ବ୍ରହ୍ମ କୁମାରୀ ପକ୍ଷରୁ ରକ୍ଷା ବନ୍ଧନ

0 2

ସମ୍ବଲପୁର/ରମାକାନ୍ତ ବିଶ୍ବାଳ :ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ସ୍ଥିତ ଈଶ୍ୱରୀୟ ବ୍ରହ୍ମ କୁମାରୀ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଅଛି l ଆଜିର ଦିନରେପରମ୍ପରା ରହିଛି ଭଉଣୀ ସୁଭଦ୍ରା ଯେପରି ଜଗନ୍ନାଥ ଭଲଭଦ୍ର ଙ୍କ ହାତରେ ରାଖୀ ବାନ୍ଧି ଥାନ୍ତି ସେହିପରି ଭାବରେ ବ୍ରହ୍ମ କୁମାରୀ ଆଶ୍ରମ ର ଭଉଣୀ ମାନେ ସମ୍ବଲପୁର ଜିଲା ସାମ୍ବାଦିକ ମାନଙ୍କୁ ନିଜ ଭାଇ ରୂପରେ ରାଖୀ ବାନ୍ଧି ଉତ୍ସବ କୁ ପାଳନ କରିଥିଲେ l ଆଶ୍ରମ ର ମୁଖ୍ୟ ଭଉଣୀ ପାର୍ବତୀ ଦେବୀ ରକ୍ଷା ବନ୍ଧନ ର ବିଶେଷତ୍ଵ ଉପରେ ଆଲୋଚନା କରିବା ସହ କିପରି ଭାବରେ ଭାଇ ଓ ଭଉଣୀ ର ଅତୁଟ ସମ୍ବନ୍ଧ ରହିବ ସେ ନେଇ ଆଲୋଚନା କରିଥିଲେ l

Leave A Reply

Your email address will not be published.