ୍ତି । ଏ ଅବସରରେ କିଛି ଯୁବକ ମାନେ ଗମା ମାରିଥାନ୍ତି । ଏଥିରେ ପ୍ରଥମ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଯୁବକକୁ ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.