ଶିକ୍ଷକଙ୍କ ଘର ସମ୍ମୁଖରୁ ୫ ଫୁଟିଆ ତମ୍ବା ନାଗ ସାପ ଉଦ୍ଧାର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ମା'ମାଣିକେଶ୍ଵରୀ ମନ୍ଦିର ସାହିରେ ରହୁଥିବା ଜନୈକ ଶିକ୍ଷକଙ୍କ ଘର ସମ୍ମୁଖରୁ ଏକ ୫ ଫୁଟିଆ ତମ୍ବା ରଙ୍ଗର ନାଗ ସାପକୁ ସ୍ଥାନୀୟ ବନାଞ୍ଚଳରେ କାର୍ଯ୍ୟରତ ଏଣ୍ଟିସ୍ମ୍ର ଗଲିଙ୍ଗ ସ୍କ୍ବାର୍ଡ଼ର କର୍ମଚାରୀ କେଦାରନାଥ ବେହେରା ଖବର ପାଇ…

ଦୁର୍ଗମ ଅଞ୍ଚଳରେ “ବିଶ୍ୱ ତମାଖୁ ବର୍ଜନ ଦିବସ” ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ବି.ଖଜୁରିପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଭିନ୍ନ ଦୁର୍ଗମ ଅଞ୍ଚଳରେ "ବିଶ୍ୱ ତମାଖୁ ବର୍ଜନ ଦିବସ" କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । …

ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର/ବାଲେଶ୍ୱର – ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳ ବିଶେଷ ଭାବରେ ସମୁଦ୍ର ତଟବର୍ତୀ ଅଂଚଳରେ ବସବାସ କରୁଥିବା ମତ୍ସ୍ୟଜୀବୀ ଚାଷୀଙ୍କ ଜୀବନଜୀବିକାକୁ ସୁରକ୍ଷିତ କରିବା ପାଇଁ ଏକ ସ୍ଥାୟୀ ଓ ଦୂରଦର୍ଶୀ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ସିଆରପିଏଫ ସି/୧୨୭ ବାଟାଲିୟନ ପକ୍ଷରୁ ଜନସାଧାରଣଙ୍କୁ ରାସନ ସାମଗ୍ରୀ ବଣ୍ଟନ 

 ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଗୋଚ୍ଛାପଡା ଠାରେ କାର୍ଯ୍ୟରତ C/127 ଯବାନମାନେ ଜନସାଧାରଣଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି I କନ୍ଧମାଳ ଜିଲ୍ଲାର ଗୋଛାପଡା 127BN CRPFର କମାଣ୍ଡାଣ୍ଟ  ଆନନ୍ଦ ଝାଙ୍କ ନିର୍ଦ୍ଦେଶ କ୍ରମେ C/127 ବାଟାଲିୟନ  CRPFର…

କାଳିଆପଟା କୋଭିଡ୍ କେର ସେଣ୍ଟେରରେ ଲାଗିଲା ଇସିଜି ଓ ଏକ୍ସ ରେ  ମେସିନ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା  ମୋହନା ବ୍ଲକ ଅନ୍ତର୍ଗତ କାଳିଆପଟା କୋଭିଡ୍ କେର ସେଣ୍ଟରରେ କରୋନା ରୋଗୀଙ୍କ ସୁବିଧା ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ପ୍ରଚେଷ୍ଟାରେ ଇସିଜି ଓ଼ ଏକ୍ସରା ମେସିନ  ସ୍ଥାପନ କରାଯାଇଛି।  ଏହି ଅବସରରେ ଜିଲ୍ଲା ମୁଖ୍ୟ…

ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ମାସ୍କ ବାଣ୍ଟିଲେ ଆଶା ଓ ଅଙ୍ଗନବାଡି କର୍ମୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପମ ସାହାଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ଓ ସମନ୍ନିତ ଶିଶୁ ବିକାଶ ଦ୍ଵାରା ମୋହନାର ୩୯ଟି ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଘର ଘର ବୁଲି ସଚେତନତା କରିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା…

 ବୈଷୟିକ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ

 ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ରଙ୍କ ଅବସର ଗ୍ରହଣ ଭୁବନେଶ୍ୱର-(ଶାସକ ପ୍ରଶାସକ)- ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର  ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୧ ବର୍ଷ ୧୦ ମାସ ଧରି ସେ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ…

ମହାମାରୀ ସମୟରେ ଶିକ୍ଷକମାନଙ୍କ ଭୂମିକାକୁ ପ୍ରଶଂସା, ବିଦ୍ୟାଳୟ ପୁଷ୍ଟିବଗିଚାକୁ ଗୁରୁତ୍ୱ

ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପରିଚାଳନା ଓ ତଦାରଖ କମିଟିର ବୈଠକ ଭୁବନେଶ୍ୱର, (ଶାସକ ପ୍ରଶାସକ) : ଆଜି ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟିର ୧୮ତମ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ…

 ନିଷ୍ଠା ପରିବାର ତରଫ ରୁ ଗ୍ରାମାଞ୍ଚଳ ରେ ଜନସଚେତନତା କାର୍ଯ୍ୟକ୍ରମ 

ବରଗଡ :- ସାରା ଦେଶ ଆଜି କରୋନା ର ଦ୍ବିତୀୟ ଲହରରେ କବଳିତ। ଏବେ ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳ ରେ କରୋନା ବ୍ୟାପିବାରେ ଲାଗିଛି। ତେଣୁ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫ ରୁ ଆଜି ଦ୍ବିତୀୟ ପର୍ଯାୟ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଆଜି ନିଷ୍ଠା…

କୃଷକଙ୍କ ଆୟ ବହୁଗୁଣିତ କରିବା ଲକ୍ଷ୍ୟରେ ଫସଲର ବିବିଧକରଣକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ଚଳିତ ଖରିଫରେ ୪ଟି ଜିଲ୍ଲାର ୧୨ ହଜାର ୨୦୭ ହେକ୍ଟର  ଜମିରେ ପାଇଲଟ୍ ପ୍ରୋଜେକ୍ଟ  ଭାବରେ ଫସଲର ବିବିଧକରଣ କରାଯିବ ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟ ସରକାର କୃଷକମାନଙ୍କ ଆୟ ବହୁଗୁଣିତ କରିବା ଲକ୍ଷ୍ୟରେ ଫସଲର ବିବିଧକରଣ ପାଇଁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତିା ଉତ୍ପାଦନ ବୃଦ୍ଧି…