Sign in
Sign in
Recover your password.
A password will be e-mailed to you.
ନିର୍ମାଣ ମଜଦୁର ସଂଘର୧୦ଦଫା ଦାବୀପତ୍ର ପ୍ରଦାନ
ରାୟଗଡା / ସରୋଜ ସାହୁ – ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ତରଫରୁ ରାଜ୍ୟ ବ୍ୟାପି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ୧୦ ଦଫା ଦାବୀ ପ୍ରଦାନ କରାଯାଇଛି । ସଂଘ ତରଫରୁ କରାଯାଇଥିବା ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ଶ୍ରମିକ ମାନଙ୍କୁ ୫…
ବିଦ୍ୟୁତ ଖେଳୁଛି ଲୁଚକାଳୀ, ଲୋକଙ୍କ ଯାତନା ଗଲାଣି ବଳି
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଦାରିଙ୍ଗବାଡ଼ି ବ୍ଲକ ଅଂଚଳର ବିଦ୍ୟୁତର ଲୁଚକାଳୀ ଖେଳ ଯୋଗୁଁ ବିଦ୍ୟୁତ ଉପଭୋକ୍ତା ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି I ଟିକିଏ ପବନ ହେଉ କିମ୍ବା ଟିକିଏ ବର୍ଷା ହେଉ ବିଦ୍ୟୁତ ବିଭାଗ ମାନମାନୀ ଆରମ୍ଭ କରୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I…
ଏବେ ଚର୍ଚ୍ଚାରେ ବ୍ଲେସି
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଶିଆଳି ପତ୍ରରେ ପ୍ରସ୍ତୁତ କରି ପୋଷାକ ଓ ତୁଣ୍ଡି ପିନ୍ଧା ଫୋଟ ବେସ୍ ଭାଇରାଲ ହେବାରେ ଲାଗିଛି I ମୁଣ୍ଡରେ ଫୁଲ ଓ ପତ୍ରରେ ସଜା ହୋଇଥିବା ବେଳେ ଡାଳ , ପତ୍ର ଏବଂ ଫୁଲରେ ଅତି ସୁନ୍ଦର ଭାବେ ସଜା ହୋଇଛି ପୋଷାକ I ଏହା ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି…
ପାରିବାରିକ କଳହ ରୁ ମହିଳାଙ୍କର ଆତ୍ମହତ୍ୟା
ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କୁଢାରିଫସା ଗ୍ରାମର ନବଘନ ମଲ୍ଲିକ ଙ୍କର ସ୍ତ୍ରୀ ଶ୍ରୀମତୀ ଜୁଏବତୀ ମଲ୍ଲିକ (32) ନିଜ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଖବର ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନିକଟକୁ ପହଂଚିବା ପରେ ଥାନା ଅଧିକାରୀ ଙ୍କର…
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦେଲେ ଭି.…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥି ଭି. ଚନ୍ଦ୍ରଶେଖର ନାଇଡୁ।
ଗତ…
ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ରସିକରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି।
ସେ ରସିକରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ଧରି ପ୍ରଧାନଶିକ୍ଷକ ଭାବେ…
ମାଛ ଚାଷ କ୍ଷେତ୍ରରେ ବାୟୋ ଫ୍ଲକ୍ ଏକ ବିପ୍ଳବ : ମନ୍ତ୍ରୀ ଡ. ଅରୁଣ ସାହୁ
ଭୁବନେଶ୍ୱର,(ଶାସକ ପ୍ରଶାସକ) :ମାଛ ଚାଷ କ୍ଷେତ୍ରରେ ବାୟୋ-ଫ୍ଲକ୍ ଏକ ବିପ୍ଳବ ଆଣିପାରିବା ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ମାଛ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛିା ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ମାଛ ଉତ୍ପାଦନ ୧.୫୬ ଲକ୍ଷ ମେଟି୍ରକ୍ ଟନ୍ରୁ ୨୦୨୦-୨୧ରେ ୮.୭୩ ଲକ୍ଷ…
ନିର୍ମାଣ କାର୍ଯ୍ୟର ମନ୍ଥରତାକୁ ନେଇ ମନ୍ତ୍ରୀ ଖପ୍ପା
ଟିଟିଲାଗଡ ନିକଟରେ ଆଇଟିଆଇ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ
ଟିଟିଲାଗଡ, ( ଗୌରବ ଦର୍ଜୀ ): ଟିଟିଲାଗଡ ବିଧାୟିକା ତଥା ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ନୂଆକରି ଗଢ଼ି ଉଠି ଥିବା ମିଶନ ଶକ୍ତି ବିଭାଗ ର ମନ୍ତ୍ରୀ ଟୁକୁନୀ ସାହୁ ଆଜି ଅଚାନକ ଭାବରେ…
ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା
https://www.youtube.com/watch?v=fcClsWZNmYc
ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ବାତ୍ୟା ପରିଚାଳନା ସଂପର୍କିତ ବିଭିନ୍ନ ପଦକ୍ଷେପ ସଂପର୍କରେ ଡକୁମେଣ୍ଟେସନ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭବିଷ୍ୟତ ବିପର୍ଯ୍ୟୟ ପରିଚାଳନା ପାଇଁ ଶିକ୍ଷଣୀୟ…
ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତରେ ଭଦ୍ରକରେ ଶୋକର ଛାୟା ।
ମୁଖ୍ୟମନ୍ତ୍ରୀ ବ୍ୟକ୍ତ କଲେ ଗଭୀର ଶୋକ
ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ମାଟିର ଗର୍ବ ଓ ଗୌରବ , ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଲଗାତର ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ବିଧାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ନୀଳମଣି ରାଉତରାୟଙ୍କ ର…