ଏସଆରସି ପ୍ରଦୀପ ଜେନାଙ୍କ ଅପିଲ : କ୍ଷୟକ୍ଷତି ଆକଳନ ବେଳେ ସତର୍କ ଓ ଯତ୍ନବାନ ରୁହନ୍ତୁ 

" ଯୋଗ୍ୟ ହିତାଧିକାରୀ ବାଦ ନପଡ଼ନ୍ତୁ, ଅଯୋଗ୍ୟଙ୍କୁ ସାମିଲ କରନ୍ତୁ ନାହିଁ"  ଭୁବନେଶ୍ୱର (ଶାସକ ପ୍ରଶାସକ) : ବାତ୍ୟା  କ୍ଷୟକ୍ଷତି ଆକଳନ ବେଳେ କୌଣସି ଯୋଗ୍ୟ ବ୍ୟକ୍ତି ବାଦ ପଡିବା ଅବା ଅଯୋଗ୍ୟ ବ୍ୟକ୍ତି ସାମିଲ ହେବା ଭଳି ଘଟଣା ନ ଘଟେ ସେଥିପାଇଁ ସରକାରୀ ଅଧିକାରୀ, କର୍ମଚାରୀ ସର୍ବୋପରି…

ଓଡ଼ିଶା ମୋ- ପରିବାର “ଜୀବନ ବିନ୍ଦୁ” ଆନୁକୂଲ୍ୟରେ ରକ୍ତଦାନ ଶିବିର : ୨୬ ୟୁନିଟ୍ ରକ୍ତ ସଂଗ୍ରହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୋଭିଡ୍ ମହାମାରୀ ସମୟରେ ଯେପରି ରକ୍ତର ଅଭାବ ନ ହେବ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ…

ଅଙ୍ଗନବାଡି କର୍ମୀ ସହାୟିକା ମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ଯୋଗୁଁ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ସମସ୍ତ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧା ମାନ୍ୟତା ସହ ବିମାଭୁକ୍ତ କରିବା ଓ କାର୍ଯ୍ୟରତ ସମୟରେ ପ୍ରାଣହାନି ଘଟିଲେ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିବା ଯୋଗୁଁ ଅଲ୍…

ଉପକୂଳରେ ସ୍ଥାୟୀ ଶକ୍ତି ଭିତିଭୂମି ନିର୍ମାଣ ପାଇଁ ଭାରତ ସରକାରଙ୍କ ପଦକ୍ଷେପ -ଓଡିଶା ଭଳି ରାଜ୍ୟ ବିଶେଷ ଭାବରେ ଉପକୃତ…

ଭୁବନେଶ୍ୱର : ଆଗାମୀ ଭବିଷ୍ୟତର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ନିମନ୍ତେ ବିପର୍ଯ୍ୟୟର ସ୍ଥାୟୀ ଶକ୍ତି ଭିତିଭୂମି ନିର୍ମାଣ ପାଇଁ ନିର୍ଦ୍ଦେଶାବଳୀ ଚୂଡାନ୍ତ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟରେ ଅଧିକ ପ୍ରଭାବିତ ହେଉଥିବା ଓଡିଶା ଭଳି ରାଜ୍ୟ ବିଶେଷ ଭାବରେ ଉପକୃତ ହେବ ବୋଲି…

କୋଭିଡରେ  ନିଜ ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପିଏମ୍ କେୟାର୍ସ ପାଣ୍ଠିରୁ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଧାନମନ୍ତ୍ରୀଙ୍କ ସମ୍ବେଦନଶୀଳ ନେତୃତ୍ୱର ଆଉ ଏକ ଉଦାହରଣ - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର – କୋଭିଡ୍ ମହାମାରୀରେ ନିଜ ବାପା ମାଙ୍କୁ ହରାଇଥିବା ଶିଶୁଙ୍କୁ ପିଏମ କେୟାର୍ସ ପାଣ୍ଠିରୁ ଶିକ୍ଷା ପାଇଁ ସ୍ୱତନ୍ତ୍ର…

ପୋଲିସକୁ ବଡ଼ ସଫଳତା: ୯୦ କାର୍ଟୁନ ଏସକଫ ସିରପ, ୬୦ ଟି କ୍ଲୋନାଫିଟ ବଟିକା ଜବତ

 ବଲାଙ୍ଗିର(ନିରୋଜ କୁମାର ମିଶ୍ର) ବଲାଙ୍ଗିର ଜିଲ୍ଲାରେ କଫ୍ ସିରପ୍‌ କାରବାର ବଢି ଚାଲୁଥିବା ବେଳେ ଆଜି ବଲାଙ୍ଗିର ପୋଲିସ ହାତରେ ଏକ ବଡ ସଫଳତା ଲାଗିିଛି । କଫ୍ ସିରପ୍‌ ଚୋରା ଚାଲାଣ ଖବର ପାଇ ତୁରେକେଲା ପୋଲିସ ଗାଡି ସମେତ ୧୪୪୦୦ ବୋତଲ ଏସ୍‌କଫ୍ ସିରପ୍‌ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ…

ରବିବାର ଦିନ ଗୋନାସିକା ଜୁଆଙ୍ଗ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି

ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ ଭୁବନେଶ୍ୱର(ଶାସକ ପ୍ରଶାସକ) : ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଭୟଙ୍କର ରୂପ ନେଇଛିା ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସସିଏସଟିଆରଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟ…

ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନମୂଳକ ଥିଲା : ମୁଖ୍ୟମନ୍ତ୍ରୀ

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ "ଆହ୍ବାନ ସତ୍ତ୍ୱେ ଲୋକଙ୍କ ନିରାପତ୍ତା ଓ ରାଜ୍ୟର ବିକାଶ ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିଚାଲିଛୁ" ସ୍କୁଲ କଲେଜର ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା ପାଇଁ ପ୍ରାକ୍‌ ପ୍ରସ୍ତୁତି ହେବ ସାମିଲ…

ଭଦ୍ରକରେ ବାତ୍ୟା ‘ ୟାସ ‘ ପରର ସ୍ଥିତିକୁ ସମୀକ୍ଷା କଲେ ମନ୍ତ୍ରୀ ରାଜା ସ୍ଵାଇଁ ।   

ଭଦ୍ରକ,(ସତ୍ୟଭୂଷଣ ସ୍ଵାମୀ) : ଭଦ୍ରକ ଜିଲ୍ଲାରେ ବାତ୍ୟା ପରର ସ୍ଥିତିକୁ ସମୀକ୍ଷା କରିବା ପାଇଁ ଆଜି ପହଞ୍ଚିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ । ଆଜି ଭଦ୍ରକ ଜିଲ୍ଲା ଗସ୍ତ କରି ବାତ୍ୟା ୟାସ ଦ୍ବାରା ହୋଇଥିବା କ୍ଷୟକ୍ଷତିର ଆକଳନ,ଉଦ୍ଧାର…

ଚିଖିଲି ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା ହୋଇ ଯାଇଛି । ବାସଗୃହ  ହିନ ଓ କଚ୍ଚା ଘର ଥିବା ବ୍ୟକ୍ତି ବିଶେଷଙ୍କୁ ପକ୍କା ଘର ଦେବା ଉଦ୍ଦେଶ୍ୟରେ  କରା ଯାଇଥିବା ଏହି ଯୋଜନା  ଦୁର୍ନିତୀଗ୍ରସ୍ତ…